Latest Odisha News

BREAKING NEWS

Browsing Category

ଅପରାଧ

ପୋଲିସକୁ ବଡ଼ ସଫଳତା: କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ମାଲକାନିଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI 79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୋଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ।…

ବିଚ୍‌ ବଜାରରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବିଚ୍‌ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହୋଟେଲ ମାଲିକ ଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର । ଖବର…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ଗୁଳି, ଯୁବକ ଆହତ

ଅନୁଗୁଳ: ଅନୁଗୁଳରେ ଚାଞ୍ଚଲ୍ୟ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ଗୁଳି। ଘଟଣାରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଜଣଙ୍କ ହେଲେ ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁର ମିଲୁ ବେହେରା । ତାଙ୍କ ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା…

ପ୍ରେମିକଙ୍କ ଦୁର୍ବ୍ୟବହାର ସହିନପାରି ଜୀବନ ହାରିଲେ ପାଇଲଟ୍

ମୁମ୍ବାଇ: ମୁମ୍ବାଇରେ ମହିଳା ପାଇଲଟଙ୍କ ଆତ୍ମହତ୍ୟା ମାମଲାରେ ନୂଆ ତଥ୍ଯ ସାମ୍ନାକୁ ଆସିଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ତାଙ୍କ ପ୍ରେମିକ ତାଙ୍କୁ ହଇରାଣ କରିବା ସହ ଅପମାନିତ ମଧ୍ଯ କରୁଥିଲେ। ଝିଅର ଦାଦାଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ନଭେମ୍ବର ୨୬ରେ ପ୍ରେମିକ ଆଦିତ୍ୟ ପଣ୍ଡିତଙ୍କୁ…

ରେଙ୍ଗାଲିରୁ ଉଦ୍ଧାର ଭୀମସାରରୁ ଅପହୃତ ନବଜାତକ

ବୁର୍ଲା: ବୁର୍ଲାର ଭୀମସାରରୁ ଚୋରି ହେବାର ଦୁଇ ଦିନ ପରେ ଓଡିଶା ପୋଲିସ ଗୁରୁବାର ରେଙ୍ଗାଲୀ ନିକଟ ଗଣେଶ ନଗରସ୍ଥିତ ଏକ ଘରୁ ନବଜାତ ଶିଶୁକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଶିଶୁକୁ ଭୀମସାରକୁ ଫେରାଇ ନିଆଯାଇଛି। ଶିଶୁଟି ଯେଉଁ ଦମ୍ପତିଙ୍କ ପାଖରୁ ମିଳିଛି ସେମାନଙ୍କୁ ମଧ୍ୟ ଗିରଫ…

୨୫ ଲକ୍ଷର ରସୁଣ ଲୁଟିନେଲେ

ଗୟା: ଗୟା ଜିଲ୍ଲା ଆମାସ୍ ଥାନା ଅଞ୍ଚଳର ଅକାଉନା ମୋଡ୍ ସ୍ଥିତ ଏକ ଗୋଦାମରୁ ରସୁଣ ଏବଂ ଅଟା ଲୁଟି ନେଇଛନ୍ତି ଲୁଟେରା। ଏହି ଅପରାଧୀମାନେ ବାଇକ୍ କିମ୍ବା କାରରେ ନୁହେଁ ବରଂ ଏକ ଟ୍ରକ ନେଇ ପହଞ୍ଚିଥିଲେ। ଗୋଦାମ ମାଲିକ ଶେଖ ଅବଦୁଲ୍ଲାଙ୍କ ଅନୁଯାୟୀ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ଅପରାଧୀ ଏକ…

ପାଇଲଟଙ୍କ ମୃତ୍ୟୁ ପଛର ସତ

ମୁମ୍ବାଇ: କେମିତି ହେଲା ପାଇଲଟ୍ ସୃଷ୍ଟି ତୁଲିଙ୍କ ମୃତ୍ୟୁ? ଆତ୍ମହତ୍ୟା କରିଛନ୍ତି ନା କରାଯାଇଛି ହତ୍ୟା ? ପାଇଲଟଙ୍କ ମୃତ୍ୟୁ ପଛର ସତ କଣ? ସନ୍ଦେହ ଘେରରେ ଉତ୍ତରପ୍ରଦେଶ ଗୋରଖପୁରର ପାଇଲଟ ସୃଷ୍ଟି ତୁଲିଙ୍କ ମୃତ୍ୟୁ । ବୟଫ୍ରେଣ୍ଡ ଆଦିତ୍ୟ ପଣ୍ଡିତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା…

ଗୋଖାଦ୍ୟ ଟ୍ରକରେ ଯାଉଥିଲା ୨ କୁଇଣ୍ଟାଲ ଗଞ୍ଜେଇ, ମାଡି ବସିଲା ପୋଲିସ

ସୁବର୍ଣ୍ଣପୁର: ସୋନପୁର ପୋଲିସକୁ ବଡ଼ ସଫଳତା। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତ ଗିରଫ । ପଡ଼ୋଶୀ ବୌଦ୍ଧ ଜିଲ୍ଲାରୁ ଇଚର୍ ଟ୍ରକ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ ବେଳେ ତେଲ ନଦୀ ପୋଲ ନିକଟରେ ଧରିଲା ପୋଲିସ। ଗୋଖାଦ୍ୟ ନେଉଥିବା ଟ୍ରକରେ ଯାଉଥିଲା ଗଞ୍ଜେଇ। ଗଞ୍ଜେଇ…

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ

କେନ୍ଦୁଝର: ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରିଥିଲା। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଗତକାଲି ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଥିଲା ରେଡ୍। ଆଜି ତାଙ୍କୁ ଭିଜିଲାନ୍ସ ଗିରଫ…