Latest Odisha News

BREAKING NEWS

Browsing Category

ଅପରାଧ

ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ 

ଭୁବନେଶ୍ବର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ବଲଣ୍ଡାପଡାର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ଅଜୟ କୁମାର ମଲ୍ଲିକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି। ତାଙ୍କ ବିରୁଦ୍ଧରେ ଅଗଷ୍ଟ ୨୨, ୨୦୨୩ରେ ବ୍ରହ୍ମପୁର…

ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ

ଢାକା: ବାଂଲାଦେଶର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଥମିବାର ନାଁ ନେଉନି। ଆଉ ଏବେ ଜଣେ ପ୍ରସିଦ୍ଧ ସଂଗୀତଜ୍ଞ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗ୍ ଦଳ ସହିତ ଜଡିତ ନେତା ପ୍ରଳୟ ଚାକିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଯିଏକି ସଂଖ୍ୟାଲଘୁ ହିନ୍ଦୁ…

ରାୟଗଡ଼ାରେ ସଡକ ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିମାମୋଡା ଗ୍ରାମ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମୁନା କିମ୍ବାକା ଏବଂ କୃଷ୍ଣ କିମ୍ବାକା ବୋଲି ଜଣାପଡ଼ିଛି। ସେମାନେ ଗୁଡାରି ବ୍ଲକର…

ନିଶାସକ୍ତ ଗାଡ଼ି ଚାଳକଙ୍କ କାରନାମା; ଦ୍ରୁତ ଗତିରେ ଆସି ଚଢ଼ିଗଲେ…

ଭୁବନେଶ୍ୱର: ଭୁବନେଶ୍ୱରର ଜାଗମରା ଛକରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ମଦ୍ୟପାନ କରି ଦ୍ରୁତଗତିରେ କାର ଚଳାଉଥିବା ସମୟରେ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା।ଯାହାଫଳରେ ଚାରି ଜଣ ଗୁରୁତର ଆହତ ହୋଇଥିବା ରିପୋର୍ଟ ରୁ ଜଣାପଡିଛି। ଏହି ଦୁର୍ଘଟଣା ଘଟିବାର କିଛି ମିନିଟ୍ ମଧ୍ୟରେ…

ଲାଞ୍ଚ ନେଇ ଫସିଲେ ଆରଆଇ

ଭୁବନେଶ୍ୱର: ସୁରେନ୍ଦ୍ର କୁମାର ଦାଶ ନାମକ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଏହି ଘଟଣା ଅନୁଗୁଳର ବୋଲି ଜଣାପଡ଼ିଛି। ସେ ଜମିର ସୀମା ନିର୍ଦ୍ଧାରଣ କରିବା ପାଇଁ ୬୦୦୦ ଟଙ୍କା ଲାଞ୍ଚ ଦାବି…

ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ପାଇକଡାକୁଲୁଗୁଡ଼ାରେ ଏକ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ଚାରି ଜଣ ଛାତ୍ର ଗୁରୁତର ପୋଡ଼ି ହୋଇଯାଇଥିଲେ। ଏହି ଘଟଣାର ଦିନକ ପରେ ଅର୍ଥାତ୍ ମଙ୍ଗଳବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଚାରି ଜଣ…

ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶା ସୂଚନା କମିଶନ ଲାଞ୍ଚ ଅଭିଯୋଗରେ ଜଡିତ ଜଣେ ଆରଟିଆଇ ଆବେଦନକାରୀଙ୍କ ବିଷୟରେ ତଦନ୍ତ କରିବାକୁ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କରେ କମିଶନ ପକ୍ଷରୁ ରେଜିଷ୍ଟ୍ରାର ଉପଯୁକ୍ତ ତଦନ୍ତ ପାଇଁ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର…

ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ; ଜଣେ ଗିରଫ

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଓହିଓ ସ୍ଥିତ ଘରେ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ତେବେ ଘଟଣା ସମୟରେ ଭାନ୍ସ ଓ ତାଙ୍କ ପରିବାର ଘରେ ଉପସ୍ଥିତ ନଥିଲେ। ଆକ୍ରମଣ ଫଳରେ ଘରର ଝରକା ଗୁଡ଼ିକ ଭାଙ୍ଗିଯାଇଥିବା ନେଇ…

ପୋଲିସ ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ୨ କୋଠା…

ଭୁବନେଶ୍ୱର: ରବିବାର ଦିନକଟକର CRRI ପୋଲିସ ଷ୍ଟେସନର ଇନସପେକ୍ଟର ଇନଚାର୍ଜ (ଆଇଆଇସି) ବିଜୟ କୁମାର ବାରିକଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ରବିବାର ଦିନ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ରାଜମହଲ ଛକରେ ୪୦୦୦୦ ଟଙ୍କା ଲାଞ୍ଚ…

ଯାଜପୁରରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ; ବନ୍ଧା ହେଲେ ୩

ଯାଜପୁର: ଯାଜପୁରରେ ଅବକାରୀ ବିଭାଗ ଅଧିକାରୀମାନେ ୫୨ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ବଲ୍ଲଭୀ ଘାଟ ନିକଟରେ ଅବକାରୀ ଅଧିକାରୀମାନେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ଅଭିଯୁକ୍ତମାନେ ଏକ…