Latest Odisha News

BREAKING NEWS

Browsing Category

ଅପରାଧ

ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଶୁଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଶନିବାର ଦିନ ବାନ୍ଧିଛି। କୁକୁଡ଼ା ପାଳନ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ସବସିଡି ଟଙ୍କା ପ୍ରଦାନ ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି…

ରାଜଧାନୀରେ ବୁଲିଲା ଖଣ୍ଡା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ..

ଭୁବନେଶ୍ବର: ଭୁବନେଶ୍ୱରରେ ଶନିବାର ଭୋର ସମୟରେ ଦୁର୍ବୃତ୍ତମାନେ ଖଣ୍ଡାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ ହୋଇଛନ୍ତି। ଚିଣ୍ଟୁ ନାମକ ପୀଡିତ ବ୍ୟକ୍ତି ରାଜଧାନୀର ପାତ୍ରପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ,…

କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି କଲେଜ ସମ୍ମୁଖରେ ଗୁରୁବାର ଦିନ ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କୁ ଜଣେ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି। ଯାହାଫଳରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇ ପଡିଛନ୍ତି। ତେବେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା…

୧୯.୮ ଲକ୍ଷ ହେରଫେର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଗିରଫ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଦହୁଣ୍ଡା ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀଙ୍କୁ ୧୯.୮୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରିବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତ ସୁବଳ କୁମାର…

LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ନିୟନ୍ତ୍ରଣ ରେଖା (LoC) ନିକଟରେ ଥିବା ଏକ ଗୁପ୍ତ ଆଡ୍ଡାରୁ କିଛି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ଦୁଇଟି M-ସିରିଜ୍ (ଏମ ୪)…

ବାଣ ଫୁଟି ପୁଣି ଗଲା ଜଣଙ୍କ ଜୀବନ

ଭୁବନେଶ୍ୱର: ବାଣ ଫୁଟି ଗଲା ପୁଣି ଜଣଙ୍କ ଜୀବନ। ଭୁବନେଶ୍ୱର କମିଶନରେଟ ବାଲିପାଟଣା ଥାନା ଅନ୍ତର୍ଗତ ନରୀଶୋ ନିଧି ସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ସୂଚନା ଅନୁଯାୟୀ, ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ…

ଭୁବନେଶ୍ୱର ଷ୍ଟେସନରେ ଗଞ୍ଜେଇ ବେପାରୀଙ୍କୁ ଧରିଲା ସ୍ନିଫର୍ ଡଗ୍ 

ଭୁବନେଶ୍ୱର: ରେଳ ସୁରକ୍ଷା ବଳ (ଆରପିଏଫ) ଦ୍ୱାରା ନିୟମିତ ସୁରକ୍ଷା ଯାଞ୍ଚ ସମୟରେ ହରିୟାଣାର ଦୁଇଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟ ବାହାରର ବୋଲି ଜଣାପଡ଼ୁଥିବା ଏହି ଦୁଇଜଣଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା ଏବଂ ଏକ K-9…

ଫୁଟବଲ୍ ପଡ଼ିଆରେ ଆଖିବୁଜା ଗୁଳିମାଡ଼, ୧୧ ମୃତ

ସାଲାମାଙ୍କା: ରବିବାର ଦିନ କେନ୍ଦ୍ରୀୟ ମେକ୍ସିକୋ ରାଜ୍ୟ ଗୁଆନାଜୁଆଟୋର ସାଲାମାଙ୍କାରେ ଏକ ଫୁଟବଲ୍ ପଡ଼ିଆରେ କିଛି ଦୁବୃର୍ତ୍ତ ମାନେ ପଶି ଗୁଳି ଚାଳନା କରିଥିଲେ। ଯେଉଁଥିରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ତେବେ ୧୦ ଜଣଙ୍କର ଘଟଣାସ୍ଥଳରେ…

କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…

କଟକ: କଟକ ନେତାଜୀ ବସ୍ ଟର୍ମିନାଲରୁ ଚଳାଚଳ କରୁଥିବା ୧୮ ନମ୍ବର ରୁଟ୍ ର ଖାନନଗର, ସାଇ ମନ୍ଦିର ନିକଟରେ ଆମ ବସକୁ ଭଙ୍ଗାରୁଜା କରିଛନ୍ତି ଅଟୋଚାଳକ। ଏପରିକି ବସ୍ ଚାଳକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସକାଳ ସମୟରେ କଟକରେ ଏକ ମାରାଥନ୍ ଚାଲିଥିବାରୁ ଏକ ପାର୍ଶ୍ୱ ରାସ୍ତା…

ବାଂଲାଦେଶରେ ହିନ୍ଦୁ ଯୁବକ ଜୀବନ୍ତ ଦଗ୍ଧ; ଯୋଜନାବଦ୍ଧ ଭାବେ ହତ୍ୟା ଅଭିଯୋଗ…

ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଜାରି ରହିଛି। କ୍ରମାଗତ ଭାବେ ହିନ୍ଦୁମାନଙ୍କ ହତ୍ୟା ନେଇ ମଧ୍ୟ ଅଭିଯୋଗ କରାଯାଉଛି। ରିପୋର୍ଟ ଅନୁଯାୟୀ, ବାଂଲାଦେଶର ନରସିଙ୍ଗଡି ଜିଲ୍ଲାରେ ଏକ ଗ୍ୟାରେଜ ଭିତରେ ଜଣେ ୨୩ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା…