Latest Odisha News

BREAKING NEWS

Browsing Category

ଅପରାଧ

ରେଳ ଧାରଣାରୁ ଟ୍ରାଭେଲ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଳାସପାଲି ଅଞ୍ଚଳରେ ରବିବାର ଦିନ ଜଣେ ଲୋକପ୍ରିୟ ବାଇକର ତଥା ଟ୍ରାଭେଲ୍ ବ୍ଲଗର ସନ୍ଦୀପ କୁମାର ଦାସଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ପଳାସପାଲି ଅଞ୍ଚଳରେ ସ୍ଥାନୀୟ ଲୋକମାନେ ତାଙ୍କ…

ଉଚ୍ଚ ସ୍ୱରରେ ସଂଗୀତ ବଜାଇବା ଅଭିଯୋଗରେ ୨୦ ଡିଜେ ଗାଡି ଜବତ…

ବାଲେଶ୍ବର: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବ୍ୟବହୃତ ପ୍ରାୟ ୨୦ଟି ଡିଜେ ଗାଡିକୁ ଶବ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରବିବାର ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ବିସର୍ଜନ ଶୋଭାଯାତ୍ରା ସମୟରେ ଗାଡିଗୁଡ଼ିକ ଅତ୍ୟନ୍ତ ଉଚ୍ଚ ସ୍ୱରରେ ସଂଗୀତ ବଜାଉଥିବା ନେଇ…

ଦୁର୍ନୀତି ମାମଲାରେ ସର୍ବଶିକ୍ଷା ଅଭିଯାନର ପୂର୍ବତନ ବୈଷୟିକ ପରାମର୍ଶଦାତାଙ୍କୁ ଜେଲ

ବାରିପଦା: ମୟୂରଭଞ୍ଜର ସର୍ବଶିକ୍ଷା ଅଭିଯାନ (SSA) ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଜଣେ ପୂର୍ବତନ ବୈଷୟିକ ପରାମର୍ଶଦାତାଙ୍କୁ ଦୁର୍ନୀତି ପାଇଁ ବାରିପଦାର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅରୂପ କୁମାର ଜେନା ବର୍ତ୍ତମାନ ଗଜପତି…

ଅଶ୍ଳିଳ ସାଇଟରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି…

ନୂଆଦିଲ୍ଲୀ: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପର୍ଣ୍ଣ ସାଇଟରେ ନିଜର ଏବଂ ଅନ୍ୟ ମହିଳାଙ୍କ ଫଟୋ ସେୟାରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୱେବସାଇଟର ନାମ ଫିକା ଥିବା ଜଣାପଡିଛି।…

୭ ଛାତ୍ରୀଙ୍କୁ ଅସଦାଚରଣ; ବନ୍ଧା ହେଲେ ସଂସ୍କୃତ ଶିକ୍ଷକ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ସାତ ଜଣ ଛାତ୍ରୀଙ୍କୁ ଜଣେ ୩୬ ବର୍ଷୀୟ ସଂସ୍କୃତ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଛାତ୍ରୀମାନେ ଥାନାରେ ଅଭିଯୋଗ କରୁଥିବା ଜାଣିବା ପରେ ଶିକ୍ଷକ ସହର ଛାଡି ପଳାଇ ଯାଇଥିଲେ। ଛାତ୍ରୀମାନେ ସ୍କୁଲର…

ଏନଆଇଟି ପ୍ରଫେସରଙ୍କୁ ଠକେଇ ଘଟଣା; ହରିଆଣାରୁ ଜଣେ ଗିରଫ

ରାଉରକେଲା: ଜୁନ୍ ୧୩ ତାରିଖରେ ରାଉରକେଲାର ଏନଆଇଟିର ଜଣେ ପ୍ରଫେସରଙ୍କ ଠାରୁ ୪୫,୦୦୦ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ପୋଲିସ ହରିୟାଣାରୁ ଗିରଫ କରିଛି। ତେବେ ତାଙ୍କୁ ଫିରୋଜପୁର ଝିକ୍ରା ଥାନା ସୀମାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗଷ୍ଟ ୨୪ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଛି।…

ସ୍କୁଟି ଭିତରୁ ମିଳିଲା ବାଘ ଛାଲ, ଜଣେ ଗିରଫ

ନୂଆପଡା: ଚୋରାରେ ବାଘ ଛାଲ ବେପାର। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବନବିଭାଗ। ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଟିଆଗୁଡା ନିକଟରେ ବାଘ ଛାଲ ଜବତ କରିଛି ବନବିଭାଗ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାଘ ଛାଲ ଚୋରାଚାଲାଣ କରୁଥିଲା ବୋଲି ବନ ବିଭାଗ ଖବର ପାଇଥିଲା। ଏହା ପରେ ଡିଏଫଓ ଅଜିଜ…

ସାଇବର କମାଣ୍ଡ ସେଣ୍ଟର ପାଇଁ ଡିପିଆର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର (O3C) ପ୍ରତିଷ୍ଠା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ନେଇ ଘୋଷଣା କରାଯାଇଛି। ତେବେ ଏଥିପାଇଁ ରାଜ୍ୟ ସାରା ୨୦ଟି ନୂତନ ସାଇବର ପୋଲିସ ଷ୍ଟେସନ ତିଆରି କରିବା…

ସ୍ପାରେ ଚାଲିଥିଲା ଦେହ ବ୍ୟବସାୟ, କ୍ରୁ ସଦସ୍ୟଙ୍କ ସହ କୋଷ୍ଟଗାର୍ଡ କର୍ମଚାରୀ ଗିରଫ

କଟକ: କଟକ-ପାରାଦୀପ ରାଜପଥ ପାଖରେ ଥିବା ତାରେନିଗଡାରେ ଏକ ସ୍ପାରେ ଚାଲିଥିବା ଦେହ ବ୍ୟବସାୟର ପୋଲିସ ପର୍ଦ୍ଦାଫାସ କରିଛି। IOCL ରିଫାଇନାରୀରୁ ଡିଜେଲ ରପ୍ତାନି ପାଇଁ ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜର ତିନି ଜଣ କ୍ରୁ ସଦସ୍ୟଙ୍କ ସମେତ ଚାରି ଜଣ ଗ୍ରାହକଙ୍କୁ ଶନିବାର ଦିନ ପୋଲିସ ଗିରଫ…

ଯୌତୁକ ଜନିତ ହତ୍ୟା ମାମଲା; ମୃତକଙ୍କ ଶାଶୁ ଗିରଫ, ଫେରାର ଉଦ୍ୟମ ବେଳେ ସ୍ୱାମୀକୁ ଗୁଳି…

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଯୌତୁକ ଜନିତ ହତ୍ୟା ମାମଲାର ତଦନ୍ତ କରି ମୃତକଙ୍କ ଶାଶୁ ଦୟାଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବରୁ ହିଁ ଅଭିଯୁକ୍ତ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି। ତେବେ କୋର୍ଟ ଅଭିଯୁକ୍ତ ବିପିନ ଭାଟିକୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି।…