Latest Odisha News

BREAKING NEWS

Browsing Category

ଅପରାଧ

TPSODLର କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍, ଏତିକି ସମ୍ପତି ଠାବ…

ଭୁବନେଶ୍ୱର: TPSODLର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ) ୨୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେବାର ଦିନକ ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଠାରୁ ବିପୁଳ ସମ୍ପତ୍ତି ଠାବ କରିଛନ୍ତି। ଆୟବର୍ହିଭୂତ ସମ୍ପତି ଦୃଷ୍ଟିକୋଣରୁ ପ୍ରଦେଶ ପ୍ରସାଦ ନାୟକଙ୍କ ସହିତ ଜଡ଼ିତ ସ୍ଥାନଗୁଡ଼ିକରେ…

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର; ୨ ଜୈଶ ଆତଙ୍କବାଦୀ ନିହତ

ଉଧମପୁର: ଜମ୍ମୁ ଏବଂ କାଶ୍ମୀରର ଉଧମପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଜମ୍ମୁ ଏବଂ କାଶ୍ମୀର ପୋଲିସ, ଭାରତୀୟ ସେନା ଏବଂ ସିଆରପିଏଫ ଉଧମପୁରର ବନସନ୍ତଗଡ଼ ଅଞ୍ଚଳରେ ମିଳିତ ଏନକାଉଣ୍ଟର କରି ଜୈଶ-ଏ-ମହମ୍ମଦ ସହିତ ଜଡିତ ଦୁଇ…

ଅନଲାଇନ ଗେମ୍ ନିଶା! ୯ ମହଲାରୁ ଡେଇଁ ପଡ଼ିଲେ ୩ ଭଉଣୀ…

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ତିନି ଜଣ ନାବାଳିକା ଭଉଣୀ ନବମ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ପରିବାର ସେମାନଙ୍କ ଗେମକୁ ବିରୋଧ କରିବାରୁ ସେମାନେ ଏହି ଚରମ ପଦକ୍ଷେପ ନେଇଥିଲେ। ତିନି ଭଉଣୀଙ୍କ ବୟସ…

୬ କୋଟିର ଠକେଇ ମାମଲାରେ ସାଇବର ଠକ ଗିରଫ

ଭୁବନେଶ୍ୱର: ୬.୧୬ କୋଟି ଟଙ୍କାରୁ ଅଧିକ ଠକେଇ ମାମଲା ରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟବସାୟୀ ଙ୍କୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସାଇବର ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶର ୩୯ ବର୍ଷୀୟ ଭେଦଗିରି ଶ୍ରୀନିବାସ ରାଓ ବୋଲି…

ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…

ତେହେରାନ: ଇରାନକୁ ଏକ ବଡ଼ ବିସ୍ଫୋରଣ ଘଟିଛି। ଶନିବାର ଦିନ ବନ୍ଦର ଆବାସର ହର୍ମୋଜଗାନ ପ୍ରଦେଶରେ ହୋଇଥିବା ବଡ଼ ବିସ୍ଫୋରଣ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ବନ୍ଦର ଆବାସର ଆଜାଡେଗାନ ଜିଲ୍ଲାର ଏକ ଆବାସିକ କୋଠାରେ ଗ୍ୟାସ ଲିକ୍ ହୋଇଛି। ଏପର୍ଯ୍ୟନ୍ତ ଚାରି…

ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧ ତାରିଖ ରବିବାର ଦିନ ପଞ୍ଜାବର ଜଳନ୍ଧର ଗସ୍ତ କରିବାର ଯୋଜନା ରହିଛି। ସେଠାରେ ସେ ଡେରା ସଚଖଣ୍ଡ ବଲ୍ଲାନର ଧାର୍ମିକ ସ୍ଥଳରେ ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ତାଙ୍କ ଗସ୍ତ ପୂର୍ବରୁ ସହରରେ ଇମେଲ୍ ମାଧ୍ୟମରେ ଜଳନ୍ଧର ଏବଂ…

ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ

ଭୁବନେଶ୍ୱର: ହାତୀ ମୃତ୍ୟୁ ମାମଲାରେ ବାଲିଗୁଡ଼ା ବନ ବିଭାଗ ସହକାରୀ ବନ ସଂରକ୍ଷକ (ଏସିଏଫ) ସୂର୍ଯ୍ୟକାନ୍ତ ବେହେରାଙ୍କୁ ବନ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି। ତେବେ ୨୪ ଜାନୁଆରୀରେ ବ୍ରହ୍ମପୁର ସର୍କଲର RCCF ଦ୍ୱାରା ଦାଖଲ…

ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଶୁଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଶନିବାର ଦିନ ବାନ୍ଧିଛି। କୁକୁଡ଼ା ପାଳନ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ସବସିଡି ଟଙ୍କା ପ୍ରଦାନ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି…

ରାଜଧାନୀରେ ବୁଲିଲା ଖଣ୍ଡା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..

ଭୁବନେଶ୍ବର: ଭୁବନେଶ୍ୱରରେ ଶନିବାର ଭୋର ସମୟରେ ଦୁର୍ବୃତ୍ତମାନେ ଖଣ୍ଡାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ ହୋଇଛନ୍ତି। ଚିଣ୍ଟୁ ନାମକ ପୀଡିତ ବ୍ୟକ୍ତି ରାଜଧାନୀର ପାତ୍ରପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ,…

କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି କଲେଜ ସମ୍ମୁଖରେ ଗୁରୁବାର ଦିନ ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି। ଯାହାଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇ ପଡିଛନ୍ତି। ତେବେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା…