Latest Odisha News

BREAKING NEWS

Browsing Category

ଅପରାଧ

Bengaluru’s House of Horrors: ସ୍ତ୍ରୀ ସହ ୭ସମ୍ପର୍କୀୟଙ୍କୁ ହତ୍ୟା କଲା ସ୍ୱାମୀ, ଝିଅର ଭୂମିକା ନେଇ ତଦନ୍ତ

ବେଙ୍ଗାଳୁରୁ: ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ, ନିଦ ବଟିକା, ଫୁଲ୍ ସାଉଣ୍ଡ ଦେଇ ଟିଭି ଦେଖ।। ଏସବୁ ଶୁଣିଲେ କେଉଁଠି ଉତ୍ସବ କିମ୍ବା ହସଖୁସିର ଦୃଶ୍ୟ ପରି ଲାଗୁଛି । ହେଲେ ଏହା ବେଙ୍ଗାଳୁରୁ ରାଜାଜୀନଗରର ଏକ ଭଡା ଘରେ ଘଟିଥିବା ଲୋମହର୍ଷକ ୭ଟି ହତ୍ୟାକାଣ୍ଡ ସହ ଜଡିତ ଅତ୍ୟନ୍ତ ଭୟଙ୍କର…

ପୁଣି ରାଜଧାନୀରେ ମର୍ଡର, ଯୁବକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ। ରକ୍ତରଞ୍ଜିତ ହେଲା ଭୁବନେଶ୍ୱର। ପୁଣି ଫୁଟିଲା ଗୁଳି, ଗଡ଼ିଲା ମୁଣ୍ଡ। ଥମୁନି ଅପରାଧୀଙ୍କ ଆତଙ୍କ। ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଫୁଟିଛି ଗୁଳି। ବ୍ଲାଙ୍କରୁ ଯୁବକଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କଲେ…

ସାଇବର ଅପରାଧ ନେଟ ୱର୍କର ପର୍ଦ୍ଦାଫାଶ, ଜଣେ ଅନ୍ତରାଷ୍ଟ୍ରୀୟ ସାଇବର ଠକ ଗିରଫ

ଭଦ୍ରକ: ଅନ୍ତରାଷ୍ଟ୍ରୀୟ ସାଇବର ଠକକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଜିଲ୍ଲା ପୋଲିସ । ଗିରଫ ସାଇବର ଠକ ଜଣକ ହେଉଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ରଘୁନାଥ ପୁର ଗାଁର ଶୁଭମ ଜ୍ୟୋତି ନାୟକ । ସେ ଗତ କିଛି ମାସ ହେଲା ସାଇବର ଅପରାଧ ନେଟୱର୍କର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ…

ଶିଶୁପାଳଗଡ଼ ଗୁଳିକାଣ୍ଡ ଘଟଣାରେ ୮ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ ଜେସିବି ଠିକାଦାରଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ୨୫ ବର୍ଷୀୟ ତପୁ ନାୟକ ବୋଲି ଜଣାପଡିଛି। ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ସୀତାରାମ…

ପରକୀୟା ପ୍ରୀତି ସନ୍ଦେହ, ସ୍ତ୍ରୀକୁ ଚୌକିରେ ବାନ୍ଧି ଜୀଅନ୍ତା ଜାଳିଦେଲା ସୈତାନ ସ୍ୱାମୀ

କନୌଜ: ଉତ୍ତରପ୍ରଦେଶ କନୌଜରେ ଅଭାବନୀୟ ଘଟଣା । ଗୁରୁବାର ସକାଳୁ କନୌଜ ଜିଲ୍ଲା ଚିମ୍ବ୍ରମୌ ଥାନା ଅଧିନ ଜଗତପୁର ଗାଁରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ନୃଶଂସ ସ୍ୱାମୀ । ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହ କରି ତାକୁ ଜୋର…

ଚାକିରୀ ନଥିବାରୁ ସ୍ୱାମୀ ପାଲଟିଗଲା ସାଇକୋ, ସ୍ତ୍ରୀର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା, ଗିରଫ କଲା ପୋଲିସ

କୋଲକାତା: ପଶ୍ଚିମବଙ୍ଗ ସାଉଥ ଦିନାଜପୁର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ବୀଭତ୍ସ ହତ୍ୟା କରି ତାର କଟାମୁଣ୍ଡ ଧରି କାଳୀମନ୍ଦିରରେ ବସିଲା ସାଇକୋ ସ୍ୱାମୀ । ହାତରେ ରକ୍ତାକ୍ତ ଛୁରୀ, କୋଳରେ ସ୍ତ୍ରୀର କଟାମୁଣ୍ଡକୁ ଧରି ମାନସିକ ଭାରସାମ୍ୟ ହରାଇ ବସିଥିଲା ରିଂଟୁ ଘୋଷ ।…

ଖଣି ଦୁର୍ନୀତି ମାମଲା; ରାଜା ଚକ୍ର ଓ ସହଯୋଗୀଙ୍କ ଘରେ EOWର ଚଢ଼ାଉ

ଭୁବନେଶ୍ୱର: ଖଣି ଦୁର୍ନୀତି ଏବଂ କ୍ରସର ସମ୍ବନ୍ଧୀୟ ଜାଲିଆତି କାରବାରର ତଦନ୍ତ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) କେନ୍ଦୁଝର ଜିଲ୍ଲାର ତିନୋଟି ସ୍ଥାନରେ ବ୍ୟାପକ ଚଢ଼ାଉ କରିଛି। EOW ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝର ସହରରେ ତିନୋଟି ସ୍ୱତନ୍ତ୍ର ଦଳ…

ସନ୍ଦେହଜନକ ଅବସ୍ଥାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ମୃତଦେହ ବୁଧବାର ଦିନ ତାଙ୍କ ଭଡ଼ା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ମିଳିଛି। ମୃତକଙ୍କ ପରିଚୟ ଦେବାଶିଷ ପୃଷ୍ଟି ଭାବରେ ମିଳିଛି। ସେ ପୂର୍ବରୁ ଭଦ୍ରକ…

ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ ଗଡ଼ନାୟକ ଗିରଫ, କ୍ଷତିପୂରଣ ପାଇଁ ନେଉଥିଲେ ଲାଞ୍ଚ…

ଭୁବନେଶ୍ୱର: ସମ୍ବଲପୁର-ତାଳଚେର ରେଳ ଲାଇନ୍ ଦୋହରୀକରଣ ପ୍ରକଳ୍ପ ପାଇଁ ନିଯୁକ୍ତ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ବିଭାଗ ମଙ୍ଗଳବାର ଦିନ ଗିରଫ କରିଛି। ଜଣେ ସ୍ଥାନୀୟ ଜମି ମାଲିକଙ୍କ ଠାରୁ ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ…

ପୁଣି ବିବାଦରେ ଫସିଲେ ଆଇପିଏସ ସୁଶାନ୍ତ ନାଥ, ଡ୍ରଗ୍ସ ଜନିତ ସାଂଘାତିକ ଅଭିଯୋଗ…

ଭୁବନେଶ୍ୱର: ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାମରେ ପୁଣି ଆସିଛି ଅଭିଯୋଗ। ପୂର୍ବରେ ଜଣେ ମହିଳା ଜେଲର ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଓ ଭୟଭୀତ କରିବା ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଆଶ୍ୱସ୍ତି ପାଇବା ପାଇଁ ସୋମବାର ଦିନ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ…