Latest Odisha News

BREAKING NEWS

Browsing Category

ଅପରାଧ

BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଆଉ ୨ ଗିରଫ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସେମାନେ ହେଲେ ଝାରପଡ଼ାର ସଞ୍ଜୀବ ମିଶ୍ର…

କୋଲକାତାରେ ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ସିସିଟିଭିରୁ ମିଳିଲା ପ୍ରମାଣ

କୋଲକାତା: କୋଲକାତାର ଜଣେ ଆଇନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ମାମଲାରେ ସିସିଟିଭିରୁ ମିଳିଛି ପ୍ରମାଣ। କଲେଜର ସିସିଟିଭିରେ ଜୁନ୍ ୨୫ ତାରିଖ ଅପରାହ୍ନ ୩:୩୦ ରୁ ରାତି ୧୦:୫୦ ପର୍ଯ୍ୟନ୍ତ ପ୍ରାୟ ୭ ଘଣ୍ଟାର ଫୁଟେଜରେ ସବୁ କିଛି ସ୍ପଷ୍ଟ ହୋଇଛି। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ…

ଆଇନ ଛାତ୍ରଙ୍କ କଳା କାରନାମା; ବିବାହ ପାଇଁ ମନା କରିବାରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ 

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ପଶ୍ଚିମବଙ୍ଗ କୋଲକାତାରେ ଏକ ଆଇନ କଲେଜରେ ଲୋମହର୍ଷଣକାରୀ ଘଟଣା ଘଟିଛି। ୨୫ ଜୁନରେ ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ୍ ସବୁଆଡେ ଚର୍ଚ୍ଚାର ବିଷୟ…

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ…

ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଜଣେ ଗିରଫ

ଭଦ୍ରକ: ହାୱଡା ଯାଉଥିବା ୧୨୦୭୪ ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଭଦ୍ରକ ରେଳ ସୁରକ୍ଷା ବଳ (ଆରପିଏଫ୍) ଜଣକୁ ଗିରଫ କରିଛି। ଜୁନ୍ ୨୭ ସକାଳ ୮ଟା ୧୫ ମିନିଟ୍ ସମୟରେ ଖୋର୍ଦ୍ଧା ରୋଡ ଡିଭିଜନାଲ ସିକ୍ୟୁରିଟି କଣ୍ଟ୍ରୋଲ ପକ୍ଷରୁ ରେଳ ମଦଦ୍ ମାଧ୍ୟମରେ ଏକ ଅଭିଯୋଗ ଆସିଥିଲା।…

ହାଇକୋର୍ଟରୁ ଆଶାରାମଙ୍କୁ ଆଶ୍ୱସ୍ତି, ଜୁଲାଇ ୭କୁ ବଢିଲା ଜାମିନ ଅବଧି

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ଆଶାରାମଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଶୁକ୍ରବାର କୋର୍ଟ ୨୦୧୩ର ଏକ ଦୁଷ୍କର୍ମ ମାମଲାରେ ଆଶାରାମଙ୍କ ଅସ୍ଥାୟୀ ଜାମିନ ଅବଧିକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଶାରାମ ଏହି ମାମଲାରେ ଆଜୀବନ ସଜା କାଟୁଛନ୍ତି। ଜଷ୍ଟିସ ଇଲେଶ ଭୋରା ଏବଂ…

ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ ଲୁଟ୍, ନେଇଗଲେ ମୂଲ୍ୟବାନ ସମ୍ପତ୍ତି

ପାଟନା: ନୂଆଦିଲ୍ଲୀ-ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ    ଯାତ୍ରୀମାନଙ୍କ ମୂଲ୍ୟବାନ ଜିନିଷପତ୍ର ଲୁଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଶୁକ୍ରବାର ଭୋର୍ ସମୟରେ ବିହାରର ଗୟା ନିକଟରେ ଘଟିଥିବା ଜଣାପଡିଛି। ଟ୍ରେନ୍‌ର ପାଞ୍ଚଟି କୋଚରେ ଯାତ୍ରା କରୁଥିବା ୧୨ ଜଣଙ୍କଠାରୁ ଡକାୟତଙ୍କ ଏକ ଦଳ…

ବେଆଇନ ଭାବେ ଭାରତ ଆସୁଥିଲା ପାକିସ୍ତାନ ମାଲ୍; ୩୯ କଣ୍ଟେନର ଜବତ

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। "ଅପରେସନ୍ ଡିପ୍ ମାନିଫେଷ୍ଟ" ଅଧୀନରେ ପାକିସ୍ତାନରୁ ଚୋରା ଚାଲାଣ ହେଉଥିବା ସାମଗ୍ରୀର ଏକ କଣ୍ଟେନର ଜବତ କରିଛି। ଏହି ସାମଗ୍ରୀଗୁଡ଼ିକ ତୃତୀୟ ଦେଶ ଅର୍ଥାତ୍ ଦୁବାଇ ଦେଇ…

ବୃଦ୍ଧା ଜେଜେମାଙ୍କୁ ଅଳିଆ ଗଦାରେ ଫୋପାଡି ଦେଲା ନାତି

ମୁମ୍ବାଇ: ମୁମ୍ବାଇରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଗତ ସପ୍ତାହରେ ଆରେ କଲୋନୀର ଜଣେ ବୃଦ୍ଧା ମହିଳାଙ୍କୁ ପୋଲିସ ଏକ ଅଳିଆ ଗଦାରୁ ଉଦ୍ଧାର କରି ଭିଲେ ପାର୍ଲର କୁପର ହସ୍ପିଟାଲରେ ଭର୍ତ୍ତି କରିଥିଲା। ମହିଳା ଜଣକ କହିଛନ୍ତି ଯେ ସେ ତାଙ୍କ ନାତି ସହିତ ମାଲାଡରେ ରୁହନ୍ତି।…

ଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଫସିଲେ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର କୁଜଙ୍ଗା ସ୍ଥିତ ବ୍ଲକ ଶିକ୍ଷା କାର୍ଯ୍ୟାଳୟ (ବିଇଓ)ର ଜଣେ ଆକାଉଣ୍ଟାଣ୍ଟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଭିଜିଲାନ୍ସ ସୂଚନା ଅନୁଯାୟୀ, ଆକାଉଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ…