Latest Odisha News

BREAKING NEWS

Browsing Category

ଅପରାଧ

ଅତିଥି ବେଶରେ ଆସି ବିବାହ ମଣ୍ଡପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଭୁବନେଶ୍ଵର: ରାଜଧାନୀରେ ଥମୁନି ଲୁଟେରାଙ୍କ ଉତ୍ପାତ । ଦିନକୁ ଦିନ ଏହା ଉଗ୍ର ରୂପ ଧରିଲାଣି । ପ୍ରତ୍ୟେକ ଦିନ କିଛି ନା କିଛି ଲୁଟର ଖବର ସାମ୍ନାକୁ ଆସୁଛି । ସେ ଛିନତାଇ ହେଉ କିମ୍ବା ଆପାର୍ଟମେଣ୍ଟରୁ ଚୋରୀ ଏଭଳି ଅନେକ ଘଟଣା ଘଟୁଛି । ତେବେ ଆଜି ଏପରି ଏକ ଅଭାବନୀୟ ଘଟମା ସାମ୍ନାକୁ ଆସିଛି…

ମହିଳାଙ୍କ ଠାରୁ ଭ୍ୟାନିଟ ବ୍ୟାଗ୍ ଛଡାଇବା ପଡିଲା ମହଙ୍ଗା, ୨ ଲୁଟେରା ଗିରଫ

ଭୁବନେଶ୍ବର: ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଜଣେ ମହିଳାଙ୍କ ଠାରୁ ଝାମ୍ପିନେଇଥିଲେ ତାଙ୍କ ଭ୍ୟାନିଟ୍ ବ୍ୟାଗ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଉକ୍ତ ମହିଳା ଜଣଙ୍କ । ଅଭିଯୋଗକୁ ଆଧାରକରି ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ…

ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

କଟକ: କଟକ ଫ୍ରେଣ୍ଡସ୍ କଲୋନୀରେ ଜଣେ ଡାକ୍ତରଙ୍କ ଘରେ ଚଢଉ କଲା ସ୍ୱାସ୍ଥ୍ୟ ବିଭାଗ । ଲିଙ୍ଗ ନିରୁପଣ ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‍ ଚଢଉ କରିଛି ।ଏହି ରେଡ୍‌ରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହ ଉପଜିଲ୍ଲାପାଳ ମଧ୍ୟ ସାମିଲ ଥିଲେ । ଏହି ଚଢଉ ସମୟରେ ଏକ ଅଲଟ୍ରାସାଉଣ୍ଡ…

ଦୋକାନ ଆଗରେ ପାଲ ଟାଣି ସର୍ଟର ତାଡି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ଭଦ୍ରକ: ଆଜିକାଲି ଚୋରି କରିବାର ତରିକା ବଦଳିଗଲାଣି । କିଏ କେତେ ପ୍ରକାରର କାଇଦାରେ ଚୋରି କରିବାକୁ ବୁଦ୍ଧି ଖଞ୍ଜିଲେଣି । ପୋଲିସ ପକ୍ଷରୁ ଏହା ଉପରେ ରୋକ୍ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ, ଦୁଇ ପାଦ ଆଗରେ ରହୁଛନ୍ତି ଏହି ଚୋର ମାନେ । ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି…

ଧଳାଜହର କାରବାର ବେଳେ ୨ ଗିରଫ, ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟର ବ୍ରାଉନସୁଗାର ଜବତ

ପୁରୀ: ପୁରୀରେ ବ୍ରାଉନସୁଗାର କାରବାର ବେଳେ ପୋଲିସର ଚଢାଉ । ଆଜି ସମୁଦ୍ରକୂଳ ଥାନା ପୋଲିସ ୫୨୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ ଶାଗୁଆନ ବଗିଚାର ଶୁଭମ ପଟ୍ଟନାୟକ ।…

୭ବର୍ଷର ନାବାଳିକାକୁ ମନ୍ଦିରରେ ଦୁଷ୍କର୍ମ କରିବା ଅଭିଯୋଗରେ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଏକ ମନ୍ଦିରରେ ଜଣେ ସାତ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏଥିସହ ଏହା ଅତ୍ୟନ୍ତ ବର୍ବର ଜନିତ କାଣ୍ଡ ବୋଲି କହି ଅଭିଯୁକ୍ତକୁ ୩୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୧୮ ମସିହାରେ…

ଗିରଫ ହେଲେ ମାଲକାନଗିରିର କୁବେର କନିଷ୍ଠ ଯନ୍ତ୍ରୀ

ମାଲକାନଗିରି: ଗିରଫ ହେଲେ ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯାନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସେ ନିଜ ଆୟର ୨୩୬ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଜଣାଯାଇଛି । ମାଲକାନଗିରିର କନିଷ୍ଠ ଯନ୍ତ୍ରୀ…

ବେଆଇନ ଗଞ୍ଜେଇ ବିକ୍ରିବେଳେ ଜଣେ ଗିରଫ

ଭୁବନେଶ୍ବର: ସର୍ବସାଧାରଣ ସ୍ଥାନରେ ବେଧଡକ ଭାବେ ଚାଲିଥିଲା ବେଆଇନ ଗଞ୍ଜେଇ ବିକ୍ରି । ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ…

ରାଉରକେଲା ପୋଲିସକୁ ବଡ ସଫଳତା, ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ୬ ଠକ ଗିରଫ

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା । ଏକ ଆନ୍ତର୍ଜାତୀୟ ସାଇବର କ୍ରାଇମ ରାକେଟକୁ ଠାବ କରିଛି ଓଡିଶାର ରାଉରକେଲା ପୋଲିସ । ନକଲି ଷ୍ଟକ ମାର୍କେଟ ଆପ ଠକେଇରେ ସମ୍ପୃକ୍ତ ଥିବା ୬ ସାଇବର ଠକଙ୍କୁ ଆଜି ଗିରଫ କରିଛି ପୋଲିସ । ଏଥିରେ ବ୍ୟବହୃତ ହେଉଥିବା ଅନେକ ଆପତ୍ତିଜନକ ସାମଗ୍ରୀ…

ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଜାରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଲେଇପଦର ଗାଁରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଘଟଣା ସ୍ଥଳରେ ସୁବଳୟା ପୋଲିସ ର ତନାଘନା ଆରମ୍ଭ । ଅଭିଯୋଗ ଅନୁସାରେ ଗତକାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି କେଉଁକାମରେ ଯାଇଥିଲେ,…