Latest Odisha News

BREAKING NEWS

Browsing Category

ଅପରାଧ

ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ

ବଲାଙ୍ଗିର: ନିଲମ୍ବିତ ହେବାର ଗୋଟିଏ ଦିନ ପରେ ଏଏନ୍ଏମ୍ ମମତା ଭୋଇଙ୍କୁ ଶନିବାର ଦିନ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ସାନଗୁର୍ଜିଭଟା ଗ୍ରାମରେ ଶିଶୁ ବିକ୍ରି ଘଟଣାରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଏହି ଘଟଣାରେ ଭୋଇଙ୍କୁ ଲାଠୋର ପୋଲିସ ଗିରଫ କରିଥିଲା। ଏଭଳି ଏକ…

ବାନ୍ଧବୀଙ୍କ ପଡୋଶୀକୁ ମାରିବାକୁ ହେୟାର ଡ୍ରାୟରରେ ଭରିଥିଲେ ବିସ୍ଫୋରକ

ବାଗାଲକୋଟ: ବାଗାଲକୋଟ ଜିଲ୍ଲାର ଇଲକାଲ ସହରରେ ହେୟାର ଡ୍ରାୟର ବ୍ଲାଷ୍ଟ ମାମଲାରେ  ଜଣେ ଖଣି କର୍ମଚାରୀଙ୍କ ହାତ ଥିବା ନେଇ  ଅନୁସନ୍ଧାନରୁ ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, ଖଣି କର୍ମଚାରୀ ସିଦ୍ଦପ୍ପା ଶିଲାୱନ୍ତ (୩୫) ନଭେମ୍ବର ୧୫ରେ ଶଶିକଳା ନାମକ ଜଣେ ମହିଳାଙ୍କୁ ହତ୍ୟା କରିବା…

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା: ଆଉ ୪ ଜଣ ଅଭିଯୁକ୍ତ ଗିରଫ

ଯାଜପୁର : ଯାଜପୁର ସଦର ଥାନା ବୁଢ଼ାଘାଟ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ଆଜି ଆଉ ୪ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।  ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଆଜିର ଗିରଫ ପରେ,  ଗିରଫଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ଜାଣିବାକୁ ମିଳିଛି।…

ଦୁର୍ଦ୍ଦାନ୍ତ ଅପରାଧୀକୁ ନିର୍ମମ ହତ୍ୟା: ରାସ୍ତା ମଝିରେ ଅଟକାଇ ସଂଘବଦ୍ଧ ଆକ୍ରମଣ

ବ୍ରହ୍ମପୁର: ଫିଲ୍ମ ଷ୍ଟାଇଲରେ ହତ୍ୟା ବାଇକକୁ ପିଛା କରି ଗଲା ବୋଲେରୋ। ରାସ୍ତା ମଝିରେ ଅଟକାଇ ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡା ହାଇସ୍କୁଲ ନିକଟରେ ହତ୍ୟାକାଣ୍ଡ ଘଟିଛି। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଦୀର୍ଘ…

୨୦୧୯ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା: ୫ ବର୍ଷ ପରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଜୁନାଗଡ: ପ୍ରକାଶ ପାଇଛି ଜୁନାଗଡ ଗଣ ଦୁଷ୍କର୍ମ ମାମଲାର ରାୟ। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବନମାଳୀପୁରର ଘନା ଜଙ୍ଗଲରେ ୫ ବର୍ଷ ତଳେ ହୋଇଥିବା ବହୁ ଚର୍ଚ୍ଚିତ ଗଣବଳାତ୍କାର ଘଟଣାର ରାୟ ଆଜି ପ୍ରକାଶ ପାଇଛି। ଏହି ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଧର୍ମଗଡ଼…

ଜେଲରୁ ଏମ.ଏ ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା

ଭୁବନେଶ୍ବର: ଜେଲରୁ ପାଠ ପଢିବେ ମାଓ ନେତା ସବ୍ୟସାଚୀ ପଣ୍ଡା। ସେ ଜେଲରେ ରହି ଏମ.ଏ ପଢିବେ। କୁଖ୍ୟାତ ମାଓ ନେତା ସବ୍ୟସାଚୀ ଜେଲ୍ ଭିତରେ ଅଧିକ ସମୟ ପାଠପଢାରେ ଦେଉଛନ୍ତି। ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ ପୁଣି ପିଜି କରିବେ। ସେ ପୁରୀ…

ସରକାରୀ ଜମିରେ ରହିଛି ଶ୍ରୀ ବୈକୁଣ୍ଠ ଧାମ ଆଶ୍ରମ, ସ୍ପଷ୍ଟ କଲା ଜିଏ ବିଭାଗ

ଭୁବନେଶ୍ବର: ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଛି। ୧୪୦ ଡିସିମିଲ୍‌ ସରକାରୀ ଜମିରେ ରହିଛି ଏହି ଆଶ୍ରମ। ଛୋଟ ପିଲାର ପାଦରେ ତୁଳସୀ ଦେଇ ଭଗବାନ ସଜାଇବା ପ୍ରସଙ୍ଗରେ ବିବାଦ ପରେ ଆଜି ଆଶ୍ରମ ଜମି ମାପଚୁପ…

ବାଲିଯାତ୍ରାରେ ନାବାଳକଙ୍କ ମୃତ୍ୟୁ ଘଟଣା: ପରିବାର ଲୋକଙ୍କୁ ମିଳିବ କ୍ଷତିପୂରଣ

କଟକ : ଐତିହାସିକ କଟକ ବାଲିଯାତ୍ରାରେ ଗତକାଲି ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)।  ରିଙ୍ଗ ରୋଡର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ…

କଟକ ବାଲିଯାତ୍ରାରେ ବଡ ଅଘଟଣ: ବିଦ୍ୟୁତ ଆଘାତରେ ନାବାଳକ ମୃତ

କଟକ : କଟକ ବାଲିଯାତ୍ରାରେ ବଡ ଅଘଟଣ।  କରେଣ୍ଟ ଲାଗି ନାବାଳକ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି। ସାଙ୍ଗମାନଙ୍କ ସହ ବାଲିଯାତ୍ରା ବୁଲିବା ସମୟରେ ସଜା ହୋଇଥିବା ଲିଚୁ ଲାଇଟ୍ ଧରି ଦେବାରୁ ବିଦ୍ୟୁତ ଆଘାତରୁ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ନାବାଳକ ଜଗତସିଂହପୁରର…

ସଡ଼କ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଛକଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି।  ଏହି ଦୁର୍ଘଟଣାରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ  ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରଣପୁର ଏନଏସି  ୯ ନମ୍ବର ମଣିନାଗ ସାହିର ବାସୁଦେବ ମହାପାତ୍ରଙ୍କ ପୁଅ କାଳିଆ…