Latest Odisha News

BREAKING NEWS

Browsing Category

ଅପରାଧ

ଝିଅ ହେବାରୁ ବୋହୂକୁ ନିଆଁ ଲଗାଇ ଦେଲେ ଶ୍ୱଶୁର, ଅଳ୍ପକେ ବର୍ତ୍ତିଲେ…

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଜଣେ ମହିଳା ଏବଂ ତାଙ୍କ ଶିଶୁକନ୍ୟାଙ୍କୁ ସୋଇଥିବା ଅବସ୍ଥାରେ ନିଆଁ ଲଗାଇ ଦେଇଛନ୍ତି ନିଜେ ଶ୍ୱଶୁର। ତେବେ ଦୁହେଁ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି। ପୀଡିତା ସସ୍ମିତା ଦାସ ଆଠ ବର୍ଷ ତଳେ ସୁଶାନ୍ତ…

Odisha Vigilance: ୧୦,୦୦୦ ଲାଞ୍ଚ ନେଇ ଗିରଫ ହେଲେ ଆରଆଇ…

ଭୁବନେଶ୍ୱର: କଟକ ସଦର ତହସିଲ ଅନ୍ତର୍ଗତ କଖଡି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଜାନକୀ ରଞ୍ଜନ ମଲ୍ଲିକଙ୍କୁ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଏକ ମ୍ୟୁଟେସନ୍…

ଏସୟୁଭି ଧକ୍କାରେ ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ନିକଟରେ ଏକ ଦ୍ରୁତଗାମୀ ଏସୟୁଭି ଏକ ମୋଟରସାଇକେଲକୁ ଧକ୍କା ଦେଇଥିଲା। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁଯାୟୀ, ଏଜି ସ୍କୋୟାର-ଏୟାରପୋର୍ଟ ରୋଡରେ ମଙ୍ଗଳବାର ବିଳମ୍ବିତ ରାତିରେ…

ସାବରିମାଳା ମନ୍ଦିର ସୁନା ଚୋରି ମାମଲା; ୨୧ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ସାବରିମାଳା ମନ୍ଦିରର ସୁନା ଚୋରି ମାମଲାରେ ତଦନ୍ତ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ କେରଳ, କର୍ଣ୍ଣାଟକ ଏବଂ ତାମିଲନାଡୁର ପ୍ରାୟ ୨୧ ଟି ସ୍ଥାନରେ ଚଢାଉ କରିଥିବା ନେଇ ସୂଚନା ମିଳିଛି। ଏହି ସମସ୍ତ ଚଢାଉ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ କରାଯାଇଥିବା…

ରାଜଧାନୀରେ ଚାଞ୍ଚଲ୍ୟ, ପାର୍କିଂ ପାଇଁ ମନା କରିବାରୁ ନିର୍ଦ୍ଧୁମ ପିଟିଲେ

ଭୁବନେଶ୍ୱର: ଭୁବନେଶ୍ୱରର ବ୍ୟସ୍ତବହୁଳ ୟୁନିଟ୍-୩ ଅଞ୍ଚଳରେ ପାର୍କିଂକୁ ନେଇ ବିବାଦ ଦେଖାଯାଇଛି। ସ୍ଥିତି ଏଭଳି ଯେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଖାରବେଳ ନଗରର କେଶରୀ ଟକିଜ୍ ପଛରେ ଥିବା ଏକ ନୋ ପାର୍କିଂ ଜୋନରେ ଘଟିଥିଲା। ସୂଚନା ଅନୁଯାୟୀ, ବିକାଶ ଦାସ ନାମକ ଜଣେ…

ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା; କର୍ଣ୍ଣାଟକର ଡିଜିପି ରାଙ୍କ ଅଫିସର ନିଲମ୍ବିତ…

ନୂଆଦିଲ୍ଲୀ: କର୍ଣ୍ଣାଟକ ଡିଜିପି ରାଙ୍କ ଅଫିସର ରାମଚନ୍ଦ୍ର ରାଓଙ୍କ ଏକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଅନେକ ମହିଳାଙ୍କ ସହ ଆପତ୍ତିଜନକ ସ୍ଥିତିରେ ନଜର ଆସିଛନ୍ତି। ଏହି ଭିଡିଓ ଡିଜିପିଙ୍କ କାର୍ଯ୍ୟାଳୟର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା…

ଭୁବନେଶ୍ୱରରେ ଗୁଳିକାଣ୍ଡ ଘଟଣା; ଡି-ବ୍ରଦର୍ସ ଗ୍ୟାଙ୍ଗ୍ ସଦସ୍ୟ ସମେତ ୧୦ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ସ୍ଥିତ ତ୍ରିଶୁଳିଆ ନିକଟରେ ରବିବାର ଅପରାହ୍ନରେ ଏକ ରିଅଲ୍ ଇଷ୍ଟେଟ୍ ବିବାଦକୁ ନେଇ ବିଲଡରଙ୍କ ଫାର୍ମରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ କଟକର କୁଖ୍ୟାତ ଡି-ବ୍ରଦର୍ସ ଗ୍ୟାଙ୍ଗ୍ ସହିତ ଜଡିତ ଜଣେ ଅଭିଯୁକ୍ତ ସଦସ୍ୟଙ୍କ ସମେତ ଦଶ ଜଣଙ୍କୁ ଗିରଫ କରାଯାଇଛି।…

Dad, I’m Drowning: ଦୁର୍ଘଟଣା ପରେ ବାପାଙ୍କୁ ଇଞ୍ଜିନିୟରଙ୍କ ଶେଷ କଲ୍; ବାପା ମୋତେ ବଞ୍ଚାଇଦିଅ…

ନୂଆଦିଲ୍ଲୀ: ଦିଲ୍ଲୀ ନୋଏଡାରେ ସରକାର ଏବଂ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୨୭ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେତ୍ତା ପ୍ରାଣ ହରାଇଥିବା ସୂଚନା ମିଳିଛି। ଯୁବରାଜ ଶୁକ୍ରବାର ବିଳମ୍ବିତ ରାତିରେ ଗୁରୁଗ୍ରାମରେ ଥିବା ତାଙ୍କ ଅଫିସରୁ କାରରେ ନୋଏଡା ଫେରୁଥିବା ସମୟରେ ଘନ କୁହୁଡି…

ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ

କଟକ: କଟକ ସଦର ଥାନା ଅଧୀନରେ ଥିବା ଖଲର୍ଦ୍ଦା ନିକଟସ୍ଥ ହାତୀଗଡ଼ାରେ ରବିବାର ଦିନ ଏକ ଘରେ ବେଆଇନ ଭାବରେ ବାଣ ତିଆରି ହେଉଥିବା ସମୟରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୈକୁଣ୍ଠ ସାମଲ ନାମକ ବ୍ୟକ୍ତିଙ୍କ ଘରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ତାଙ୍କର…

ଗଞ୍ଜାମର ୨୫ରୁ ଊର୍ଦ୍ଧ୍ବ ସ୍ଥାନରେ ଇଡି ଚଢ଼ାଉ; ୨.୬୩ କୋଟି ଜବତ

ଭୁବନେଶ୍ୱର: ବେଆଇନ ଖଣି ଏବଂ ସମ୍ପୃକ୍ତ ମନି ଲଣ୍ଡରିଂ କାର୍ଯ୍ୟକଳାପର ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗଞ୍ଜାମ ଜିଲ୍ଲାର ୨୫ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୨.୬୩ କୋଟି ଟଙ୍କା ନଗଦ ଏବଂ ଅନେକ ବେନାମୀ ଯାନ ଜବତ କରିଛି। କେନ୍ଦ୍ରୀୟ…