Latest Odisha News

BREAKING NEWS

Browsing Category

ଅପରାଧ

କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ଖୋଲିଲା ରହସ୍ୟ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର: କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପୋଲିସ ହାତରେ ଲାଗିଲା ବଡ ପ୍ରମାଣ । ତେବେ ରତ୍ନପଥର ଚୋରା କାରବାରରୁ ଶଙ୍କରଭାନୁ ହତ୍ୟାକାଣ୍ଡ ଘଟିଥିବା ଆଜି ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ହତ୍ୟାକାଣ୍ଡରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ…

କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ, ୫ ଲୁଟେରା ଗିରଫ

ଭୁବନେଶ୍ବର: ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ୫ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଲୁଟେରାମାନେ ସ୍ପିଡ୍‌‌ ବାଇକରେ ଆସି ଲୋକଙ୍କୁ ଲୁଟୁଥିଲେ। ଚଳନ୍ତା ଗାଡ଼ିରୁ ସୁନାଚେନ୍ ଲୁଟି ‌ନେଉଥିଲେ। ମହିଳାଙ୍କ ବେକରୁ ସୁନା ଚେନ୍‌‌, ହାତରୁ ବ୍ୟାଗ ଝାମ୍ପି ଆଖି ପିଛୁଳାକେ ଫେରାର…

ବା‌ଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ୫ ବିଜେପି କର୍ମୀ ଆହତ

କେନ୍ଦୁଝର: ବା‌ଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌। ଘଟଣାରେ ୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ହାଟଡିହି ବ୍ଲକ୍‌ ଧନୁର୍ଜୟପୁରରେ ବାଣ ଫୁଟାଇ ଖୁସି ମନାଉଥିଲେ…

ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌, ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କୋରାପୁଟ: ନକଲି ମାଟ୍ରିକ ସାର୍ଟିଫିକେଟ ରାକେଟ୍‌କୁ ରୋକ୍ ଲଗାଇବାରେ ସଫଳ ହେଲା ଓଡ଼ିଶା କ୍ରାଇମ ବ୍ରାଞ୍ଚ ଟିମ। ଜାଲ ସାର୍ଟିଫିକଟ ଦେଇ ଚାକିରି କରିବା ଅଭିଯୋଗେର ଗିରଫ ହେଲେ ଆଉ ଜଣେ ବ୍ୟକ୍ତି। କୋରାପୁଟ ଗ୍ରାମୀଣ ଡାକ ସେବକ ଚାକିରି କରୁଥିବା ଛନ୍ଦା ଚରଣ ସାହୁଙ୍କୁ ଗିରଫ କଲା କ୍ରାଇମ…

ନିଶାଗ୍ରସ୍ତ ହୋଇ ଟ୍ରେନ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ୨ ଗିରଫ

ଖୋର୍ଦ୍ଧା: ଟ୍ରେନ୍ କୁ ପଥର ଫିଙ୍ଗିବା ପଡିଲା ମହଙ୍ଗା ଗିରଫ ହେଲେ ଦୁଇ ଯୁବକ । ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଲୁରୁ ଏକ୍ସପ୍ରେସ କୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି ​​। ଗିରଫ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ

ପାଟଣାଗଡ: ନଦୀ ପଠାରୁ ମିଳିଲା ମହିଳାଙ୍କ ମୃତ ଦେହ । କେହି କାରି ପୋତି ଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଘଟିଛି ବଲାଙ୍ଗୀରରେ । ବାଲାଙ୍ଗୀର ପାଟଣାଗଡା ବ୍ଲକ, ବେଲପଡା ଥାନା କେନକେବା ବ୍ରିଜ୍ ନିକଟ ଥିବା ଲହାନ୍ତା ନଦୀ ପଠାରୁ ଏକ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି ।…

ପିଲାଙ୍କୁ ପାଣି ଟାଙ୍କିକୁ ଠେଲି ଦେଇ ନିଜେ ଡେଇଁଲା ମାଆ, ୪ ଛୁଆ ମୃତ

ଜୟପୁର: ମରିଗଲା ମା’ର ମମତା। ୪ ଛୁଆଙ୍କ ସହ ପାଣି ଟାଙ୍କିକୁ ଡେଇଁଲା ମାଆ। ରାଜସ୍ଥାନ ବାଡମେରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଜଣେ ମହିଳା ନିଜର ୪ ପିଲାଙ୍କୁ ପାଣି ଟାଙ୍କିରେ ବୁଡାଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଜଣାପଡିଛି । ପାରିବାରିକ କଳହକୁ ନେଇ ଏହି…

କୁଳିଅଣାରେ ଲଜ୍ଜା, ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ମୟୂରଭଞ୍ଜ: ସାମ୍ନାକୁ ଆସିଛି ଲଜ୍ଜା । ଏକ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା । ଏଭଳି କିଛି ଲୋମଟାଙ୍କୁରା ଦୃଶ୍ୟ ସାମ୍ନକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ । ନାବାଳିକା ଘରେ ଏକା ଥିବାର ସୁଯୋଗରେ ଝୁଣି ଖାଇଛି ନରଦାନବ । ମିଳିଥିବା ସୂଚନା…

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ

ଭଦ୍ରକ: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ବୁଥ୍ ସାମ୍ନାରେ ହାଣି ହତ୍ୟା କରିଛି ତାଙ୍କ ସ୍ବାମୀ । ମୃତ ମହିଳା ହେଲେ ରଶ୍ମିରେଖା ବେହେରା…

ଘର ଭିତରୁ ଶିକ୍ଷୟିତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ନୟାଗଡ଼: ଘର ଭିତରୁ ଶିକ୍ଷୟିତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଘର ଭିତରୁ ମିଳିଲା ମୃତଦେହ। ଟଙ୍କା ପାଇଁ ଶାଶୁଘର ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ । ମୃତ ଶିକ୍ଷୟିତ୍ରୀଜଣକ ହେଉଛନ୍ତି ପଦ୍ମିନୀ ପ୍ରଧାନ। ସେ ଓଡ଼ଗାଁ ଆଦର୍ଶ…