Latest Odisha News

BREAKING NEWS

Browsing Category

ଅପରାଧ

ପଡୋଶୀ ଘରକୁ ଗଲା ବୋଲି, ୫ ବର୍ଷର ଝିଅକୁ ୪ ଖଣ୍ଡ କରିଦେଲା ବାପା

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଜଣେ ବ୍ୟକ୍ତି ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଥମେ ଝିଅର ତଣ୍ଟି ଚିପି ମାରିବା ସହ ମୃତଦେହକୁ ଚାରି ଖଣ୍ଡ କରି ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତଙ୍କ କହିବାନୁସାରେ ତାଙ୍କର ପଡ଼ୋଶୀଙ୍କ ସହିତ…

ଘରେ ପଶିଲେ ଦୁର୍ବୃତ୍ତ, ମଥାରେ ଦେଇଦେଲେ ସିନ୍ଦୁର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦୁର୍ବୃତ୍ତ ଖଜନୀ ଅଞ୍ଚଳରେ ଏକ ଘରେ ପଶି ଜଣେ ଯୁବତୀଙ୍କ ମଥରା ଦେଇଦେଲା ସିନ୍ଦୁର। ଏହାପରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଚେଷ୍ଟା କଲା। ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ…

ପୁଅର ନାରକୀୟ କାଣ୍ଡ: ବାପା-ମାଆ ଓ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର: ୨୨ ବର୍ଷୀୟ ପୁଅର ନାରକୀୟ କାଣ୍ଡ। ନୃସଂଶ ପାଲଟିଲା ପୁଅ। ନିଜ ହାତରେ ନିଜ ପରିବାରକୁ ଛାରଖାର କରିଦେଲା। ବାପାମା’ ଓ ଭଉଣୀକୁ ପଥରରେ ଛେଚି ଜୀବନ ନେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଜୟବଡ଼ ଗାଁରେ। ମୃତକ ହେଲେ ପ୍ରଶାନ୍ତ ସେଠୀ, କନକଲତା…

ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। ଅଇଁଠାପାଲି ଥାନା ଲମ୍‌‌ଡୁଙ୍ଗରୀ ନିକଟରେ ମହେଶକୁ ଏନକାଉଣ୍ଟର କରାଯାଇଛି। ଏନକାଉଣ୍ଟରବେଳେ ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ମହେଶ ନିକଟରୁ ବନ୍ଧୁକ ସହ ୪୦ ହଜାର ଟଙ୍କା ପୋଲିସ…

କଂଗ୍ରେସ ନେତ୍ରୀଙ୍କ ହତ୍ୟା ପଛରେ ପ୍ରେମିକ: ମାନିଲା ସବୁ ସତ

ରୋହତକ: ହରିୟାଣା କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବାଲଙ୍କୁ ମାରିକି ସୁଟକେସରେ  ଫୋପାଡିବା ଘଟଣା, ହତ୍ୟାକାଣ୍ଡର ଦୁଇ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଅଭିଯୁକ୍ତ ସଚିନ୍ ହିମାନୀଙ୍କ ପ୍ରେମିକ ବୋଲି ଦାବି କରିଛି। ସେମାନେ ବହୁତ ଦିନ ଧରି ସମ୍ପର୍କରେ ଥିଲେ। ରୋହତକର ଏକ ବସ୍ ଷ୍ଟାଣ୍ଡ…

୧୩ ମାସ ପରେ ମିଳିଲା କଙ୍କାଳ, ଦୃଶ୍ୟମ ଷ୍ଟାଇଲରେ ପୋଲିସକୁ ଚକମା ଦେଇଥିଲେ…

ସୁରଟ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର  ଫିଲ୍ମ ଦୃଶ୍ୟମ଼କୁ ପ୍ରାୟ ସମସ୍ତେ ଦେଖିଥିବେ।  ତେବେ ଏହି ଫିଲ୍ମର  କାହାଣୀ ପରି ଗୁଜୁରାଟରେ ଏକ ଘଟଣା ଘଟିଯାଇଛି ଯାହାକୁ ସମାଧାନ କରିବାକୁ ଗୁଜୁରାଟ ପୋଲିସକୁ ଲାଗିଥିଲା ଦୀର୍ଘ ସମୟ। ଜୁନାଗଡ଼ରେ ନିଖୋଜ ଥିବା ଜଣେ ମହିଳାଙ୍କ…

କପି ଚେକ୍ କରିବା ବାହାନାରେ ଅସଦାଚରଣ; ଜୀବନ ହାରିଲେ ଛାତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ କଲେଜର ଜଣେ ଯୁକ୍ତ ୨ ଛାତ୍ରୀ ଜୀବନ ହାରିଛନ୍ତି। ପରୀକ୍ଷା ବେଳେ ଜଣେ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ସେ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଦିନ ତାଙ୍କ ମା’ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ…

ଝିଅ ସାଜିଲା ପିଶାଚିନୀ: ସମ୍ପତ୍ତି ପାଇଁ ଟପିଲା ସବୁ ବର୍ବରତା 

ହିସାର: ସମ୍ପତି ପାଇଁ ସବୁ ବର୍ବରତା ଟପିଲା ଜନ୍ମ କଲା ଝିଅ। ଚୁଟି ଟାଣି ମାରିଲା, କାମୁଡ଼ିଲା, କହିଲା.....ତୋ ରକ୍ତ ପିଇଲେ ଯାଇ ଶାନ୍ତି ମିଳିବ। ଏଭଳି କିଛି ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ହୃଦୟ ବିଦାରକ ଭିଡିଓ ବହୁଳ…

ରାଜଧାନୀରେ ଏଟିଏମ ଲୁଟ୍ ଘଟଣାରେ ୬ ଗିରଫ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ୱରର ଶ୍ରୀରାମ ନଗରରେ ଏକ ଏଟିଏମ୍ ଲୁଟ ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଜାନୁଆରୀ ୨୪ ତାରିଖ ଭୋର ସମୟରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନସ୍ଥ ଶ୍ରୀରାମ ନଗରରେ ଥିବା ଏସବିଆଇ ଏଟିଏମରୁ କିଛି ଦୁର୍ବୃତ୍ତ ଚୋରି…

କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ଚମ୍ପୁଆ: କେନ୍ଦୁଝରରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ। ଚମ୍ପୁଆ ସ୍ଥିତ ଏକ ଆଶ୍ରମ ସ୍କୁଲରେ ଛାତ୍ରୀ ଜଣକ ପଢୁଥିଲେ। ତେବେ ମାସିକ ଡାକ୍ତରୀ ପରୀକ୍ଷା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଛୁଟିରେ ଝିଅଟି ନିଜ ଘରକୁ…