Latest Odisha News

BREAKING NEWS

Browsing Category

ଅପରାଧ

ପରକୀୟା ପ୍ରୀତି ପାଇଁ ଭଡାଟିଆଙ୍କୁ ଜୀବନ୍ତ ପୋତିଦେଲେ…

ରୋହତକ: ଦୀର୍ଘ ତିନି ମାସ ଧରି ନିଖୋଜ ହରିୟାଣାର ରୋହତକ ସ୍ଥିତ ମସ୍ତନାଥ ପ୍ରତିଷ୍ଠାନର ଜଣେ ଫିଜିଓଥେରାପିଷ୍ଟଙ୍କ ମୃତଦେହ ସ୍ଥାନୀୟ ଏକ ଗାଁରୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଜଗଦୀପ (୪୫) ବର୍ଷ ଓ ସେ ଝଜ୍ଜରର ମାଣ୍ଡୋଥି ଗାଁର ବାସିନ୍ଦା ବୋଲି ଜଣାପଡିଛି। ଜଗଦୀପଙ୍କର ଜଣେ ମହିଳାଙ୍କ…

ଭିଜିଲାନ୍ସ ଜାଲରେ ଫସିଲେ କୁତ୍ରା ତହସିଲର ଅମିନ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ସୁନ୍ଦରଗଡ଼ର କୁତ୍ରା ତହସିଲର ଅମିନଙ୍କୁ ୬୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୋଗକାରୀ ଏବଂ ତାଙ୍କ ଭାଇମାନଙ୍କର ପଟ୍ଟା ଭାଗ…

ସତ ମାନିଲେ ରାନ୍ୟା ରାଓ; ହାୱାଲା ମାଧ୍ୟମରେ ଟଙ୍କା କାରବାର ହେଉଥିଲା

ନୂଆଦିଲ୍ଲୀ: ସୁନା ଚୋରା ଚାଲାଣ ମାମଲାରେ ଗିରଫ ହୋଇଥିବା କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ସେ ସୁନା କିଣିବା ପାଇଁ ହାୱାଲା ମାଧ୍ୟମରେ ଟଙ୍କା କାରବାର କରିଥିଲେ। ସୂଚନା ଅନୁଯାୟୀ, ସୁନା ଚୋରା ଚାଲାଣ ମାମଲାରେ ଆଜି ରାନ୍ୟା ରାଓଙ୍କ ଜାମିନ ଆବେଦନର…

ନରହନ୍ତା ସାଜିଲା ନବବଧୂ: ବିବାହର ୨ୟ ସପ୍ତାହରେ ପ୍ରେମିକ ସହ ମିଶି ନେଲା ସ୍ବାମୀ ଜୀବନ

ଲକ୍ଷ୍ନୌ: ବଢିଚାଲିଛି ବିବାହିତ ମହିଳାଙ୍କ ବର୍ବରତା । ପ୍ରେମିକଙ୍କ ସାଙ୍ଗରେ ମିଶି ନେଉଛନ୍ତି ସ୍ବାମୀଙ୍କ ଜୀବନ । ଉତ୍ତରପ୍ରଦେଶ ମିରଟ ପରେ ଏବେ ମୈନପୁରୀରେ ଘଟିଛି ଆଉ ଏକ ଛାତି ଦୋହଲାଇ ଦେଲା ଭଳି ଘଟଣା । ମିଟରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ସ୍ବାମୀଙ୍କୁ ବିଭତ୍ସ ହତ୍ୟାର…

ବନ୍ଧୁକ ମୁନରେ ଜମି ଜବରଦଖଲ; ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ବିନା ଅନୁମତିରେ ଅନ୍ୟ ଜମିରେ ବାଉଣ୍ଡ୍ରି ନିର୍ମାଣ କରିବା ଅଭିଯୋଗରେ ପୋଲିସ ଝାରପଡ଼ା ଅଞ୍ଚଳର ଶିଖର ଚନ୍ଦ୍ର ଜେନା (୬୫) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ୨୩ ମାର୍ଚ୍ଚରେ ଇମତିଆଜ ଖାନ ଏବଂ ତାଙ୍କ ପରିବାର ପୁରୀ ବାଇପାସ ରୋଡ୍ ନିକଟସ୍ଥ ଝାରପଡ଼ାର…

ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୋଲିସକୁ ବଡ ସଫଳତା ମିଳିଛି। ଏକ ମାଓ ଡମ୍ପକୁ ଉଦ୍ଧାର କରିଛି ପୋଲିସ। ମରକନଗୁଡା ଏବଂ ମେଟାଗୁଡା ଜଙ୍ଗଲରେ ଚଢାଉ କରି ମାଓବାଦିଙ୍କ ଦ୍ବାରା ଲୁଚାଇ ରଖା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର ହୋଇଛି।…

ଲୋକପ୍ରିୟ ସାଉଥ ଅଭିନେତାଙ୍କ ବିରୋଧରେ ସାଇବର କ୍ରାଇମ ଅଭିଯୋଗ

ନୂଆଦିଲ୍ଲୀ: ସାଉଥ ସିନେମାର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଉପରେ ଅବୈଧ ବେଟିଂ ଆପ୍ସକୁ ପ୍ରୋତ୍ସାହିତ କରିବା ସମ୍ପର୍କିତ ମାମଲା ରୁଜୁ ହେବାର ଗୋଟିଏ ଦିନ ପରେ ହିଁ ପ୍ରଭାସ, ନନ୍ଦମୁରୀ ବାଲକୃଷ୍ଣ ଏବଂ ଗୋପୀଚାନ୍ଦଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏକ ଟକ୍ ସୋ ର…

ମେରଠ ହତ୍ଯା ମାମଲା; ଜେଲରେ ନିଶା ପାଇଁ ବିକଳ ମୁସ୍କାନ ଓ ବୟଫ୍ରେଣ୍ଡ ସାହିଲ

ମେରଠ: ସୌରଭ ରାଜପୁତ ହତ୍ୟାକାଣ୍ଡରେ ବର୍ତ୍ତମାନ ଏକ ନୂଆ ଖୁଲାସା ହୋଇଛି। ହତ୍ୟା ଅଭିଯୁକ୍ତ ମୁସ୍କାନ ଏବଂ ତା' ବୟଫ୍ରେଣ୍ଡ ସାହିଲ ଜେଲ ଭିତରେ ନିଶା ପାଇଁ ଡହଳ ବିକଳ ହେଉଛନ୍ତି। ଜେଲ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜେଲରେ ଉଭୟ ନିଶା ମାଗୁ ଛନ୍ତି। ଏପରିକି ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା…

ମୃତ୍ଯୁର ୧୮ ମାସ ପରେ ଜୀବିତ ଫେରିଲେ ମହିଳା, ଏବେବି ଜେଲରେ ତାଙ୍କ ହତ୍ଯାକାରୀ!

ଭୋପାଳ: ମଧ୍ୟପ୍ରଦେଶର ମନ୍ଦସୌରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଦେଢ଼ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି। ଯେତେବେଳେ କି ପରିବାରବର୍ଗ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିସାରିଥିଲେ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳାଙ୍କ ହତ୍ୟା ପାଇଁ ଚାରି…

ହତ୍ଯା ମାମଲାରେ ଗୋଆରୁ ଗିରଫ ଗଜପତିର ବ୍ଯକ୍ତି

ପାଣାଜୀ: ଗୋଆ ଭର୍ନା ଥାନା ଅଞ୍ଚଳର ଏକ କୁକୁଡ଼ା ଫାର୍ମରେ ଘଟିଥିବା ହିଂସାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ଏହି ହତ୍ୟା ଅଭିଯୋଗରେ ଗଜପତି ଜିଲ୍ଲାର ଦୁଇଜଣଙ୍କୁ ଗୋଆରେ ଗିରଫ କରାଯାଇଛି। ମୃତ ବ୍ୟକ୍ତି କନ୍ଧମାଳ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଆହତ ଜଣକ ଗଜପତିର ବାସିନ୍ଦା ବୋଲି…