Latest Odisha News

BREAKING NEWS

Browsing Category

ଅପରାଧ

ନିର୍ମମ ହତ୍ୟା! ବାଇକ୍ ଆରୋହୀଙ୍କୁ ବିଚ୍‌ ରାସ୍ତାରେ ହାଣିଲେ ଦୁର୍ବୃତ୍ତ

ବଲାଙ୍ଗୀର: ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା ।  ଏହି ହତ୍ୟାକାଣ୍ଡ  ବଲାଙ୍ଗୀର ଚିମିନିଭାଟି ସ୍କୁଲ ନିକଟରେ ଘଟିଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମୃତଦେହ ନିକଟରେ ଏକ ବାଇକ୍‌ ପଡିଛି। ଟାଙ୍ଗିଆରେ ଆଣି ହତ୍ୟା କରି ହତ୍ୟାକାରୀ ଫେରାର ହୋଇଯାଇଛନ୍ତି। ସୂଚନାମୁତାବକ,ଶନିବାର…

ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ ପବିତ୍ର ପାଣିଗ୍ରାହୀଙ୍କ ଘରେ ରେଡ୍

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ପବିତ୍ର ମୋହନ ପାଣିଗ୍ରାହୀଙ୍କ ଠାରୁ ୧୮ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହେବା ପରେ ଶନିବାର ଦିନ ତାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଯେଉଁ ଟଙ୍କାର ହିସାବ ସେ ଦେଇ ପାରିନଥିଲେ। ସୂଚନା…

ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର, ଦୁଷ୍କର୍ମ ଅଭିଯୁକ୍ତ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଡବଲ ଏନକାଉଣ୍ଟର। ୨ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ବେଲପାହାଡ଼ ପୋଲିସ। ସୂଚନା ଅନୁଯାୟୀ, ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି। ବେଲପାହାଡ ବ୍ରଜରାଜନଗର…

ପୋଲିସ ହାବୁଡରେ ଗଞ୍ଜେଇ ମାଫିଆ, ଚୋରା ଚାଲାଣ ବେଳେ ୪ ଗିରଫ

ବରଗଡ଼: ବୌଦ୍ଧ ଜିଲ୍ଲାରୁ ରାୟପୁରକୁ ଗଞ୍ଜେଇ ଚାଲାଣ ହେଉଥିଲା ଗଞ୍ଜେଇ। ମାଡିବସିଲା ପୋଲିସ। ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ। ବରଗଡ଼ ହଳଦୀପାଲି ଛକ ନିକଟରୁ ଏହି ଗଞ୍ଜେଇ ଜବତ ହୋଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ବରଗଡ଼ରୁ ବିପୁଳ ପରିମାଣର…

ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣ୍ଡିରେ ହାଜର ହେଲା ପୁତୁରା

କେନ୍ଦୁଝର: ସଦର ଥାନା ତଳପଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣ୍ଡିକୁ ଗଲା ପୁତୁରା। ଦାଦାକୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କଲା ପୁତୁରା। ହତ୍ୟା ପରେ ଶୁଆକାଟି ଫାଣ୍ଡିରେ କଟା ମୁଣ୍ଡଧରି ପହଞ୍ଚିଲା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ…

ୱାକଫ୍ ବିଲ୍ ବିରୋଧରେ ପଶ୍ଚିମବଙ୍ଗରେ ବିକ୍ଷୋଭ; ପୋଲିସ ଗାଡି଼କୁ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ୱାକଫ୍ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ଜାରି ରହିଛି। କୋଲକାତାର ଆଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରି ଏକ ରାଲି କରିଥିଲେ। ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟିର ସଭାପତି ସୁକାନ୍ତ ମଜୁମଦାର ଅଭିଯୋଗ…

ଭୁବନେଶ୍ୱରରେ ଦୋକାନ ମାଲିକଙ୍କଠାରୁ ଲୁଟ୍ ଘଟଣା; ୬ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଜଣେ ଦୋକାନ ମାଲିକଙ୍କଠାରୁ ନଗଦ ଏବଂ ସୁନା ଅଳଙ୍କାର ଲୁଟ୍ କରିବା ଘଟଣାରେ କମିଶନରେଟ୍ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱରର ବଡ଼ଗଡ଼ ବ୍ରିଟ୍ କଲୋନିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଲୁଟ୍ ଅଭିଯୋଗର ବିସ୍ତୃତ ତଦନ୍ତ ପରେ ଏହି ଗିରଫଦାରୀ କରାଯାଇଛି।…

ରାଉରକେଲାରେ ଡବଲ୍ ମର୍ଡର

ରାଉରକେଲା: ରାଉରକେଲାରେ ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତମାନେ। ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ବ୍ରାହ୍ମଣୀ ତରଙ୍ଗ ପୋଲିସ ସୀମା ଅନ୍ତର୍ଗତ ଜିଆବାହଲ ଗ୍ରାମର ମୁକେଶ କର…

ବାଲେଶ୍ୱରରେ କାର ଦୁର୍ଘଟଣାଗ୍ରସ୍ତ; ସୁନା ଅଳଙ୍କାର ସହ ୨.୪ ଲକ୍ଷ ନଗଦ ଟଙ୍କା ଜବତ

ବାଲେଶ୍ୱର: ବାଲେଶ୍ୱରର ଗୋପାଳପୁର ଥାନା ଅନ୍ତର୍ଗତ ଜୁନିଆ ବଜାରରେ ବୁଧବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କାରରୁ ୨.୪ ଲକ୍ଷ ନଗଦ ଟଙ୍କା, ୪୬ ଗ୍ରାମ ସୁନା ଏବଂ ୨୦୯ ଗ୍ରାମ ରୂପା ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ, ମୋଟରସାଇକେଲରେ କିଛି ଯୁବକ ଉକ୍ତ କାରର…

ସନ୍ଦେହର କରୁଣ ପରିଣତି; ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ଯା କଲା ସ୍ବାମୀ

ବେଙ୍ଗାଲୁରୁ: ପରକୀୟା ପ୍ରିତୀ ସନ୍ଦେହରେ ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ଶୁକ୍ରବାର ରାତିରେ ନିଜ ସ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ହତ୍ୟା କରିଛନ୍ତି। ଘଟଣାଟି କର୍ଣ୍ଣାଟକ ରାଜଧାନୀର ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ଘଟିଛି। ଉକ୍ତ ସ୍ବାମୀ ଜଣକ ୪୩ ବର୍ଷୀୟ କୃଷ୍ଣପ୍ପା ବୋଲି ଜଣାପଡିଛି। ଘରୋଇ…