Latest Odisha News

BREAKING NEWS

Browsing Category

ଅପରାଧ

ସହିପାରିଲେନି ନାତି କେତନ ଅଗ୍ରୱାଲଙ୍କ ମୃତ୍ୟୁ; ଚାଲିଗଲା ଜେଜେଙ୍କ ଜୀବନ

ପୁଣେ: କେତନ ଅଗ୍ରୱାଲଙ୍କ ମୃତ୍ୟୁରେ ମ୍ରିୟମାଣ ଥିବା ଅଗ୍ରୱାଲ ପରିବାରରେ ପୁଣି ଏକ ଦୁଃଖର ଲହରୀ ଖେଳିଯାଇଛି। ନାତି କେତନ ଅଗ୍ରୱାଲଙ୍କ ମୃତ୍ୟୁର ସତର ଦିନ ପରେ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କ ଶନିବାର ରାତିରେ ପୁଣେର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ…

ଭିଜିଲାନ୍ସ ଜାଲରେ ସରପଞ୍ଚ; ୨୦ ହଜାର ଲାଞ୍ଚ ନେଇ ଫସିଲେ…

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କାର୍ଯ୍ୟକର୍ତ୍ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରବିବାର ଦିନ ଜଣେ ସରପଞ୍ଚଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମନା ଗ୍ରାମ ପଞ୍ଚାୟତର…

ଥାନାରେ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବ୍ୟୁଟି ମହାନ୍ତିଙ୍କ ଶନିବାର ସକାଳେ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର କରାଯାଇଛି। ତିନି ମହଲା ପୋଲିସ ଷ୍ଟେସନ କୋଠାର ଉପର ମହଲାରେ ଥିବା ବିଶ୍ରାମଗାର ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।…

ବଦ୍ରିନାଥ ଓ କେଦାରନାଥରେ ହେଉଛି କି ଦାନ ଟଙ୍କା ଚୋରି, ତଦନ୍ତ ନିର୍ଦ୍ଦେଶ 

ଡେରାଡୁନ: ରାମ ମନ୍ଦିର ଦାନ ଚୋରି ମାମଲା ଏପର୍ଯ୍ୟନ୍ତ ସମାଧାନ ହୋଇ ନଥିବା ବେଳେ ବିଶ୍ୱ ପ୍ରସିଦ୍ଧ ବଦ୍ରିନାଥ ମନ୍ଦିରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଏକ ଚିଠି ଭାଇରାଲ ହେଉଛି।ଯେଉଁଥିରେ ଦାବି କରାଯାଇଛି ଯେ ବଦ୍ରିନାଥ ମନ୍ଦିରରେ ପ୍ରାପ୍ତ ଦାନ ଏବଂ…

ରାଜଧାନୀରେ ଆତଙ୍କ: ପୁଣି ବୁଲିଲା ଭୁଜାଲି-ଖଣ୍ଡା, ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ନୀଳାଦ୍ରିବିହାର ସ୍ଥିତ ବୁଦ୍ଧ ବିହାର ଏବଂ ଇଶାନେଶ୍ୱର ବସ୍ତିରେ ଦୁର୍ବୃତ୍ତ ମାନେ ଆତଙ୍କ ଖେଳାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାତି ଅଧରେ ବୁଲିଲା…

କେତନ ହତ୍ୟାକାଣ୍ଡରେ ନୂଆ ଟ୍ୱିଷ୍ଟ: ସିୟା ଓ ଚେତନଙ୍କ ସିକ୍ରେଟ୍ ‘କୋଡ୍’ ଚାଟ୍ ଖୋଲିବ କି ହତ୍ୟାର ଗୁମର?

ପୁଣେ: ପୁଣେର ଚର୍ଚ୍ଚିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ଏକ ବଡ଼ ସୁରାଗ। ଅଭିଯୁକ୍ତ ପ୍ରେମୀଯୁଗଳ ସିୟା ଗୋଏଲ ଏବଂ ଚେତନ ଚୌଧୁରୀ ନିଜ ଭିତରେ କଥାବାର୍ତ୍ତା ହେବା ପାଇଁ ସାଧାରଣ ଭାଷା ବଦଳରେ କିଛି ସ୍ୱତନ୍ତ୍ର ‘କୋଡ୍ ୱାର୍ଡ’ ବ୍ୟବହାର କରୁଥିଲେ ବୋଲି ପୋଲିସ…

୩୦ ଲକ୍ଷ ହେରଫେର ଅଭିଯୋଗ; ୨ ପୂର୍ବତନ ପଞ୍ଚାୟତ ଅଧିକାରୀ ଗିରଫ

ଭୁବନେଶ୍ୱର: ମଧୁ ବାବୁ ପେନସନ ଯୋଜନା (MBPY) ଅଧୀନରେ ଗରିବ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ୩୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ପୁରୀ ଜିଲ୍ଲାର ଦୁଇ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ…

କୋରାପୁଟ ଜଙ୍ଗଲରୁ ମାଓ ଡମ୍ପ ଠାବ

ଭୁବନେଶ୍ବର: ଶୁକ୍ରବାର ଦିନ ସୁରକ୍ଷା ବାହିନୀ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ତେନ୍ତୁଲିଗୁମ୍ମା ଜଙ୍ଗଲରୁ ଆଉ ଏକ ମାଓ ଆଡ୍ଡା ଠାବ କରିଛି। ଏକ ସର୍ଚ୍ଚ ଅପରେସନ୍ ସମୟରେ ବନ୍ଧୁକ, ବିସ୍ଫୋରକ ଏବଂ ଗୁଳିଗୋଳା ଜବତ ହୋଇଛି। ଆତ୍ମସମର୍ପଣକାରୀ ମାଓବାଦୀଙ୍କଠାରୁ…

Meghalaya Honeymoon Murder: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ପ୍ରଦାନ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି। କୋର୍ଟ ଉଲ୍ଲେଖ କରିଛନ୍ତି ଯେ ସୋନମ ପୂର୍ବରୁ ଜାମିନରେ ମୁକ୍ତ ହୋଇସାରିଛନ୍ତି। ଏହି ମାମଲାର ପରବର୍ତ୍ତୀ…

ବାହାର ରାଜ୍ୟର ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୃତ ଯୁବକ ଝାରଖଣ୍ଡର ସୃଜନ କୁମାର। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟର ପରିବେଶ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା…