Latest Odisha News

BREAKING NEWS

Browsing Category

ଅପରାଧ

ଆତଙ୍କବାଦୀ ପରବିନ୍ଦର ସିଂହ ଆବୁଧାବିରୁ ଗିରଫ

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହିତ ଜଡିତ ଆତଙ୍କବାଦୀ ପରବିନ୍ଦର ସିଂହ ଓରଫ ପିଣ୍ଡିକୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରୁ ଗିରଫ କରି ଭାରତ ଆଣିବାରେ ସଫଳତା ହାସଲ କରିଛି। ତେବେ ପଞ୍ଜାବ ପୋଲିସ ସେଣ୍ଟ୍ରାଲ…

ବିଟକଏନ୍ ଦୁର୍ନୀତି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଇଡିର ଚାର୍ଜସିଟ୍

ମୁମ୍ବାଇ: ବିଟକଏନ୍ ଦୁର୍ନୀତି ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ୍ ଦାଖଲ କରିଛି। ତେବେ ଏହି କାରବାରରେ ମଧ୍ୟସ୍ଥି ରହିବା ସହ ସେ ଏହାର ମାଲିକ ଥିବା ନେଇ ମଧ୍ୟ ଏଥିରେ ଉଲ୍ଲେଖ…

ଆୟବର୍ହିଭୂତ ସମ୍ପତି ମାମଲାରେ ପୂର୍ବତନ MVI ବିଜୟ କୁମାର ପତି ଦୋଷୀ ସାବ୍ୟସ୍ତ 

ମୟୂରଭଞ୍ଜ: ମୟୂରଭଞ୍ଜର ଜାମସୋଲା ଚେକ୍ ଗେଟ୍ ର ପୂର୍ବତନ ମୋଟର ଯାନ ନିରୀକ୍ଷକ (MVI) ବିଜୟ କୁମାର ପତି ଆୟବର୍ହିଭୂତ ସମ୍ପତି ରଖିଥିବା ଅଭିଯୋଗରେ ବାରିପଦାର ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଓଡ଼ିଶା ଭିଜିଲାନ୍ସ ଦ୍ୱାରା ତାଙ୍କ ବିରୁଦ୍ଧରେ ୧୯୮୮ର ଧାରା…

ଜମିଜମା ମାମଲାରେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ 

ଭୁବନେଶ୍ୱର: ଭଦ୍ରକ ଧାମନଗର ତହସିଲ ଅନ୍ତର୍ଗତ ରାଧାବଲ୍ଲଭପୁରର ରାଜସ୍ୱ ନିରୀକ୍ଷକ (ଆରଆଇ) ନଗେନ୍ଦ୍ର କୁମାର ଦାସ ବୁଧବାର ଦିନ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଏହା ଲାଞ୍ଚ ମୂଲ୍ୟର ଦ୍ୱିତୀୟ କିସ୍ତି ଥିଲା। ତେବେ ଅଗଷ୍ଟ ୩ ତାରିଖରେ…

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରା ସାହୁଙ୍କୁ ହତ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ନିଲମ୍ବିତ ପୋଲିସ କନେଷ୍ଟବଳ ଦୀପକ ରାଉତ ତାଙ୍କ ଦ୍ୱିତୀୟ ପତ୍ନୀ ତଥା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୁଧବାର ଦିନ ଓଡ଼ିଶା ବିଧାନସଭାରେ କହିଛନ୍ତି।…

୩ କୋଠା, ୭ ପ୍ଲଟ; ମହାକାଳପଡ଼ା ତହସିଲଦାରଙ୍କ ଆୟ ବହିର୍ଭୁତ ସମ୍ପତି ଠାବ…

ଭୁବନେଶ୍ୱର: ମହାକାଳପଡ଼ା ତହସିଲଦାର ସିବା ମଲ୍ଲିକଙ୍କ ଉପରେ ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ତିନୋଟି ବହୁତଳ କୋଠା ଏବଂ ସାତଟି ପ୍ଲଟ୍ ଠାବ କରିଛନ୍ତି। ସେ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ। ୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, ୧.୫୪ ଲକ୍ଷ ଟଙ୍କା…

ଶିଶୁକନ୍ୟା ଦୁଷ୍କର୍ମ ମାମଲା; ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍…

ଯାଜପୁର: ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏକ ୮ ବର୍ଷର ଶିଶୁକନ୍ୟା ଦୁଷ୍କର୍ମ ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି। ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ କାଳିଆ ଓରଫ ଅରକ୍ଷିତ…

ବାଂଲାଦେଶ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରକୁ ଅଣ୍ଡା ମାଡ

ନ୍ୟୁୟର୍କ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ତଥା ନୋବେଲ ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ଉପରକୁ ଅଣ୍ଡା ମାଡ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଦଳ ଆୱାମୀ ଲିଗର କର୍ମୀମାନେ ୟୁନୁସଙ୍କ ସହ ଥିବା ଛାତ୍ର ନେତା ଅଖତାର…

୨୦,୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ମହାକାଳପଡ଼ା ତହସିଲଦାର

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ମହାକାଳପଡ଼ା ତହସିଲଦାର ସିବା ମଲ୍ଲିକଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ସେ ସରକାରୀ ଜମିରୁ ବେଆଇନ ନିର୍ମାଣ ହଟାଇବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସର ଏକ ବିଜ୍ଞପ୍ତି ଅନୁଯାୟୀ,…

ଲାଞ୍ଚ ନେଇ ଫସିଲେ ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ବର: ବାଲେଶ୍ୱର ସିମୁଳିଆ ବ୍ଲକର ଜନ କଲ୍ୟାଣ ବିଭାଗର ଅଫିସ ଆସିଷ୍ଟାଣ୍ଟ-କମ-ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଲାଞ୍ଚ ନେବା ବେଳେ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଇଣ୍ଟରକାଷ୍ଟ ବିବାହ ପାଇଁ ୨.୫ ଲକ୍ଷ ଟଙ୍କାର ସରକାରୀ ସହାୟତା ପ୍ରଦାନ କରୁଥିବା…