Latest Odisha News

BREAKING NEWS

Browsing Category

ଅପରାଧ

ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଲିରାଜପୁର: ମଧ୍ୟପ୍ରଦେଶର ଅଲିରାଜପୁର ଅଞ୍ଚଳରେ ଗ‌ୋଟିଏ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହ‌ୋଇଛି। ସେମାନଙ୍କ ଘର ମଧ୍ୟର‌େ ଝୁଲନ୍ତା ଅବସ୍ଥାର‌େ ମିଳିଛି ମୃତଦେହ। ତେବେ ଏହି ଘଟଣା ଦିଲ୍ଲୀର ବୁରାରୀ ଘଟଣା ମନେ ପକାଇଦିଏ। ସୋମବାର ସକାଳେ ଦମ୍ପତି ଏବଂ ସେମାନଙ୍କର…

୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇ ମାମଲାରେ ଭଦ୍ରକର ୬ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭଦ୍ରକ: ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରୁ ପ୍ରାୟ ୫୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭଦ୍ରକ ଅଞ୍ଚଳରୁ ୬ଜଣ ଯୁବକଙ୍କୁ ଗିରଫ କଲା ମୁମ୍ବାଇର ବାନ୍ଦ୍ରା କୋଲାର ସାଇବର ପୋଲିସ। ଗତ କିଛି ମାସ ପୂର୍ବରୁ ବାନ୍ଦ୍ରା କୋଲାର ସାଇବର ଥାନାରେ ଦୁଇଟି ଅଭିଯୋଗ…

ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର, ଅଭିଯୁକ୍ତ ଗିରଫ

ବରଗଡ଼ : ଅତାବିରା ବ୍ଲକ ଅମଲିପାଲି ପଞ୍ଚାୟତ ଗୁତୀ ପାଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର ହୋଇଛନ୍ତି। ସାମାନ୍ୟ ଘରୋଇ କଳହକୁ ନେଇ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ବଡ ମାଆ ଓ ଝିଆରୀକୁ ଟାଙ୍ଗିଆରେ ହାଣି ମାରିବା ପାଇଁ ମରଣାନ୍ତକ ଆକ୍ରମଣ କରିଛି।…

ଆକ୍ସନ ମୁଡ଼ରେ ଏନଆଇଏ, ପାକିସ୍ତାନୀ ସଂଗଠନ ସହ ଜଡ଼ିତ ତାମିଲନାଡ଼ୁର ୧୦ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଆକ୍ସନ ମୁଡ଼ ରେ ଏନଆଇଏ। ଜାତୀୟ ତଦନ୍ତ ଏଜେନ୍ସି ରବିବାର ତାମିଲନାଡୁରେ ଚଢାଉ କରିଛି। ହିଜବ ଉତ ତହିର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନଆଇଏ ୧୦ଟି ସ୍ଥାନରେ ଚଢାଉ କରିଛି। ପାକିସ୍ତାନୀ ସଂଗଠନ ହିଜବ-ଉତ-ତହିର ସହ ଜଡିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲୁଚି ରହିଥିବା ସ୍ଥାନ…

ସ୍ୱାମୀର ଗୁଳିମାଡରେ ସ୍ତ୍ରୀ ମୃତ ଓ ଝିଅ ଗୁରୁତର

କଳାହାଣ୍ଡି: ଦେଶୀ ବନ୍ଧୁକରୁ ଗୁଳିଫୁଟି ଜଣେ ମୃତ, ଜଣେ ଗୁରୁତର। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ରରପୁ କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜେମା ଦେଇ ମାଝୀ । ଜେମାଙ୍କ ଝିଅ ବିଦ୍ୟା ମାଝୀ ବୁର୍ଲା ମେଡିକାଲରେ ଭର୍ତ୍ତି…

ଲାଞ୍ଚ ନେଇ ଧରାପଡ଼ିଲେ ପଟ୍ଟାମୁଣ୍ଡାଇ ତହସିଲ୍‌ର କିରାଣି

ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍‌ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍‌ ଉଇଲିୟମ ବରାଳଙ୍କ ମାଡ଼ି ବସିଲା…

ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ ରାଉତ୍

ବାଙ୍କୀ: ଭିଜିଲାନ୍ସ ଜାଲରେ ଡମପଡ଼ା ତହସିଲର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ କୁମାର ରାଉତ୍ । ଲାଞ୍ଚ ନେବା ବେଳେ କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତଙ୍କୁ ମାଡି ବସିଛି ଭିଜିଲାନ୍ସ । ସମସ୍ତ ଲାଞ୍ଚ ଟଙ୍କା ଜବତ ସହ ପ୍ରଶାନ୍ତଙ୍କ ୨ଟି ସ୍ଥାନରେ…

ପୂର୍ବ ବଚସାକୁ ନେଇ ସ୍କୁଲ୍ ପରିସରରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର

ଗଞ୍ଜାମ: ସ୍କୁଲ୍ ସମ୍ମୁଖରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରଘୁନାଥ ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟ ପରିସରରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଫଳରେ ଜଣେ ଛାତ୍ର ଅନ୍ୟ ଛାତ୍ରଙ୍କୁ ଛୁରି ଭୁସିଲା। ଗୁରୁତର ଛାତ୍ର ମେଡିକାଲରେ…

ଘରୋଇ କଳିର କରୁଣ ପରିଣତି; ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ସମ୍ବଲପୁର: ପୁଅ ସାଜିଲା ନୃଶଂସ । ବାପାକୁ ପିଟି ପିଟି ହତ୍ୟା କଲା ପୁଅ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୁଦେଲଛିଣ୍ଡା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାମ ପ୍ରସାଦ ବାଗ । ପୁଅ ଧିରେନ ବାଗକୁ ଅଟକ ରିଖି ପଚରାଉଚରା କରୁଛି ପୋଲିସ । ଖବର ମୁତାବକ,…

ଭୁଲିଗଲା ରକ୍ତ ସମ୍ପର୍କ; ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପୁଅ

ବଲାଙ୍ଗୀର: ଜମିବାଡ଼ି ବିବାଦ ସାଜିଲା କାଳ ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜନ୍ମ କଲା ପୁଅ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦୋର୍ଲୋ ଗାଁରେ । ମୃତ ବ୍ୟକ୍ତିଙ୍କ ପରିଚୟ ଗୋପୀନାଥ ଭରାସାଗର ବୋଲି ଜଣା ପଡିଛି । ଅମାନୁଷିକ କାଣ୍ଡ…