Latest Odisha News
Browsing Category

ଅପରାଧ

ଅଭିନେତ୍ରୀ ଦିଶା ପଟାନିଙ୍କ ଘରକୁ ଗୁଳିମାଡ଼ ଘଟଣା; ଏନକାଉଣ୍ଟରରେ ଅଭିଯୁକ୍ତ ନିହତ

ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ। ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର…

୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଅବକାରୀ ବିଭାଗକୁ ବଡ଼ ସଫଳତା । ନିଶା ବେପାରୀମାନଙ୍କ ଠାରୁ ୧୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୨ ଜଣ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ବାଇକ୍‌, ପାଞ୍ଚ ହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ…

ମାସୁଦ ରଚିଥିଲା ସଂସଦ ଓ ମୁମ୍ବାଇ 26/11 ଆକ୍ରମଣର ଷଡଯନ୍ତ୍ର

ନୂଆଦିଲ୍ଲୀ: ପାକିସ୍ତାନର ନିଜ ଆତଙ୍କବାଦୀମାନେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପୋଲ ଖୋଲିବାରେ ବ୍ୟସ୍ତ। ଏହି ପରିପ୍ରେକ୍ଷୀରେ ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସ୍ କାଶ୍ମୀରି ଆଉ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ସଂସଦ ଭବନ ଏବଂ ମୁମ୍ବାଇ ଆକ୍ରମଣ ପଛରେ…

ବେଟିଂ ଆପ୍ ମାମଲାରେ ଯୁବରାଜ ସିଂହ ଓ ରବିନ ଉଥପ୍ପାଙ୍କୁ ଇଡି ସମନ…

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନଲାଇନ୍ ବେଟିଂ ଆପ୍ ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ରବିନ ଉଥପ୍ପାଙ୍କୁ ପଚରାଉଚରା ପାଇଁ ସମନ କରିଛି। ତେବେ ଉଥପ୍ପାଙ୍କୁ ସେପ୍ଟେମ୍ବର ୨୨ରେ ଓ ଯୁବରାଜଙ୍କୁ ସେପ୍ଟେମ୍ବର ୨୩ରେ ଦିଲ୍ଲୀରେ…

ସିଭିଲ୍ ସର୍ଭିସ ଅଧିକାରୀ ନୁପୁର ବୋରା; ଘରେ ରଖିଥିଲେ ୨ କୋଟିର ଟଙ୍କା ଓ ସୁନା…

ନୂଆଦିଲ୍ଲୀ: ଆସାମର ୩୬ ବର୍ଷୀୟ ସିଭିଲ୍ ସର୍ଭିସେସ୍ (ACS) ଅଧିକାରୀ ନୁପୁର ବୋରାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସତର୍କତା ସେଲ୍ ଗୌହାଟି ଏବଂ ବାରପେଟାରେ ଥିବା ତାଙ୍କ ଘରେ ଚଢାଉ କରି ୯୨ ଲକ୍ଷ ଟଙ୍କା ନଗଦ ସହ…

ଜମି ବିବାଦ ମାମଲାରେ କୁଚିଣ୍ଡା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ରାଜେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ମିତାଲି ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ପୈତୃକ ସମ୍ପତ୍ତି ବାଣ୍ଟିବାରେ ସମର୍ଥନ…

୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ କାହିଁକି ଡେଇଁଲେ ମହିଳା…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏସ ସିଟି ସୋସାଇଟିର ୧୩ ମହଲାରୁ ୩୭ ବର୍ଷୀୟା ମହିଳା ସାକ୍ଷୀ ଚାୱଲାଙ୍କ ସହ ତାଙ୍କ ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ସକାଳ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ଲୋକମାନେ ଦୁହିଁଙ୍କ  ଚିତ୍କାର ଶୁଣି ସେମାନଙ୍କୁ ରକ୍ତ ଜୁଡୁବୁଡୁ…

BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ, ଚାଳକ ଗିରଫ

ନୂଆଦିଲ୍ଲୀ: BMW ଧକ୍କାରେ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ସୋମବାର ଜଣେ ମହିଳାଙ୍କୁ ହସ୍ପିଟାଲରୁ ଗିରଫ କରିଛି। ରବିବାର ଅପରାହ୍ନରେ ଧୌଲା କୁଆଁରେ ଏହି ଘଟଣା ଘଟିଥିଲା।ଯେତେବେଳେ ଅର୍ଥନୈତିକ ବ୍ୟାପାର ବିଭାଗର ଉପ ସଚିବ ନବଜୋତ ସିଂହ (୫୬) ତାଙ୍କ ପତ୍ନୀ ସନ୍ଦୀପ…

୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଶୁକ୍ରବାର ବେତନଟି ବ୍ଲକର ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡାଦେଉଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ମୟୂରଭଞ୍ଜରେ ବେଆଇନ ବାଣ କାରଖାନା ଠାବ

ବାରିପଦା: ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳର ଏକ ଗାଁରେ ରବିବାର ଦିନ ପୋଲିସ ଚଢାଉ କରି ଏକ ବେଆଇନ ବାଣ କାରଖାନା ଠାବ କରିଛି। ଦୁର୍ଗାପୂଜା ଉତ୍ସବ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରି କରଞ୍ଜିଆ ପୋଲିସର ଏକ ଟିମ୍ କୁରୁଲିଆ ଗାଁରେ ଥିବା ଅନଧିକୃତ ବେଆଇନ…