Latest Odisha News

BREAKING NEWS

Browsing Category

ଅପରାଧ

Myanmar Cyber Trap: ୧୮ ଘଣ୍ଟା କାମ, ଇଲେକ୍ଟ୍ରିକ୍ ସକ୍… କାଳ ପାଲଟୁଛି ବିଦେଶ ଚାକିରୀ ସ୍ବପ୍ନ!

ମୁମ୍ବାଇ: ବିଦେଶରେ ମୋଟା ଦରମାର ଚାକିରି...ଆଉ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନ । ହେଲେ ପଛରେ ଲୁଚିଛି ନର୍କ ଯନ୍ତ୍ରଣାର ଅକୁହା କଥା । ଏହି ସ୍ୱପ୍ନ ଏବେ ଅନେକ ଭାରତୀୟ ଯୁବକଙ୍କ ପାଇଁ ପାଲଟିଯାଇଛି ଦୁଃସ୍ୱପ୍ନ। ଥାଇଲ୍ୟାଣ୍ଡରେ ଚାକିରିର ପ୍ରଲୋଭନ ଦେଖାଇ ମିଆଁମାରର ସାଇବର ଠକ ଗ୍ୟାଙ୍ଗର ଏକ…

ଭୀମସାରର ୨ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ସମ୍ବଲପୁର: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ର ଦୁଇ ଅଧିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଏଷ୍ଟାବ୍ଲିସ୍ମେଣ୍ଟ୍ ଅଫିସର-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଧନୁର୍ଦ୍ଧର ବିଶ୍ୱାଳ…

MGNREGA Fraud: କୋଟାଗଡ଼ ବ୍ଲକର ୨ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA) ଯୋଜନାରେ ୪୨ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ହେରଫେର କରିବା ଅଭିଯୋଗରେ ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ କନ୍ଧମାଳ ଜିଲ୍ଲାର କୋଟାଗଡ଼ ବ୍ଲକର ଦୁଇଜଣ ଇଞ୍ଜିନିୟରଙ୍କୁ ଗିରଫ କରିଛି। ଗିରଫ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ପୁରୀ ଜିଲ୍ଲାର ହୋଇଥିବା ବେଳେ ରୋପୱେ ମରାମତି କରିବାକୁ ୨୮ ତାରିଖରେ ସେଠାକୁ ଆସିଥିଲେ ବୋଲି କୁହାଯାଉଛି। ଗତ ୨୮ ତାରିଖରୁ ସ୍ଥାନୀୟ ଅଞ୍ଚଳରେ…

ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ, ଯୁବକ ଅଟକ

ଭଦ୍ରକ: ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତରେ ଅଭାବନୀୟ ଘଟଣା। ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ। ଉକ୍ତ ଯୁବକକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର ଜଣେ ୧୫ ବର୍ଷୀୟା…

Rath Yatra 2026: ପୁରୀରେ ୫୦ ଫେକ୍ ହୋଟେଲ୍ ବୁକିଂ ୱେବସାଇଟ ବ୍ଲକ

ପୁରୀ: ଜୁଲାଇ ୧୬ ତାରିଖରେ ହେବାକୁ ଥିବା ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆଶା ରହିଛି। ଏହାକୁ ନଜରରେ ରଖି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ବୃଦ୍ଧି ପାଉଥିବା ଅନଲାଇନ୍ ହୋଟେଲ ବୁକିଂ ଠକେଇର ମୁକାବିଲା ପ୍ରୟାସକୁ ତ୍ୱରାନ୍ୱିତ କରିଛି। ଫଳରେ ଗତ ସପ୍ତାହରେ ପ୍ରାୟ…

ଗାଡ଼ିକୁ ୨୦୦ମି. ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ଓଭରବ୍ରିଜ୍ ଅଞ୍ଚଳ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେବାରୁ ଏହା ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ତେବେ ଏହି ଘଟଣା ରବିବାର ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ,…

୨୦୦୪ ଥର ଫୋନ୍ କଲ୍ ଓ ୨୩୮ ଘଣ୍ଟାର ଷଡ଼ଯନ୍ତ୍ର: ଲୋହଗଡ଼ ଦୁର୍ଗରେ ସେଦିନ ପ୍ରକୃତରେ କ’ଣ ଘଟିଥିଲା?

ପୁଣେ: ମହାରାଷ୍ଟ୍ରର ପୁଣେରେ ଘଟିଥିବା ହୃଦୟ ବିଦାରକ ତଥା ଲୋମହର୍ଷକ ଘଟଣା ଏବେ ଚର୍ଚ୍ଚାରେ। ପ୍ରଥମେ ଯାହା ଏକ ସାଧାରଣ ଦୁର୍ଘଟଣା ବୋଲି ମନେ ହେଉଥିଲା, ତାହା ପଛରେ ଲୁଚି ରହିଥିଲା ଏକ ସୁଚିନ୍ତିତ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର। ନିଜ ଭାବୀ-ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରେମିକ ସହ…

ଭାଇ ପରେ ଏବେ ବାପା-ମା’ଙ୍କ ପାଳି: କେତନ ଅଗ୍ରଓ୍ୱାଲ ମୃତ୍ୟୁ ମାମଲାରେ ପୁଣେ ପୋଲିସର ତନାଘନା

ପୁଣେ: କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପୁଣେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବେ ଏକ ନୂଆ ମୋଡ଼ ନେଇଛି। ଲୋନାଭାଲା ନିକଟସ୍ଥ ଲୋହଗଡ଼ ଦୁର୍ଗରୁ ଖସି ପ୍ରାଣ ହରାଇଥିବା ପୁଣେର ପ୍ରତିଷ୍ଠିତ ବ୍ୟବସାୟୀ କେତନଙ୍କ ମୃତ୍ୟୁ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ପୋଲିସ ତଦନ୍ତକୁ ଜୋରଦାର…

ପୋଲିସ ଆଗରେ ସତ କହିଲା ଅଭିଯୁକ୍ତ; ନିର୍ବନ୍ଧ ଭାଙ୍ଗିବା ଅପେକ୍ଷା କେତନକୁ ମାରିବା ସହଜ ଥିଲା…

ପୁନେ: ଲୋହାଗଡ ଦୁର୍ଗ ହତ୍ୟା ମାମଲାର ଅଭିଯୁକ୍ତ ସିଆ ଗୋଏଲ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଜେରା ସମୟରେ ସିଆ ଗୋଏଲ ଦାବି କରିଛନ୍ତି ଯେ ପରିବାରକୁ ବିବାହ ଅଟକାଇବା ପାଇଁ କହିବା ଅପେକ୍ଷା ମଙ୍ଗେତର କେତନ ଅଗ୍ରୱାଲଙ୍କୁ ହତ୍ୟା କରିବା ସହଜ ଥିଲା। କାରଣ କେତନ ଅଗ୍ରୱାଲ ୱିଗ୍…