Latest Odisha News

BREAKING NEWS

Browsing Category

ଅପରାଧ

ଭୁବନେଶ୍ୱରରୁ ବ୍ରହ୍ମପୁର; ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (DRDA) ସହ ସଂଯୁକ୍ତ ତଥା ମାଥିଲି ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ସହ ଜଡ଼ିତ ଛଅଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ରବିବାର ଦିନ…

Pakistanରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୧ ମୃତ

ପାକିସ୍ତାନ: ଉତର-ପଶ୍ଚିମ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ରାସ୍ତାକଡ ପୋଲିସ ଚେକ୍‌ପୋଷ୍ଟ ନିକଟରେ ଶନିବାର ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ହଠାତ୍ କିଏ କିଛି ବୁଝିବା ଆଗରୁ ବିସ୍ଫୋରକ ଭର୍ତି ଗାଡି ଆସି ଚେକ୍‌ପୋଷ୍ଟ ନିକଟରେ ପହଂଚିଥିଲା । ଚାହୁଁ ଚାହୁଁ ଗାଡିରୁ ଧୂଆଁ…

SC ବର୍ଗଙ୍କ ଜମି କିଣିବାକୁ ଅନୁମତି; ଲାଞ୍ଚ ନେଇ ବନ୍ଧା ହେଲେ ଜେଆରଏ

ଭୁବନେଶ୍ୱର: ଜଣେ ଅନୁସୂଚିତ ଜାତି (SC) ବର୍ଗର ବ୍ୟକ୍ତିଙ୍କ ମାଲିକାନାରେ ଥିବା ଜମି କିଣିବା ପାଇଁ ଅନୁମତି ପ୍ରଦାନ କରିବା ବାବଦରେ ୪୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଶୁକ୍ରବାର ଦିନ ଓଡ଼ିଶା ଭିଜିଲାନ୍ସ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଣେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ…

ରାଜଧାନୀରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ତାୱାରେ ପିଟିପିଟି ମାରିଦେଲା ସ୍ୱାମୀ

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ 'ତାୱା'ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିଚୟ…

ବୟଫ୍ରେଣ୍ଡକୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବତୀ, କଲ୍ ଚାଲିଥିଲା ୨୩ ମିନିଟ୍

ନୂଆଦିଲ୍ଲୀ: ନାଗପୁରରେ ଅଭାବନୀୟ ଘଟଣା । ଆତ୍ମହତ୍ୟାର ଲାଇଭ୍ ଦୃଶ୍ୟ । ପ୍ରେମ, ପ୍ରତାରଣା ଆଉ ଆତ୍ମହତ୍ୟାର ସାଂଘାତିକ ଚିତ୍ର । ପୁରୁଷବନ୍ଧୁ ବିବାହ କରିବାକୁ ମନାକରିବାରୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବତୀ । ସୂଚନା ଅନୁସାରେ ମୃତ ୩୨ବର୍ଷୀୟ ଯୁବତୀ ନାଗପୁରରେ ଏକ ପ୍ରାଇଭେଟ୍ କମ୍ପାନୀରେ…

କଲରାପତରିଆ ବାଘ ଚମଡ଼ା ଜବତ କଲା ଭିଜିଲାନ୍ସ, ଜଣେ ଅଟକ

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାର ଖରିଆର ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ବନାଞ୍ଚଳରେ ଓଡ଼ିଶା ଭିଜିଲାନ୍ସର ବନ ବିଭାଗ (ଫରେଷ୍ଟ ୱିଙ୍ଗ୍) ପକ୍ଷରୁ ମଙ୍ଗଳବାର ଦିନ କରାଯାଇଥିବା ଏକ ଚଢ଼ଉ ସମୟରେ ଏକ କଲରପତରିଆ ବାଘ ଚମଡ଼ା ଜବତ କରାଯାଇଛି। ଏକ ସୂଚନା ଆଧାରରେ ଭିଜିଲାନ୍ସ ଅଧିକାରୀମାନେ ଏହି…

ଜାମୁଇରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର

ପାଟଣା: ବିହାରର ଜାମୁଇରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। ସୂତ୍ର ଅନୁଯାୟୀ ଅଭିଯୁକ୍ତ ସେହି ମାଡୱା ପାହାଡ଼ ନିକଟରେ ଲୁଚି ରହିଥିବା ଜଣାପଡିଛି ଯେଉଁଠାରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିଲା। ପୋଲିସ…

ଭିଜିଲାନ୍ସ ଜାଲରେ PEO, ୬ ସ୍ଥାନରେ ଚଢାଉ

ଭୁବନେଶ୍ୱର: ବରଗଡ଼ ଜିଲ୍ଲା କଟାଭାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) କାର୍ତ୍ତିକେଶ୍ୱର ବେହେରାଙ୍କ ବିରୋଧରେ ଆୟ-ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ସେ ବରଗଡ଼ ଜିଲ୍ଲାର ଗାଇସିଲେଟ୍ ବ୍ଲକ୍…

ସୋସିଆଲ ମିଡିଆ ଲାଇଭକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳରେ ଏକ ଫେସବୁକ୍ ଲାଇଭ୍ ଭିଡିଓକୁ କେନ୍ଦ୍ର କରି ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଛି। ଏହି ସଂଘର୍ଷରେ ପାଞ୍ଚ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଜଣେ ଯୁବକ ଫେସବୁକ୍‌ରେ…

ସରକାରୀ କ୍ୱାର୍ଟର୍ସରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥିବା ଏକ ରେଞ୍ଜ୍ ଅଫିସ୍‌ର ସରକାରୀ କ୍ୱାର୍ଟର୍ସ ଭିତରେ ଜଣେ ଫରେଷ୍ଟରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତକଙ୍କ ପରିଚୟ ବ୍ୟାସଦେବ ସାହୁ (୫୯) ଭାବେ ଚିହ୍ନଟ କରାଯାଇଛି। ଯିଏକି ବଲାଙ୍ଗୀରର ଠିକାଦାରପଡ଼ା ରେଞ୍ଜ୍‌ରେ ଫରେଷ୍ଟର ଭାବେ କାର୍ଯ୍ୟରତ…