Latest Odisha News

BREAKING NEWS

Browsing Category

ଅପରାଧ

ପ୍ରେମିକାର ଘର ଲୋକ ପୁଅକୁ ଧମକାଇଥିଲେ, ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମା…

ଭୁବନେଶ୍ବର: କିଟ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଓଡ଼ିଶା ଓ ଓଡ଼ିଶା ବାହାର ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପ୍ରତି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଅତ୍ଯନ୍ତ ଚିନ୍ତା ଜନକ ପ୍ରସଙ୍ଗ। ଏନେଇ…

ପୁରୀ ପୋଲିସକୁ ବଡ଼ ସଫଳତା; ସୁନା ଗହଣା ସହ ୬ ଲକ୍ଷ ଜବତ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଚନ୍ଦନପୁର ପୋଲିସ। ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଡିଆଇଜି ସତ୍ୟଜିତ୍ ନାୟକ ଏବଂ ପୁରୀ ଏସପି…

ମିଛ ଏଜେଣ୍ଟ ସାଜି ଗାଡ଼ି ଛଡାଉଥିଲେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଜଣେ ବ୍ୟକ୍ତି ଋଣ ଆଦାୟ ଏଜେଣ୍ଟ ଭାବରେ ନିଜକୁ ପରିଚୟ ଦେଇ ଜୋରଜବରଦସ୍ତ ଗାଡି ଛଡାଇ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗାଡି ମାଲିକ କିସ୍ତି ଦେଇଥିଲେ ମଧ୍ୟ ସେ ଜବରଦସ୍ତି ଟାଣି ନେଇଥାନ୍ତି। ସୂତ୍ର ଅନୁସାରେ ଇଏମଆଇ ଦେବା ପରେ ମଧ୍ୟ ନକଲି ଏଜେଣ୍ଟ ଅତିରିକ୍ତ ଟଙ୍କା ଦାବି…

ହଷ୍ଟେଲରୁ ନିଖୋଜ ୨୦ ଅନ୍ତେବାସୀ, ଚିନ୍ତାରେ କର୍ତ୍ତୃପକ୍ଷ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ କର୍ମଚାରୀମାନେ…

ଜିଲ୍ଲାପାଳଙ୍କ ଜନଶୁଣାଣୀ ବେଳେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ…

ବାଙ୍କୀ: କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବାଙ୍କୀରେ ଅନୁଷ୍ଠିତ ଏକ ସାଧାରଣ ଅଭିଯୋଗ ସଭାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ବାଙ୍କୀ ବ୍ଲକର ବୈଦେଶ୍ୱର ଗ୍ରାମର ପୀଡିତା ମହିଳା ସସ୍ମିତା ମାଝୀ ନିଜ ଉପରେ…

ଆଶାରାମଙ୍କୁ ୬ ମାସର ଜାମିନ; ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ପୀଡିତା 

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଛଅ ମାସର ଜାମିନ ମଞ୍ଜୁର ପରେ ଜଣେ ନାବାଳିକା ଦୁଷ୍କର୍ମ ପୀଡିତା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପୀଡିତା ଆଶାରାମଙ୍କ ଜାମିନ ଖାରଜ ପାଇଁ ଆବେଦନ କରିଛନ୍ତି। ଆଶାରାମ ୨୦୧୩ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।…

ରାଉରକେଲାରେ ଅନଲାଇନ ଫ୍ରଡ୍ ଗ୍ୟାଙ୍ଗର ପର୍ଦ୍ଦାଫାସ; ୪ ଗିରଫ

ରାଉରକେଲା: ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା  ଅନଲାଇନ୍ ଠକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ବିକ୍ରୟ କରିବା ଅଭିଯୋଗରେ ରବିବାର ରାଉରକେଲା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ତିନି ଜଣ ବ୍ୟାଙ୍କ କର୍ମଚାରୀ ଥିବା ନେଇ ମଧ୍ୟ ସୂଚନା ମିଳିଛି। ସେମାନଙ୍କ ସ୍ମାର୍ଟ ଫୋନରୁ…

ଭୁବନେଶ୍ୱର ସ୍କୁଲ ନିକଟରେ ବିସ୍ଫୋରଣ; ବନ୍ଧା ହେଲେ ୫

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୩ (କେଭି-୩) ନିକଟରେ ଗୁରୁବାର ସକାଳେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ମଞ୍ଚେଶ୍ୱର ପୋଲିସ ରବିବାର ୫ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁଯାୟୀ, ସିସିଟିଭି ଫୁଟେଜ୍ ଏବଂ କିଛି ବାସିନ୍ଦାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା…

କାନାଡାରେ କପିଲଙ୍କ କାଫେରେ ଗୁଳିକାଣ୍ଡ; ଦିଲ୍ଲୀରୁ ସୁଟର ଗିରଫ

ନୂଆଦିଲ୍ଲୀ: କାନାଡାରେ କପିଲ ଶର୍ମାଙ୍କ କେଏପିସ୍ କାଫେରେ ଗୁଳିକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ସୁଟର ବନ୍ଧୁ ମାନ ସିଂହ ସେଖୋନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ। ସୂଚନା ଅନୁଯାୟୀ, ଗୁଳିକାଣ୍ଡ ପରେ ସେ ଭାରତ ପଳାଇ ଆସିଥିଲା। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ୍…

ଭୁବନେଶ୍ୱରରେ ବୋମା ମାଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ଗଡକଣା ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର ୩ ନିକଟରେ ଶୁକ୍ରବାର ସକାଳେ ଏକ ବୋମା ମାଡ ହୋଇଛି। ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୮ଟା ସମୟରେ ଘଟିଥିଲା। ଯେତେବେଳେ ଦୁର୍ବୃତ୍ତମାନେ ବାଇକରେ ଆସି  ସ୍କୁଲର ଗେଟ୍ ପାଖରେ କିଛି ଫିଙ୍ଗି ଦେଇଥିଲେ।…