Latest Odisha News

BREAKING NEWS

Browsing Category

ଅପରାଧ

୨୦ ଟଙ୍କା ପାଇଁ ଝିଅକୁ ମାରିଦେଲା ସାବତ ମା’

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପୋଡାସାହି ଗ୍ରାମରେ ୨୦ ଟଙ୍କାର ଦହି ବରା ଖାଇଦେବାରୁ ଜଣେ ନାବାଳିକା ଝିଅକୁ ପିଟିପିଟି ହତ୍ୟା କରିଛି ସାବତ ମା'। ପୋଲିସ ଏହି ଘଟଣାରେ ଗୁରୁବାର ମହିଳାଙ୍କୁ ଅଟକ ରଖିଛି। ମୃତକ ଜଣକ ନବମ ଶ୍ରେଣୀର ଛାତ୍ରୀ ତୁଳସୀ (୧୪) ବୋଲି…

ବାବା ସିଦ୍ଦିକି ହତ୍ୟା ମାମଲାରେ ଆଉ ୩ଜଣଙ୍କୁ ବାନ୍ଧିଲା ପୋଲିସ

ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ପୋଲିସ ଆଉ ତିନି ଜଣଙ୍କୁ ଗିରଫ କରିଛି। ବୁଧବାର ବିଳମ୍ବିତ ରାତିରେ ପୁଣେରୁ ଏହି ଗିରଫଦାରୀରେ ଗିରଫ ହୋଇଥିବା ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏହି ମାମଲାରେ ପୁଲିସ ପୂର୍ବରୁ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ…

ଲାଞ୍ଚ ନେଇ ବନ୍ଧାହେଲେ ଏଆରଆଇ

ବିନିକା: ଏଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଇ) ତଥା ଭାରପ୍ରାପ୍ତ ଆରଆଇ ବିବେକାନନ୍ଦ ତ୍ରିପାଠୀ। ଜଣେ ଅଭିଯୋଗକାରୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ ସମସ୍ୟାର…

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଶ୍ବସ୍ତି, ବମ୍ବେ ହାଇକୋର୍ଟ ଦେଲେ ଜାମିନ

ମୁମ୍ବାଇ: ବ୍ୟବସାୟୀ ଜୟା ଶେଟ୍ଟୀଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଜୟା ଶେଟ୍ଟୀଙ୍କୁ ୪ ମେ ୨୦୦୧ରେ…

ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଚେୟାରମ୍ୟାନ ମାଧବୀ ପୁରୀ

ନୂଆଦିଲ୍ଳୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ସରକାର ତାଙ୍କୁ ନିର୍ଦୋଷ ପ୍ରମାଣିତ କରିଛନ୍ତି। ଏହା ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି। ୨୦୨୫ ମସିହା ଫେବ୍ରୁଆରୀରେ ତାଙ୍କ…

ନିର୍ବାଚନ ଲଢିବ ଲରେନ୍ସ ବିଷ୍ଣୋଇ!, ଜାଣନ୍ତୁ କେଉଁ ଦଳ ଦେଇଛି ପ୍ରସ୍ତାବ…

ନୂଆଦିଲ୍ଲୀ: ଅପରାଧ ଜଗତର ବାଦଶାହ କୁହାଯାଉଥିବା ଲରେନ୍ସ ବିଷ୍ଣୋଇ ଏବେ ରାଜନୀତିରେ ପାଦ ଥାପିବ । ନିର୍ବାଚନ ଲଢିବ ଲରେନ୍ସ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । ଏଥିପାଇଁ ଲରେନ୍ସ ବିଷ୍ଣୋଇକୁ ମହାରାଷ୍ଟ୍ରର ଏକ ଦଳ ପ୍ରସ୍ତାବ ଦେଇଛି । ଯଦି ଲରେନ୍ସ ଚାହିଁବ ତାହାଲେ ସେ ତାଙ୍କ ଦଳରେ ଯୋଗ…

‘ଲରେନ୍ସ ବିଷ୍ଣୋଇକୁ ଏନକାଉଣ୍ଟରେ ଉଡେଇ ଦିଅ, ୧ କୋଟିରୁ ଅଧିକ ପୁରସ୍କାର ଦେବୁ’

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଲରେନ୍ସ ବିଷ୍ଣୋଇ ଗାଙ୍ଗର ପାଦ୍ରୁଭାବ । ପକେଟ ମାର୍, ଚୋରି ତସ୍କରିରୁ ନିଜର କଳାବଜାରୀ ଆରମ୍ଭ କରିଥିବା କରିଥିବା ଲରେନ୍ସ ଅଣ୍ଡର ଓ୍ବାର୍ଲ୍ଡର ଏକ ବଡ ନାମ ପାଟଲିଲାଣି । ବିଭିନ୍ନ ହାଇପ୍ରୋଫାଇଲ ମର୍ଡରରେ ନିଜକୁ ଖୁଲମ ଖୁଲା ଦାୟୀ କରୁଛି…

ମହାରାଷ୍ଟ୍ରରେ ଯୋଗେନ୍ଦ୍ର ଯାଦବଙ୍କ ସଭାରେ ଭିବିଏର ବିଶୃଙ୍ଖଳା

ମୁମ୍ବାଇ: ସ୍ୱରାଜ ଇଣ୍ଡିଆ ପାର୍ଟିର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ଏକ ରାଜନୈତିକ ରାଲିରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଫଳରେ ସେ ଅଧରୁ ବନ୍ଦ କରିଦେଇଥିଲେ ତାଙ୍କ ସଭା। ମହାରାଷ୍ଟ୍ରର ଅକୋଲାରେ ଆୟୋଜିତ ଏହି ସଭାରେ ଏହିପରି ଘଟଣା ଦେଖିବାକୁ ମିଳିଛି। ସୂଚନା…

କୋଲକାତା ରେପ୍ ମର୍ଡର କେସ୍ : ଶେଷ ହେଲା ଜୁନିଅର ଡାକ୍ତରଙ୍କ ହରତାଳ

କୋଲକାତା : କୋଲକାତାରେ ରେପ ଓ ମର୍ଡର ବିରୋଧରେ ଚାଲିଥିବା ଆମରଣ ଅନଶନ ବନ୍ଦ ହୋଇଛି। ଜୁନିଅର ଡାକ୍ତର ମାନଙ୍କ ଦ୍ୱାରା ଚାଲିଥିବା ଏହି ଆନ୍ଦୋଳନ ୧୭ ଦିନପରେ ଶେଷ ହୋଇଛି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେବା ପରେ ଏପରି ହୋଇଛି। କୋଲକତା ରେପ ମର୍ଡର କେସରେ…

ଖଲିସ୍ତାନୀ ଆତଙ୍କାବାଦୀଙ୍କ ଧମକ, ନଭେମ୍ବର ୧ରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆରେ ଯାତ୍ରା କରନି

ନୂଆଦିଲ୍ଲୀ: ନଭେମ୍ବର ୧ରୁ ୧୯ ତାରିଖ ଭିତରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ ବୋଲି ସୋମବାର ପୁଣି ଧମକ ଦେଇଛି ଖଲିସ୍ତାନୀ ଆତଙ୍କାବାଦୀ। ଏଭଳି ଧମକ ଦେଇଛନ୍ତି ଖଲିସ୍ତାନୀ ଆତଙ୍କାବାଦୀ ଗୁରୁପତୱନ୍ତ ସିଂ ପନ୍ନୁ। ଶିଖ୍ ଫର ଜଷ୍ଟିସ (ଏସଏଫଜ)ର ପ୍ରତିଷ୍ଠାତା ଦାବି କରିଛନ୍ତି…