Latest Odisha News

BREAKING NEWS

Browsing Category

ଅପରାଧ

ଦାଦନ ଯନ୍ତ୍ରଣା: ଅଜାଙ୍କୁ ହତ୍ୟା ଓ ନାତିକୁ ଶାରୀରିକ ନିର୍ଯାତନା ଅଭିଯୋଗ

ନୂଆପଡ଼ା: ପୁଣି ନୂଆପଡ଼ା ଜିଲ୍ଲାରୁ ଦାଦନ ଯନ୍ତ୍ରଣାର କରୁଣ କାହାଣୀ ସାମ୍ନାକୁ ଆସିଛି । ପେଟପାଟଣା ପାଇଁ ଯାଇଥିବା ଶ୍ରମିକଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ଶ୍ରମିକ ମାନଙ୍କୁ ବନ୍ଧକ ରଖି ଅକଥନୀୟ ନିର୍ଯାତନା ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ଖଡ଼ିଆଳ ବ୍ଲକ ଗୋଡଧୁଆପଦର୍ ଗାଁରୁ।…

ମୁମ୍ବାଇର ଧନୀ ଚୋର; ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି, ଲାଇଫ ଷ୍ଟାଇଲ୍ ଦେଖିଲେ ଚମକି ପଡିବେ…

ମୁମ୍ବାଇର ଧନୀ ଚୋର, ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି। ଯାହାଙ୍କ ଲାଇଫ ଷ୍ଟାଇଲ୍ ଓ ଧନ ସମ୍ପତ୍ତି କେଉଁ ବ୍ୟବସାୟଙ୍କଠୁ କମ୍ ନୁହେଁ।  ଅଭିଯୁକ୍ତ ଚୋର କୋଟିଏ ଟଙ୍କାର ଫ୍ଲାଟରେ ରହିବା ସହ ଅଡ଼ି କାର୍ ଚଲାଉଥିବା ଜଣାପଡିଛି। ଏଭଳି ଏକ ଧନୀ ଚ‌ୋରକୁ ଧରିବାର‌େ ସଫଳ ହୋଇଛି ଗୁଜୁରାଟ ପ‌ୋଲିସ।…

ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାରେ ୮ ଗିରଫ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡରେ ୮ ଜଣ ଗିରଫ। ସେମାନଙ୍କୁ ପଚରାଉଚରା କରାଯାଉଛି। ତେବେ ଆର୍ମଷ୍ଟ୍ରଙ୍ଗଙ୍କୁ କାହିଁକି ହତ୍ୟା କରାଯାଇଛି, ସେନେଇ ଜେରା ପରେ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ତେବେ ଏହି ଘଟଣାରେ ପାର୍ଟି…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ବୋଲଗଡ ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (JE) ଭାବରେ କାର୍ଯ୍ୟ କରୁଥିଲେ ନୃସିଂହ ନାଥ ପ୍ରଧାନ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର…

ପୁଣେ ପୋର୍ସେ କାର ଦୁର୍ଘଟଣା; ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ପ୍ରବନ୍ଧ ଲେଖିଲେ ନାବାଳକ

ପୁଣେ: ପୁଣେ ପୋର୍ସେ କାର ଦୁର୍ଘଟଣାରେ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ର ଜାମିନ ସର୍ତ୍ତକୁ ପାଳନ କରି ଅଭିଯୁକ୍ତ ୧୭ ବର୍ଷ ବୟସ୍କ ନାବାଳକ ଜଣକ ସଡକ ସୁରକ୍ଷା ଉପରେ ୩୦୦ ଶବ୍ଦର ଏକ ପ୍ରବନ୍ଧ ଲେଖି ଦାଖଲ କରିଛନ୍ତି। ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ନାବାଳକ ଜଣକ ବୁଧବାର ଜୁଭେନାଇଲ…

ଲାଞ୍ଚ ନେଇଥିଲେ ସରକାରୀ ବାବୁ, ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ ଅଧିକାରୀ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ଆରଆଇ ବିଶ୍ଵନାଥ ରାୟ ବେହେରାଙ୍କୁ ଗିରଫ କରୁଛି ଭିଜିଲାନ୍ସ। ୨୦ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ମିଳିଥିବା ସୂଚନା ଅନୁସାରେ, ସରକାରୀ ଜମିରେ ଥିବା ଏକ…

ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ, ଆହତ ମେଡିକାଲରେ ଭର୍ତ୍ତି

ସୁନ୍ଦରଗଡ଼: ଗର୍ଜନବାହାଲ ଗୁଳିକାଣ୍ଡ ଘଟଣାରେ ୧୦ ଅଟକ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ହେମଗିରି ଥାନା ଗର୍ଜନବାହାଲରେ ୨ ଗୋଷ୍ଠୀ ସଂଘର୍ଷରୁ ଗୁଳିମାଡ଼ ହୋଇଥିଲା। କୋଇଲା ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ପ୍ରାୟ ୧୦ ଆହତ ସୁନ୍ଦରଗଡ଼ ଓ ରାୟଗଡ଼ରେ…

ହାଥରସରେ ଦଳଚକଟା ଘଟଣାରେ ୨୦ ସେବକ ଗିରଫ

ହାଥରସ: ହାଥରସରେ ଏକ ସତସଙ୍ଗରେ ଦଳାଚକଟା ଘଟଣାରେ ପୋଲିସ ୨୦ ସେବକଙ୍କୁ ଗିରଫ କରିଛି। ଏହା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ, ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୋଲିସ ୭ଟି…

ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣା; ନିଲମ୍ବିତ ହେଲେ ଦୁଇ ବନବିଭାଗ କର୍ମଚାରୀ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ ମାଙ୍କଡ଼କନ୍ଦା ନାଳ ନିକଟରେ ଦନ୍ତା ହାତୀର ଗଳିତ ମୃତଦେହ ମିଳିବା ଘଟଣାରେ ୨ ବନବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ବି କରାଯାଇଛି । ଜରପଡ଼ା ଫରେଷ୍ଟର୍‌ ଦିନବନ୍ଧୁ ନାୟକ ଓ ପରା ବିଟ୍‌ର ଦାୟିତ୍ବରେ ଥିବା…

ମହଙ୍ଗା ପଡ଼ିଲା ଲାଞ୍ଚ ଟଙ୍କା, ଭିଜିଲାନ୍ସ ଜାଲରେ ଏସଆଇ ବାବୁ

ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ ଧରିଥିଲା ଯାଜପୁର ଭିଜିଲାନ୍ସ ଟିମ । ସୂଚନା…