Latest Odisha News

BREAKING NEWS

Browsing Category

ଅପରାଧ

୨.୩୬ କୋଟି ଟଙ୍କା ଅନଲାଇନ ଠକେଇ ମାମଲାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନଭିନ୍ନ ୨ଟି ମାମଲାରେ ଅନଲାଇନ ପୁଞ୍ଜିନିବେଶ ଏବଂ ସେୟାର ବଜାରରେ ନିବେଶ କରି କୋଟିପତି ହେବାର ଆଶା ଦେଖାଇ ଜମାକାରୀଙ୍କୁ ଠକିଥିବା ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ୨୦୨୩ ମସିହା ଅକ୍ଟୋବର ୪ରେ କଟକ ପୁରୀଘାଟ ଥାନା ଅଞ୍ଚଳରେ ରହୁଥିବା…

କେକେଆର vs ସିଏସକେ; ଆଇପିଏଲ ମ୍ୟାଚରେ ବୋମା ଧମକ

କୋଲକାତା: ଆଜି ଆଇପିଏଲର ୫୭ତମ ମ୍ୟାଚ୍ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ଚାଲିଥିବା ସମୟରେ  କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି)କୁ ବୋମା ଧମକ ମିଳିଥିଲା। ତେବେ…

ବେଆଇନ ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ଅଭିଯୋଗରେ ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଶୃଙ୍ଖଳାଗତ କାରଣରୁ ଦୁଇ ଜଣ ଅତିରିକ୍ତ ତହସିଲଦାର ଗିଟୁ ବେହେରା ଏବଂ ନାରାୟଣ ସେଠୀଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଅଧିକାରୀମାନଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ…

ଦକ୍ଷିଣ କାଶ୍ମୀରରେ ଛପିଛନ୍ତି ପହଲଗାମର ଆତଙ୍କବାଦୀ

ନୂଆଦିଲ୍ଲୀ: ପହଲଗାମରେ କିଛିଦିନ ତଳେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଯେଉଁ ଆତଙ୍କବାଦୀମାନେ ସଂପୃକ୍ତ ଥିଲେ ସେମାନେ ବର୍ତ୍ତମାନ ଦକ୍ଷିଣ କାଶ୍ମୀରରେ ଲୁଚି ରହିଥିବା ନେଇ ଏନଆଇଏ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ସେହି ଅଞ୍ଚଳରେ ଆହୁରି …

ବରଯାତ୍ରୀ ପ୍ରୋସେସନରେ ସାପ ଧରି ନାଗିନ ଡାନ୍ସ…

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ବ୍ଲକ ଅନ୍ତର୍ଗତ ଛେଡକା ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ତିନୋଟି ଜୀବନ୍ତ ନାଗ ପ୍ରଦର୍ଶନକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ବରଯାତ୍ରୀ ପ୍ରୋସେସନ ସମୟରେ ପ୍ରଦର୍ଶିତ ନାଗଗୁଡ଼ିକୁ ପରେ ଉଦ୍ଧାର…

ଆତଙ୍କବାଦୀ ହାଫିଜ୍ ସଇଦକୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାଁରେ…

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାମରେ ପାକିସ୍ତାନକୁ ଧମକ ଦିଆଯାଇଛି। ଯଦି ତୁମେ ହତ୍ୟା କର ତେବେ ଆମେ ମଧ୍ୟ ତୁମ ଦେଶରେ ପଶି ତୁମକୁ ହତ୍ୟା କରିବୁ। ବିଷ୍ନୋଇ ଗୋଷ୍ଠୀ ନାମରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଛି, ଯେଉଁଥିରେ…

କ୍ରିପ୍ଟୋ ନିବେଶ ନାଁରେ ଠକେଇ; ମୁଖ୍ୟ ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡାଦେଶ

କଟକ: କ୍ରିପ୍ଟୋ ନିବେଶ ନାମରେ ଶହ ଶହ ଜମାକାରୀଙ୍କ ନିକଟରୁ ୧.୧୩ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୨.୩୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି ବାଲେଶ୍ୱର ଓପିଆଇଡି ଅଦାଲତ।…

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨ ବିଲ୍ଡିଂ ସହ ୮ ପ୍ଲଟ୍ ଠାବ 

ଭୁବନେଶ୍ୱର: ଢେଙ୍କାନାଳର ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ବେଆଇନ ଭାବେ ୩ ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ଧରା ପଡ଼ିଥିଲେ। ଗିରଫ ହେବାର ଦିନକ ପରେ ଅର୍ଥାତ୍ ବୁଧବାର ଓଡ଼ିଶା ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ପାଖରେ ଥିବା ଦୁଇଟି କୋଠା ଏବଂ ଆଠଟି ଉଚ୍ଚ ମୂଲ୍ୟର ପ୍ଲଟ୍ ସମେତ ବିପୁଳ…

ପାକିସ୍ତାନ ସମର୍ଥନରେ ବାହାରିଲା ଖଲିସ୍ତାନୀ ନେତା ପନ୍ନୁ

ନୂଆଦିଲ୍ଲୀ: ଖାଲିସ୍ତାନର ସମର୍ଥକ ଗୁରୁପତବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛି। ଶିଖ୍ସ ଫର ଜଷ୍ଟିସର ମୁଖ୍ୟ ପନ୍ନୁ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିବା ସହ ଭାରତୀୟ ସେନାକୁ ଧମକ ଦେବାକୁ ପଛାଇନାହିଁ। ସେ କହିଥିଲା ଯେ ଭାରତୀୟ ସେନାକୁ ପଞ୍ଜାବ ଦେଇ…

କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ, ଏନକାଉଣ୍ଟର ଭୟରେ କଲା ଆତ୍ମସମର୍ପଣ

ଭୁବନେଶ୍ୱର: ରାଜଧାନୀରେ କୁଖ୍ୟାତ ଚେନ୍ ସ୍ନାଚର୍ ଗିରଫ। କୁଖ୍ୟାତ ଅପରାଧୀ ସାଦିକୁଲ୍ ଇସଲାମକୁ ଗିରଫ କରିଛି ଖାରବେଳନଗର ପୋଲିସ। ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ବେଳେ ଏନକାଉଣ୍ଟର କରିବାକୁ ପ୍ରସ୍ତୁତ ଥିଲା ପୋଲିସ। ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରିଛି ସାଦୀକୁଲ। ଗତ…