Latest Odisha News
Browsing Category

ବାଣିଜ୍ୟ

India To Get 114 Rafale Jets: ହଜିବ ପାକିସ୍ତାନ ଏବଂ ଚୀନ ନିଦ! ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ୧୧୪…

ନୂଆଦିଲ୍ଲୀ: ଭାରତ ଏହାର ସୁରକ୍ଷା ଏବଂ ବାୟୁସେନାର ଶକ୍ତିକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବାୟୁସେନା…

india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ

ଭୁବନେଶ୍ବର: ଭାରତୀୟ ଡାକ ବିଭାଗ କେବଳ ଡାକ ସେବା ନୁହେଁ ବରଂ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ ସେବା ମଧ୍ୟ ପ୍ରଦାନ କରେ। ଡାକଘରେ ଆପଣ ଏକ ନିୟମିତ ସଞ୍ଚୟ ଖାତା ଖୋଲିପାରିବେ ଏବଂ ବିଭିନ୍ନ ସଞ୍ଚୟ ଯୋଜନା ଯେପରିକି ଆରଡି ଆକାଉଣ୍ଟ, ଫିକ୍ସଡ୍ ଡିପୋଜିଟ୍ (FD) ଆକାଉଣ୍ଟ, କିଷାନ ବିକାଶ ପତ୍ର…

ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…

ନୂଆଦିଲ୍ଲୀ: ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଭାରତୀୟ ପାସପୋର୍ଟର ରାଙ୍କିଂରେ ଉନ୍ନତି ଦେଖାଯାଇଛି। ତେବେ ଗତ ବର୍ଷ ଭାରତ ୮୫ ତମ ସ୍ଥାନରେ ଥିଲା କିନ୍ତୁ ଚଳିତ ବର୍ଷ ଏହା ପାଞ୍ଚଟି ସ୍ଥାନ ଉପରକୁ ଯାଇ ୮୦ ତମ ସ୍ଥାନରେ ପହଞ୍ଚିଛି। ଚଳିତ ବର୍ଷ ନାଇଜର ଏବଂ…

ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ବ୍ଲିଙ୍କିଟ୍, ଜେପ୍ଟୋ କିମ୍ବା ସ୍ୱିଗି ଇନଷ୍ଟାମାର୍ଟରୁ ସାମଗ୍ରୀ ଅର୍ଡର୍ କଲେ ୧୦ ମିନିଟ୍ ମଧ୍ୟରେ ସାମଗ୍ରୀ ଆସି ଘରେ ପହଞ୍ଚି ଯାଇଥାଏ। କିନ୍ତୁ ବର୍ତ୍ତମାନ୍ ସରକାର ଏହି ଫାଷ୍ଟ-ଟ୍ରାକ୍ କମ୍ପାନୀଗୁଡ଼ିକୁ "୧୦-ମିନିଟ୍ ଡେଲିଭରି" ପ୍ରତିଶ୍ରୁତି ହଟାଇବାକୁ ନିର୍ଦ୍ଦେଶ…

ଭାରତର ଜିଡିପି ଠାରୁ ଅଧିକ ସୁନା ରହିଛି ଲୋକଙ୍କ ଘରେ…

ନୂଆଦିଲ୍ଲୀ: ଭାରତ ହେଉ କିମ୍ବା ଆନ୍ତର୍ଜାତୀୟ ବଜାର ହେଉ ସବୁଠାରେ ସୁନାର ମୂଲ୍ୟ ଆକାଶ ଛୁଆଁ ହୋଇସାରିଛି। ତେବେ ଆନ୍ତର୍ଜାତିକ ସ୍ତରରେ ସୁନା ମୂଲ୍ୟ ବର୍ତ୍ତମାନ ପ୍ରତି ଆଉନ୍ସ ୪୫୦୦ ଡଲାର ଅତିକ୍ରମ କରିସାରିଛି। ବର୍ତ୍ତମାନ ଭାରତୀୟ ପରିବାରରେ ମୋଟ $୫ ଟ୍ରିଲିୟନ ମୂଲ୍ୟର ସୁନା ଗଚ୍ଛିତ…

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ବାଣିଜ୍ୟିକ ଚୁକ୍ତି; ୯୫ ସାମଗ୍ରୀ…

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ନୂଆ ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯାହା ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରୁଛି। ଏହି ଚୁକ୍ତିନାମା ୧.୪ ବିଲିୟନ ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡକୁ ଏକ ପ୍ରମୁଖ…

ବଢ଼ିଲା ଟ୍ରେନ୍ ଭଡ଼ା; ନନ୍‌ ଏସିରେ ୫୦୦ କିମି. ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେଲ୍ ଏବଂ ଏକ୍ସପ୍ରେସ୍ ଟିକେଟ୍ ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି। ଏହି ଭଡ଼ା ବୃଦ୍ଧି ଡିସେମ୍ବର ୨୬ ତାରିଖରୁ ଲାଗୁ ହେବ। ଖାସ୍ କରି ଟ୍ରେନରେ ଦୂର ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ରେଳବାଇର ସୂଚନା ଅନୁଯାୟୀ, ୨୧୫…

ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ

ନୂଆଦିଲ୍ଲୀ: ଆମେରିକା ପରେ ବର୍ତ୍ତମାନ୍ ମେକ୍ସିକୋ ମଧ୍ୟ ଭାରତ, ଚୀନ୍ ସମେତ ଅନେକ ଏସୀୟ ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ମେକ୍ସିକୋ ସେନେଟ୍ ଦ୍ଵାରା ଏହି ପ୍ରସ୍ତାବକୁ ମଞ୍ଜୁର ମିଳିବା ସହ ବର୍ଦ୍ଧିତ ଶୁଳ୍କ ଆସନ୍ତା ୨୦୨୬ ମସିହାରୁ…

ଖସିଲା ରେପୋ ରେଟ୍; ଏଣିକି ଶସ୍ତା ହେବ ଇଏମଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରା ନୀତି ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛି। ରେପୋ ହାରକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ରେପୋ ହାର ବର୍ତ୍ତମାନ ୫.୫୦%ରୁ ୫.୨୫% କୁ ହ୍ରାସ କରାଯାଇଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ରେପୋ ହାର ହ୍ରାସ…

Mahindra:ନୂଆ ବର୍ଷରେ ଗାଡ଼ି ମୂଲ୍ୟ ବୃଦ୍ଧି ହେବ ନାହିଁ…ସ୍ପଷ୍ଟ କଲା ମହିନ୍ଦ୍ରା

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସ୍ପଷ୍ଟ କରିଛି ଯେ କମ୍ପାନୀ ଆଗାମୀ ବର୍ଷ ଅର୍ଥାତ୍ ଜାନୁଆରୀ ୨୦୨୬ରୁ ନିଜର ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁନାହିଁ। ସାଧାରଣତଃ, ଅଧିକାଂଶ କାର କମ୍ପାନୀ ପ୍ରତିବର୍ଷ ଜାନୁଆରୀରେ ନୂତନ ମୂଲ୍ୟ ଘୋଷଣା କରନ୍ତି, କିନ୍ତୁ ଏଥର ମହିନ୍ଦ୍ରା ଏକ…