Latest Odisha News

BREAKING NEWS

Browsing Category

ଅପରାଧ

ସୁନ୍ଦରଗଡରୁ ବିସ୍ଫୋରକ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ଗତ ମାସରେ ସୁନ୍ଦରଗଡର କେ ବଳଙ୍ଗ ଥାନା ଅନ୍ତର୍ଗତ ବାଙ୍କୋରେ ବିସ୍ଫୋରକ ଭର୍ତି ଏକ ଟ୍ରକ୍ କୁ ପଥର ଖଣି ନିକଟରୁ ଲୁଟ କରିବାକୁ ଚେଷ୍ଟା କରାଯାଉଥିଲା। ସେହି ଘଟଣାରେ ପୋଲିସ ଜର୍ଜ ମୁଣ୍ଡା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ମାଓବାଦୀ ସହ ସଂପୃକ୍ତି ଥିବା ନେଇ ସନ୍ଦେହ…

ଆଇନଜୀବୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ଆଇଏଏସ୍ ଏବଂ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜଣେ ମହିଳା ଆଇଏଏସ୍ ଅଧିକାରୀ ଏବଂ ପୋଲିସ କର୍ମଚାରୀ ଜଣେ ୭୦ ବର୍ଷୀୟ ଆଇନଜୀବୀଙ୍କୁ ହଇରାଣ କରିବା ଅଭିଯୋଗରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୂଚନା ଅନୁଯାୟୀ, ଆସୋସିଏସନର ସଭାପତି ବିଭୁ ପ୍ରସାଦ…

୪୦,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଭୀଷ୍ମ ପ୍ରଧାନ ସମ୍ବଲପୁର ଜିଲ୍ଲାର ଜମନକିରା ତହସିଲ ଅନ୍ତର୍ଗତ ଗୌଡପାଲି…

କେନ୍ଦୁଝରର ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍; ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ନେଇଗଲେ

କେନ୍ଦୁଝର: କେନ୍ଦୁଝରର ଯୋଡାରେ ଗୁରୁବାର ଦିନ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏକ ଡକାୟତ ଦଳ ୧୦ ଲକ୍ଷ ଟଙ୍କା ସହ ବିପୁଳ ପରିମାଣର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ ୫ ଜଣିଆ ଡକାୟତ ଗ୍ୟାଙ୍ଗ ବ୍ୟାଙ୍କ ପରିସରରେ ପଶି କର୍ମଚାରୀ…

ରାଜା ରଘୁବଂଶୀଙ୍କ ପରିବାରକୁ କ୍ଷମା ମାଗିଲେ ସୋନମଙ୍କ ଭାଇ; କହିଲେ ମୋ ଭଉଣୀ… 

ଇନ୍ଦୋର: ଇନ୍ଦୋରରେ ହନିମୁନ ମନାଇବାକୁ ଯାଇ ଦମ୍ପତି ନିଖୋଜ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ମାମଲାରେ ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ବୁଧବାର ଦିନ ରାଜାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। ଗୋବିନ୍ଦ ତାଙ୍କ ଭଉଣୀର ଏପରି କାଣ୍ଡ ପାଇଁ ରାଜାଙ୍କ ପରିବାରକୁ କ୍ଷମା ମାଗିବା ସହ…

ଭୁବନେଶ୍ୱରରୁ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଭୁବନେଶ୍ୱରରେ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩୧୯ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି।  ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି। ଏସଟିଏଫର ଏକ ଟିମ୍ ମଙ୍ଗଳବାର ଭୁବନେଶ୍ୱର ଉପକଣ୍ଠ ସ୍ଥିତ କୁଆଖାଇ…

ଚମକାଇ ଦେଉଛି ସୋନମଙ୍କ ଷଡଯନ୍ତ୍ର: ସ୍ବାମୀଙ୍କୁ ମାରିବାକୁ ଯୋଜନାରେ ଥିଲା ପ୍ଲାନ୍ ବି…..

ଇନ୍ଦୋର: ଇନ୍ଦୋରର ରାଜା ହତ୍ୟକାଣ୍ଡ ଘଟଣା ଏବେ ସମସ୍ତଙ୍କୁ ଥରାଇ ଦେଇଛି । କିଭଳି ନବବିବାହିତ ପତ୍ନୀ ରାଜାଙ୍କୁ ମାରିବାକୁ ମୃତ୍ୟୁର ଜାଲ ବିଛାଇଥିଲା ତାହା ଏବେ ପୂରା ଦେଶକୁ ମର୍ମାହତ କରିଛି । ଏହାରି ଭିତରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ଚାରି ଅଭିଯୁକ୍ତ ପଚରାଉଚରା ସମୟରେ…

ସ୍ତ୍ରୀକୁ ସନ୍ଦେହ କରି ସ୍ୱାମୀ..

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆଉ ସ୍ତ୍ରୀର ଜୀବନ ନେଇସାରିବା ପରେ ନିଜ ଜୀବନ ମଧ୍ୟ ସେ ନେଇଛି । ସ୍ୱାମୀ ଏହିକାଣ୍ଡ କରିବା ଆଗରୁ ଏକ ଭିଡିଓ କରି ସମସ୍ତ କାହାଣୀ କହିଛି । ସ୍ୱାମୀଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାରେ…

ପୋଲିସ ଆଗରେ ହତ୍ୟାର କାରଣ କହିଲେ ୨ ଅଭିଯୁକ୍ତ

ପ୍ରତିଶୋଧ ନେଉ ନେଉ ଜୀବନ ନେଇଗଲେ । ଅପରାଧ କରିବା ଆଗରୁ କିଛି ଭାବିଲେ ନାହିଁ । ଆଉ ହତ୍ୟା କରିବେ ପରେ ଘଟଣାର ସତ ବଖାଣିଲେ । ହଁ ଆଜ୍ଞା ଟିକିଏ ଭଲକରି ଦେଖନ୍ତୁ । ଏହି ୨ଜଣଙ୍କ ମୁହଁରେ କଳା କପଡା ଗୁଡା ହୋଇଛି । ଏମାନେ ଗୋଟିଏ ଲୋକର ଜୀବନ ନେଇ ସର୍ବସ୍ୱାନ୍ତ କରିଛନ୍ତି । ପ୍ରତିଶୋଧ…

ଇନ୍ଦୋର ମର୍ଡର ମିଷ୍ଟ୍ରିରୁ ପରଦା ହଟିଲା, ନିଜେ ପତ୍ନୀ ଭିଆଇଥିଲେ ବର୍ବର କାଣ୍ଡ….

ଇନ୍ଦୋର: ଇନ୍ଦୋରରେ ବାହାଘର, ମେଘାଳୟରେ ହନିମୁନ୍, ଆଉ ସିଲଙ୍ଗରେ ମର୍ଡର । ହନିମୁନ ରାତିରେ ହିଁ ସ୍ବାମୀଙ୍କୁ ମାରି ଫୋପାଡି ଦେଇଥିଲେ ପତ୍ନୀ । ମର୍ଡର ପାଇଁ ୩ ଜଣଙ୍କୁ ଦେଇଥିଲେ ସୁପାରୀ । ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ରାଜା-ସୋନମ ମାମଲାରେ କିଛି ଏପରି ବଡ ଖୁଲାସା ହୋଇଛି । ଯାହା…