Latest Odisha News

BREAKING NEWS

Browsing Category

ଅପରାଧ

ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଅଞ୍ଚଳରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କ ସ୍ୱାମୀ ପାଖରେ ନଥିବା ବେଳେ ତାଙ୍କୁ ଅଭିଯୁକ୍ତ ଜଣକ ଟଣାଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀର…

ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ, ୨୦ ଆହତ

ଭୁବନେଶ୍ବର: ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଶୋଭାଯାତ୍ରା ସମୟରେ ଦରଘା ମଇଦାନ ନିକଟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ସୌକିନ ଜୀବନ ପାଇଁ ଠକେଇ: ନିଜକୁ IAS ଅଫିସର କହି ହତାଉଥିଲା ବ୍ରାଣ୍ଡେଡ ଜିନିଷ

ଭୁବନେଶ୍ୱର: ଆଇଏଏସ୍ ଅଫିସର ସାଜି ଚଲାଇଥିଲା ଲୁଟପାଟ। ବାବୁଙ୍କର ନିଶା ହେଉଛି ବ୍ରାଣ୍ଡେଡ ଜିନିଷ ହାତେଇବା। ନିଜକୁ ଆଇଏଏସ ଅଫିସର ପରିଚୟ ଦେଇ ଦାମୀ ଚଷମା କିଣୁଥିଲା। ଶେଷରେ ପୋଲିସ ଜାଲରେ ପଡ଼ିଲା ଠକ। ଦାମୀ ଚଷମା କିଣି ଟଙ୍କା ନଦେବା ନକଲି ସବ୍ କଲେକ୍ଟରକୁ ମାହାଙ୍ଗା ପଡ଼ିଛି। ନକଲି ସବ…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ

ଭୁବନେଶ୍ଵର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ବାଲି ମାଫିଆ ଓ ପ୍ରଶାସନ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟ, ଆଜି ରାଜନଗର ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ରୁଟିନ ଏନଫୋର୍ସମେଣ୍ଟ ସମୟରେ ଏକ ବାଲି ବୋଝଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ।…

ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟା ଘଟଣା; ମୋ ଝିଅକୁ ବି ସେମିତି ଠେଲିଦିଅ…

ପୁଣେ: ଲୋହାଗଡ଼ ଫୋର୍ଟରେ ୨୬ ବର୍ଷୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟା ଘଟଣାର ତଦନ୍ତ ଜୋରଦାର ହୋଇଛି। ଦୁଇ ଅଭିଯୁକ୍ତଙ୍କ ପରିବାର ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଏପଟେ ସିଆ ଗୋୟଲଙ୍କ ବାପାମାଆ କହିଛନ୍ତି ଯେ ଯଦି ସେମାନଙ୍କ ଝିଅ ଦୋଷୀ ସାବ୍ୟସ୍ତ ହୁଏ…

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ବିବାଦ; ୮ ଜଣ ଗିରଫ

ନୂଆଦିଲ୍ଲୀ: ଦୀର୍ଘ ୨୦ ଦିନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାମ ମନ୍ଦିରର ଦାନ ବାକ୍ସରୁ ପାଣ୍ଠି ଆତ୍ମସାତ ମାମଲାରେ ଏକ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କୃଷ୍ଣମୋହନଙ୍କ ଅଭିଯୋଗ…

ଭିଜିଲାନ୍ସ ଜାଲରେ ସମ୍ବଲପୁର CADAର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ୭ଟି ସ୍ଥାନରେ ରେଡ୍‌

ସମ୍ବଲପୁର: ଓଡ଼ିଶା ଭିଜିଲାନ୍ସ ବିଭାଗ ସମ୍ବଲପୁର ଡିଭିଜନର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି (CADA)ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ସମ୍ପତ୍ତି ଉପରେ ମଙ୍ଗଳବାର ଦିନ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ଜ୍ଞାତ ଆୟ ଉତ୍ସଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗ ପରେ…

ଚାମେଲି ଓଝା ଘଟଣାରେ ଆଉ ଜଣେ ଗିରଫ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଘଟଣାରେ ସୋମବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜୁନ୍ ୧୧ ତାରିଖରେ ଘଟିଥିବା ଏକ ଘଟଣାରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କ କାର୍ଯ୍ୟାଳୟ…

NEET UG ପରୀକ୍ଷା; ସୋଲଭର ଗ୍ୟାଙ୍ଗର ୩୦ ଗିରଫ, ନକଲି ପରୀକ୍ଷାର୍ଥୀ…

ନୂଆଦିଲ୍ଲୀ: ରବିବାର NEET UG ପରୀକ୍ଷାରେ ସୋଲଭର ଗ୍ୟାଙ୍ଗର ପର୍ଦ୍ଦାଫାସ ହେବାର ଗୋଟିଏ ଦିନ ପରେ ପୋଲିସକୁ ନୂଆ ସୁରାକ ମିଳିଛି। ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ ପରୀକ୍ଷା କେନ୍ଦ୍ରରେ ବାୟୋମେଟ୍ରିକ୍ ଯାଞ୍ଚ ସିଷ୍ଟମକୁ ହ୍ୟାକ୍…

ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ୍ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇ ବିଜେନ୍ଦ୍ର ନାଥ ତିୱାରୀଙ୍କୁ ବିହାରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁରୁଣା ବିବାଦକୁ ନେଇ କେହି ଧାରୁଆ ଅସ୍ତ୍ରରେ…