Latest Odisha News

BREAKING NEWS

Browsing Category

ଅପରାଧ

ପୋଲିସକୁ ବଡ଼ ସଫଳତା; ୧୦ ହଜାର ୩୦୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ଭୁବନେଶ୍ୱର: ଆଜି କନ୍ଧମାଳ ଏବଂ ଗଜପତି ଜିଲ୍ଲା ପୋଲିସ ୫ ଟି ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୩୦୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି। ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ…

ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ, ୯୬ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବାଲି ବୋଝେଇ…

ଜୟାଢ଼ାବାରେ ମଟନ ଖାଇବା ଘଟଣା: କାହିଁକି ନଣ୍ଡା ହେଲେ ୨ ବ୍ୟକ୍ତି

ପୁରୀ: ଜୟାଢ଼ାବାରେ ମଟନ ଖାଇବା ନେଇ ୨ ଜଣ ବ୍ୟକ୍ତି ପବିତ୍ର ପୁଷ୍କରିଣୀରେ ନଣ୍ଡା ହୋଇଛନ୍ତି। ମଟନ ନାଁରେ ଜୟାଢ଼ାବାରେ ଗୋମାଂସ ପରଷା ଯାଉଥିବା ଅଭିଯୋଗ ପରେ ଏଭଳି କରିଛନ୍ତି ଦୁଇ ଜଣ ବ୍ଯକ୍ତି। ତେବେ ଗତ କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଜଣେ ଯୁବକଙ୍କ ଭିଡିଓ ଭାଇରାଲ ହୋଇଥିଲା। ସେହି…

ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ, ମଝି ଆକାଶରୁ ଫେରିଲା… 

ମୁମ୍ବାଇ: ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆର ବିମାନକୁ ବୋମା ଧମକ। ବୋମା ଧମକ ପାଇବା ପରେ ବିମାନଟିକୁ ତୁରନ୍ତ ମୁମ୍ବାଇ ବିମାନବନ୍ଦରରେ ପୁନର୍ବାର ଅବତରଣ କରିବାକୁ ପଡିଥିଲା। ଏହି ଘଟଣା ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଘଟିଛି। ଏୟାର ଇଣ୍ଡିଆର ବିମାନଟି…

୩୩ କୋଟିର ନିଶା ଦ୍ରବ୍ୟ ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ : ଜାହାଜରୁ ଜବତ ହେଲା ବିପୁଳ ନିଶା ଦ୍ରବ୍ୟ। ଏହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)କୁ ମିଳିତ ଅପରେସନରେ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ମାର୍ଚ୍ଚ ୭ ତାରିଖରେ ଅଧିକାରୀମାନେ…

ପୁଣି ଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ: ଗୁଳି କରି ନିର୍ମମ ଭାବେ ହତ୍ୟା

ଲକ୍ଷ୍ନୌ: ପୁଣି ଅତି ନିର୍ମମ ଭାବେ ଆଉ ଜଣେ ସାମ୍ବାଦିକଙ୍କୁ ରାଜରାସ୍ତାରେ ହତ୍ୟା । ଶନିବାର ଦିନ ଉତ୍ତର ପ୍ରଦେଶର ସୀତାପୁରରେ, ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି କାଣ୍ଡ ଭିଆଇଛି କୌଣସି ସୂଚନା…

ଘରେ ପଶି ସମିତିସଭ୍ୟାଙ୍କୁ ଆକ୍ରମଣ କଲେ ୬ ଦୁର୍ବୃତ୍ତ

କଟକ: ରାତି ଅଧରେ ସମିତିସଭ୍ୟାଙ୍କୁ ଆକ୍ରମଣ। କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ଘରେ ପଶି ସମିତିସଭ୍ୟାଙ୍କୁ…

ଝାଡଖଣ୍ଡରେ ଏନଟିପିସି ଡିଜିଏମଙ୍କୁ ଗୁଳିକରି ହତ୍ଯା

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗରେ ଏନଟିପିସିର ଡିଜିଏମ କୁମାର ଗୌରବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ଫତାହା ଜଙ୍ଗଲ ନିକଟରେ ଗୁଳି ହତ୍ୟା କରାଯାଇଥିଲା। ଯାହା ପରେ ଦୁବୁର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୂଚନା ଅନୁଯାୟୀ, ଘଟଣାଟି ଆଜି ସକାଳ ୧୦ଟାରେ ଘଟିଥିଲା। କୁମାର…

ବିରେନ୍ଦ୍ର ସେହୱାଗଙ୍କ ଭାଇ ଗିରଫ, ଜାଣନ୍ତୁ କଣ ରହିଛି ପୁରା ମାମଲା… 

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ବିନୋଦ ସେହୱାଗଙ୍କୁ ୭ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଚଣ୍ଡିଗଡ଼ର ମଣିମାଜରା ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତ ବିନୋଦଙ୍କୁ କୋର୍ଟରେ ହାଜର…

ସୁନା ସ୍ମଗଲିଂ ମାମଲାରେ ଆସିଲା ଅଭିନେତ୍ରୀ ରନ୍ୟାଙ୍କ ପ୍ରଥମ ଫଟୋ… 

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏୟାରପୋର୍ଟରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରନ୍ୟା ରାଓ ଙ୍କର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ତେବେ ଆର୍ଥିକ ଅପରାଧ ଅଦାଲତ ଏହି ମାମଲାରେ ତାଙ୍କ ଜାମିନ ଆବେଦନକୁ ସଂରକ୍ଷିତ ରଖିଛନ୍ତି। ଯାହା ଫଳରେ ତାଙ୍କର ଆଇନଗତ ପଦକ୍ଷେପ…