Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଏଣିକି ଏସବିଆଇରୁ ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଚାର୍ଜ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ଆଣିଛି। ବିଶେଷକରି ଯେଉଁମାନଙ୍କର ଏସବିଆଇରେ ‘ବେସିକ୍ ସେଭିଙ୍ଗସ୍ ବ୍ୟାଙ୍କ ଡିପୋଜିଟ୍’ ଆକାଉଣ୍ଟ ରହିଛି ଏବଂ ଯେଉଁମାନେ ମାସକୁ ଏକାଧିକ ଥର ନଗଦ ଟଙ୍କା ଉଠାଣ କରୁଛନ୍ତି, ସେମାନଙ୍କ ପାଇଁ ଏହି ସୂଚନା…

ଲାଭ ବଢ଼ାଇବା ଲକ୍ଷ୍ୟରେ ଜେପ୍ଟୋ: ବଢ଼ିଲା ଫ୍ରି ଡେଲିଭରି ପାଇଁ ସର୍ବନିମ୍ନ ଅର୍ଡର ମୂଲ୍ୟ

ନୂଆଦିଲ୍ଲୀ: ଅନଲାଇନ୍ ମାଧ୍ୟମରେ ଘରୋଇ ସାମଗ୍ରୀ ଓ ଗ୍ରୋସରୀ ମଗାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। କ୍ୱିକ୍ କମର୍ସ ପ୍ଲାଟଫର୍ମ 'ଜେପ୍ଟୋ' ନିଜର ଫ୍ରି ଡେଲିଭରି ନିୟମରେ ପରିବର୍ତ୍ତନ କରିଛି। ଏଣିକି ମାଗଣାରେ ସାମଗ୍ରୀ ଡେଲିଭରି ପାଇବା ପାଇଁ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା…

ଇଏମଆଇରେ କିଣାଯାଇଥିବା ଫୋନର ଦେୟ ନଦେଇପାରିଲେ କଣ ହେବ, RBI ଘୋଷଣା କଲା ନିୟମ

ମୁମ୍ବାଇ: ଆଜିକାଲି ଅନେକ ଲୋକ ଇଏମ୍‌ଆଇ କିମ୍ବା ଫାଇନାନ୍ସରେ ସ୍ମାର୍ଟଫୋନ୍, ଟାବଲେଟ୍ ଏବଂ ଲ୍ୟାପଟପ୍ କିଣୁଛନ୍ତି। ତେବେ ଠିକ୍ ସମୟରେ ଇଏମ୍‌ଆଇ ନଦେଲେ କିଛି ଫାଇନାନ୍ସ କମ୍ପାନୀ କିମ୍ବା ବ୍ୟାଙ୍କ ଗ୍ରାହକଙ୍କ ଫୋନକୁ ରିମୋଟ୍ କଣ୍ଟ୍ରୋଲ୍ ଜରିଆରେ ଲକ୍ କରିଦେଉଥିବା ଦେଖିବାକୁ ମିଳୁଛି । ଏହି…

ସିଜେପି ପରେ ଇ-୨୦ (E20) ଜନତା ପାର୍ଟି, ପେଟ୍ରୋଲକୁ ନେଇ ତେଜିଲା ଜନଅସନ୍ତୋଷ: ବିଶୁଦ୍ଧ ଇନ୍ଧନ ଦାବି ସହ ମନ୍ତ୍ରୀ…

ନୂଆଦିଲ୍ଲୀ: ଦେଶବ୍ୟାପୀ ଇ-୨୦ (E20) ପେଟ୍ରୋଲର ବାଧ୍ୟତାମୂଳକ ବିକ୍ରିକୁ ନେଇ ତୀବ୍ର ଅସନ୍ତୋଷ ମୁଣ୍ଡ ଟେକିଛି। ଗାଡ଼ିର ଇଞ୍ଜିନ୍ ଖରାପ ହେଉଥିବା ଅଭିଯୋଗ ଆଣି ସାଧାରଣ ଗାଡ଼ି ଚାଳକ ଏବଂ ବିଭିନ୍ନ ପରିବହନ ସଂଘ ଏବେ ରାସ୍ତାକୁ ଓହ୍ଲାଇଛନ୍ତି। କୋକରୋଚ ଜନତା ପାର୍ଟର ଆନ୍ଦୋଳନ ପରେ ଶିକ୍ଷା…

ଆମେରିକାର ନିଷ୍ପତ୍ତି ପରେ ବିଶ୍ୱ ଶକ୍ତି ବଜାରରେ ବଡ଼ ଆଶ୍ୱସ୍ତି: ୬ ପ୍ରତିଶତ ଖସିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ : ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଇରାନ ଉପରେ ତୁରନ୍ତ କୌଣସି କଠୋର ସାମରିକ ବା ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଆମେରିକା ନିଷ୍ପତ୍ତି ନେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଗୋଟିଏ ଦିନରେ…

ବରିଷ୍ଠ ନାଗରିକଙ୍କ ପାଇଁ ବମ୍ପର୍ ଅଫର୍: FD ଉପରେ ଏବେ ମିଳୁଛି ୯.୨% ଯାଏଁ ରିଟର୍ଣ୍ଣ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଅବସରପ୍ରାପ୍ତ ଜୀବନ ପାଇଁ ପୁଞ୍ଜି ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଅଛି। ଦେଶର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଫିକ୍ସଡ୍ ଡିପୋଜିଟ୍ ରେ ନିବେଶ କରିବା ଏବେ ଆହୁରି ଲାଭଦାୟକ ହୋଇଛି। ଜୁଲାଇ ୨୦୨୬ ସୁଦ୍ଧା ଅନେକ…

PF ଖାତାରେ ଜମା ହେବା ଆରମ୍ଭ ହେଲାଣି ୮.୨୫% ସୁଧ, ତୁରନ୍ତ ଚେକ୍ କରନ୍ତୁ ବାଲାନ୍ସ

ଭୁବନେଶ୍ୱର: ଦେଶର କୋଟି କୋଟି ବେତନଭୋଗୀ ତଥା ଚାକିରିଆଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଆକାଉଣ୍ଟକୁ ବହୁ ପ୍ରତୀକ୍ଷିତ ସୁଧ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯଦି ଆପଣ ଜଣେ ଇପିଏଫଓ ହିତାଧିକାରୀ, ତେବେ ଆପଣଙ୍କ ପିଏଫ୍ ଖାତାକୁ…

ମାତ୍ର ୫ ବର୍ଷରେ ଟଙ୍କା ଡବଲ! ମ୍ୟୁଚୁଆଲ ଫଣ୍ଡରେ ନିବେଶ ପୂର୍ବରୁ ଏହି ‘ସତ’ ଜାଣିଛନ୍ତି କି?

ଭୁବନେଶ୍ୱର: ଆଜିର ସମୟରେ ସଞ୍ଚୟଠାରୁ ନିବେଶ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରି ଅଳ୍ପ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭ ଅନେକ ନିବେଶକଙ୍କୁ ଆକୃଷ୍ଟ କରୁଛି। ନିକଟରେ କିଛି ମ୍ୟୁଚୁଆଲ ଫଣ୍ଡ ସ୍କିମ୍ ମାତ୍ର ୫ ବର୍ଷ ଭିତରେ ନିବେଶକଙ୍କ…

୫ ଲକ୍ଷ ଜମା କଲେ ମିଳିବ ସିଧା ୧୦ ଲକ୍ଷ! ସରକାରଙ୍କ ଏହି ସ୍ୱତନ୍ତ୍ର ସାର୍ଟିଫିକେଟ୍ ପଛର ରହସ୍ୟ କଣ?

ଆଜିକାଲିର ଅନିଶ୍ଚିତ ବଜାର ବ୍ୟବସ୍ଥା ଏବଂ ସେୟାର ମାର୍କେଟର ଅସ୍ଥିରତା ମଧ୍ୟରେ ନିଜର କଷ୍ଟଅର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବା ସହ ତାକୁ ଦ୍ୱିଗୁଣିତ କରିବା ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ହୋଇଥାଏ। ଯଦି ଆପଣ କୌଣସି ବିପଦ ନ ନେଇ ସମ୍ପୂର୍ଣ୍ଣ ସରକାରୀ ଗ୍ୟାରେଣ୍ଟି ସହ ନିଜ…

ମାସେ ନୁହେଁ ମାତ୍ର ୩ ଦିନରେ ମିଳିବ ବିଦେଶ ଟିକେଟ୍! କିନ୍ତୁ ଜୁଲାଇ ୧ ରୁ ବଦଳିଯିବ ସବୁ କିଛି..

ନୂଆଦିଲ୍ଲୀ: ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିମ୍ବା ଅତି କମ୍ ସମୟ ମଧ୍ୟରେ ବିଦେଶ ଯିବାକୁ ପଡ଼ୁଛି, ତେବେ ସାଧାରଣ ପାସପୋର୍ଟ ପ୍ରକ୍ରିୟାରେ ମାସ ମାସ ଧରି ଅପେକ୍ଷା କରିବା ସମ୍ଭବ ହୋଇନଥାଏ।…