Latest Odisha News

BREAKING NEWS

Browsing Category

ଅପରାଧ

ସୀମାନ୍ତ ଜିଲ୍ଲାରେ ପୋଲିସର ଏନକାଉଣ୍ଟର: ୪ ହାର୍ଡକୋର ମାଓବାଦୀ ମୃତ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ରାଜନନ୍ଦଗାଓଁ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସ ର ଏନକାଉଣ୍ଟରରେ ଚାରି ହାର୍ଡ କୋର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରୁ ୪ ଟି 'ଏକେ ୪୭' ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ…

ବାପାର କୁରାଢ଼ୀ ଚୋଟରେ ପ୍ରାଣ ହରାଇଲା ମଦ୍ୟପ ପୁଅ

ଆଠଗଡ: କଟକ ଜିଲ୍ଲାର ଗୁରୁଡୁଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଜଣେ ବ୍ୟକ୍ତି ନିଜ ପୁଅକୁ ହତ୍ୟା କରି ମୃତଦେହକୁ ତାଙ୍କ ଘର ପଛପଟରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗିରଫ କରିଛି। ଗତ ରବିବାର ଦିନ…

ଅସଦାଚରଣ ଅଭିଯୋଗରେ ନନ୍ଦନକାନନ ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ

ଭୁବନେଶ୍ୱର: ନନ୍ଦନକାନନ ଥାନାର ପୂର୍ବତନ ଆଇଆଇସି ପରମାନନ୍ଦ ନାୟକଙ୍କୁ 'ଅସଦାଚରଣ' ଅଭିଯୋଗରେ ନିଲମ୍ବିତ କରାଯାଇଛି। ଏନେଇ ଡିଜିପି ଗୁରୁବାର ସନ୍ଧ୍ୟାରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ମିଳିଥିବା ସୂଚନାନୁସାରେ, ଉକ୍ତ ପୋଲିସ୍ ଷ୍ଟେସନର ଜଣେ ମହିଳା ସବ୍-ଇନ୍ସପେକ୍ଟର ଶ୍ରୀ ନାୟକଙ୍କ…

ଜଗତସିଂହପୁର ନଦୀପଠାରୁ ମିଳିଲା ୪ ମଣିଷ ଖପୁରୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାଇକାନଦୀ କୂଳରୁ ଜବତ ହୋଇଛି ୪ ଟି ମଣିଷ ଖପୁରୀ । ମିଳିଥିବା ସୂଚନା ଅନୁସାରେ, ପାଇକାନଦୀ କୂଳରୁ ଶୁକ୍ରବାର ଦିନ ୪ ଟି ମଣିଷ ଖପୁରୀ ଜବତ କରିଛି ପୋଲିସ। କିଏ ଓ କାହିଁକି ଏହି ଖପୁରୀ ଏଠାରେ ରଖିଛି ସେନେଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୌଣସି ତାନ୍ତ୍ରିକ…

ଯାଜପୁରରେ ଯୌତୁକ ଜନିତ ମୃତ୍ୟୁ ଅଭିଯୋଗରେ ବାପ ପୁଅ ଗିରଫ

ଯାଜପୁର: ଜଣେ ମହିଳାଙ୍କ ଯୌତୁକ ଜନିତ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲାରେ ବାପ ପୁଅଙ୍କୁ ଗିରଫ କରିଛି ପୋଲିସ । ମିଳିଥିବା ସୂଚନାନୁଯାୟୀ, ୨୦୧୮ରେ ଦଶରଥପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମର ସଙ୍ଗିତା ଦାସ ଦୁଦୁରନ୍ତା ଗ୍ରାମର ବିକାଶ ପରିଡ଼ାଙ୍କୁ ବୈଦିକ ରୀତି ଅନୁଯାୟୀ ବିବାହ କରିଥିଲେ…

ମନ୍ଦିରରେ ପୂଜକଙ୍କ ନରବଳୀ !

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। କରୋନା ରୋଗ ଭଲ ହେବା ନେଇ ମନ୍ଦିର ଭିତରେ ନରବଳୀ ଦେଲେ ପୂଜକ । ମିଳିଥିବା ସୂଚନା ଅନୁସାରେ, ନରସିଂହପୁରର ବନ୍ଧହୁଡା ମା ବ୍ରାହ୍ମଣି ଦେଇ ମନ୍ଦିରରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ବିଶ୍ବରୁ କରୋନା ରୋଗ…

ଭିଜିଲାନ୍ସ ଜାଲରେ ବନବିଭାଗ କର୍ମଚାରୀ, ଲାଞ୍ଚ ନେଇ ଧରାପଡିଲେ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବନବିଭାଗ କର୍ମଚାରୀ । ଗଂଜାମ ଜିଲ୍ଲା ସୋରଡା ରେଂଜର ପିପଲପଙ୍କକ୍ଷ ଫରେଷ୍ଟା ଗାର୍ଡ ବିଷ୍ଣୁପ୍ରିୟା ଦାସ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଙ୍ଗଲ ଜମି ପାଇଁ ସୋରଡା ଥାନା ଧଉଗାମ୍…

ଉପରେ ପରିବା ଭିତରେ ମଦ, ଯାଜପୁରରୁ ଜବତ ହେଲା ପେଟି ପେଟି ମଦ

ଯାଜପୁର: ଉପରେ ପରବା ଭିତରେ ମଦ । ଯାଜପୁର ପରିବା ଗାଡିରୁ ଜବତ ହେଲା ପେଟି ପେଟି ମଦ । କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଆଜି ସକାଳୁ ଏକ ପିକଅପ ଭ୍ୟାନରୁ ୫ଟି ଟ୍ରେରେ ୪୫ ଲିଟର ମଦ ଜବତ ହୋଇଛି । ଜବତ ମଦର ଦାମ୍ ୩ରୁ ୪ ଲକ୍ଷ ଟଙ୍କା…

କ୍ୱରେଣ୍ଟାଇନ୍ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର

କଟକ: କ୍ବାରେଣ୍ଟାଇନ୍ ସେଣ୍ଟରରୁ ଉଦ୍ଧାର ହେଲା ବଜ୍ରକାପ୍ତା । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜ ମହୁଲିଆ ଗାଁର କ୍ଵାରେଣ୍ଟାଇନ୍ ସେଣ୍ଟର ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ,…

ଯୁବକଙ୍କୁ ମାଡ଼ମାରି ପୋଲିସ ଅଧିକାରୀ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ଥାନା ନିକଟରେ ସୋମବାର ଦିନ ଜଣେ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭଦ୍ରକ ଏସପି ରାଜେଶ ପଣ୍ଡିତ ତାଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ…