Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଷ୍ଟକ୍ ବଜାରକୁ ଏହିପରି ପ୍ରଭାବିତ କରେ ସାଧାରଣ ବଜେଟ୍, ଏଥିରେ ଲାଭଦାୟକ ହୁଏ ନିବେଶ

ନୂଆଦିଲ୍ଲୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଆସିବ କେନ୍ଦ୍ର ସାଧାରଣ ବଜେଟ୍। ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନା କରିବେ। ସାଧାରଣତଃ ସପ୍ତାହର ଶନିବାର ଓ ରବିବାର ଷ୍ଟକ୍…

ଏମଏସଏମଇ କ୍ଷେତ୍ରକୁ ମିଳିଲା ବଳ, ମ୍ୟୁଚୁଆଲ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: ଏମଏସଏମଇ କ୍ଷେତ୍ରକୁ ସମୃଦ୍ଧ କରିବାକୁ ଆସିଲା ଯୋଜନା । ମ୍ୟୁଚୁଆଲ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମକୁ କେନ୍ଦ୍ରର ଅନୁମୋଦନ। ବଜେଟ୍ ଘୋଷଣା ଅନୁସାରେ ପ୍ରତିଶ୍ରୁତି ପାଳନ କଲେ କେନ୍ଦ୍ର ସରକାର। କାରଖାନା ସ୍ଥାପନ ଓ ଉପକରଣ କିଣିବାକୁ ୧୦୦ କୋଟି ପର୍ଯ୍ୟନ୍ତ ଋଣ ସୁବିଧା ମିଳିପାରିବ।…

ଏହି କ୍ରେଡିଟ୍ କାର୍ଡରେ ମିଳିବ ଭରପୂର ରିଓ୍ବାର୍ଡ ସହିତ  କ୍ୟାସବ୍ୟାକ୍ 

ଭୁବନେଶ୍ବର: ଏକ କ୍ରେଡିଟ୍ କାର୍ଡ ନେବାବେଳେ, ନିଜର ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି ଆପଣ ସବୁବେଳେ ଏକ ବ୍ରାଣ୍ଡର ଆଉଟଲେଟ୍ ରେ ସପିଂ କରନ୍ତି, ତେବେ ଏପରି କ୍ରେଡିଟ୍ କାର୍ଡ ବାଛନ୍ତୁ ଯାହା ପ୍ରତ୍ୟେକ କ୍ରୟ ଉପରେ ରିଓ୍ବାର୍ଡ କିମ୍ବା କ୍ୟାସବ୍ୟାକ୍ ପ୍ରଦାନ କରେ । ସେହିଭଳି,…

ସବୁଠାରୁ ଶସ୍ତା ବ୍ୟକ୍ତିଗତ ଲୋନ କେଉଁଠୁ ପାଇବେ ?

ଭୁବନେଶ୍ବର: ଯଦି ଆପଣ ବ୍ୟକ୍ତିଗତ ଲୋନ ନେବାକୁ ଚିନ୍ତା କରୁଛନ୍ତି, ତେବେ କେଉଁ ବ୍ୟାଙ୍କ ସର୍ବନିମ୍ନ ସୁଧ ହାରରେ ଲୋନ ପ୍ରଦାନ କରୁଛି ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହା ସହିତ ଆପଣଙ୍କୁ ଲୋନ ଉପରେ କମ୍ ସୁଧ ଦେବାକୁ ପଡିବ ଏବଂ ଆପଣଙ୍କର ଇଏମଆଇ ମଧ୍ୟ କମ୍ ରହିବ । ଅନେକ…

ପୋଷ୍ଟ ଅଫିସ୍ ଆରଡି ସ୍କିମ୍: ଦୈନିକ ୧୦୦ଟଙ୍କା ନିବେଶ କରି ୨ଲକ୍ଷରୁ ଅଧିକ ପାଣ୍ଠି କରନ୍ତୁ ଜମା

ଭୁବନେଶ୍ବର: ଯଦି ଆପଣ ପ୍ରତି ମାସରେ ଟଙ୍କା ସଞ୍ଚୟ କରିବେ କେମିତି ଭାବୁଛନ୍ତି, ତେବେ ଡାକଘରର ଆରଡି(RD ପୁନରାବୃତ୍ତି ଜମା) ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିବ । ଏହି ଯୋଜନାରେ,ଆପଣ ପ୍ରତିଦିନ ମାତ୍ର ଶହେ ଟଙ୍କା ଜମା କରି ପାଞ୍ଚ ବର୍ଷ ମଧ୍ୟରେ ଭଲ ପରିମାଣର ଟଙ୍କା ସଞ୍ଚୟ…

ବିଶ୍ୱବାସୀ ଖାଉଛନ୍ତି ଭାରତ ତିଆରି ଫ୍ରେଞ୍ଚ୍ ଫ୍ରାଇଜ୍, ପ୍ରାୟ ୧୫ ଶହ କୋଟି ଟଙ୍କାର ହେଉଛି ରପ୍ତାନି

ନୂଆଦିଲ୍ଲୀ: ଫ୍ରେଞ୍ଚ ଫ୍ରାଇଜ୍ ବା ଆଳୁ ଭଜା ଏପରି ଏକ ଖାଦ୍ୟ ଯାହା ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ୧୯୯୦ ଦଶକରେ ପରିସ୍ଥିତି ଏପରି ହୋଇଥିଲା ଯେ ଭାରତରେ ଫ୍ରେଞ୍ଚ ଫ୍ରାଇଜ୍ ସହଜରେ ଉପଲବ୍ଧ ନଥିଲା। ଫ୍ରୋଜେନ୍ ଫ୍ରେଞ୍ଚ ଫ୍ରାଇଜ୍ ଆମେରିକା ଏବଂ ୟୁରୋପରୁ…

ବଢୁଛି ଓୟୋର ଚାହିଦା, ଏବେ ତୀର୍ଥଯାତ୍ରୀଙ୍କ ପାଇଁ ଖୋଲିବ ୫୦୦ଟି ନୂଆ ହୋଟେଲ

ନୂଆଦିଲ୍ଲୀ: ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫର୍‌) ଆଣିବା ପୂର୍ବରୁ ବଜେଟ୍ ହୋଟେଲ୍ ଚେନ୍ କମ୍ପାନୀ ଓୟୋ ୨୦୨୫ ବର୍ଷ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି। ମେରଠରେ ଅବିବାହିତ ଦମ୍ପତିଙ୍କ ପ୍ରବେଶକୁ ନିଷିଦ୍ଧ କରିବା ପରେ, କମ୍ପାନୀ ଏବେ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ…

ଗୋଲ୍ଡ ଲୋନ୍ ନେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ସହିବେ କ୍ଷତି

ଭୁବନେଶ୍ବର: ଗୋଲ୍ଡ କେବଳ ଏକ ଅଳଙ୍କାର ନୁହେଁ ବରଂ ଏହାଏକ ଶକ୍ତିଶାଳୀ ଆର୍ଥିକ ସୁରକ୍ଷା ପ୍ରଦାନରେ ସହାୟକ ହୋଇଥାଏ । ଯେତେବେଳେ ବି ଅର୍ଥର ଆବଶ୍ୟକତା ଥାଏ, ଲୋକମାନେ ସେମାନଙ୍କର ସୁନା ବନ୍ଧକ ରଖି ଋଣ ନେଇଥାନ୍ତି । ଏହାକୁ ଗୋଲ୍ଡ ଲୋନ୍ କୁହାଯାଏ । କିନ୍ତୁ ଜଲଦି ଜଲଦିରେ ନିଆଯାଇଥିବା ଏକ…

କାର ଲୋନ ନା ବ୍ୟକ୍ତିଗତ ଲୋନ! କେଉଁ ଲୋନ ନେଇ କାର କିଣିବା ଭଲ…

ଭୁବନେଶ୍ବର: ଯଦି ଆପଣ ଏକ ନୂଆ କାର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ପ୍ରଥମ ପ୍ରଶ୍ନ ଉଠୁଛି ଯେ କାର୍ କିଣିବା ପାଇଁ ଟଙ୍କା କେଉଁଠୁ ଆଣିବେ । ଅଧିକାଂଶ ବ୍ୟକ୍ତି ଲୋନ ନେଇ କାର କିଣିଥାନ୍ତି । ତେବେ କାର୍ ଲୋନ ନା ବ୍ୟକ୍ତିଗତ ଲୋନ ନେଇ କାର୍ କିଣିବା ଭଲ ତାହା ସ୍ଥିର କରିବା ଟିକେ…

୨ଲକ୍ଷ ଜମା କରନ୍ତୁ; ୩୨,୦୪୪ ଟଙ୍କା ସୁନିଶ୍ଚିତ ସୁଧ ପାଆନ୍ତୁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବର୍ଗ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ସଞ୍ଚୟ ଯୋଜନା ଆଣିଛନ୍ତି। ତେବେ କେନ୍ଦ୍ର ସରକାର ମଧ୍ୟ ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି, ଯେଉଁଥିରେ ନିବେଶ ଦ୍ୱାରା ଅଧିକ ସୁଧ ମିଳିଥାଏ । ମୋଦୀ ସରକାର ଏପ୍ରିଲ ୧, ୨୦୨୩ରେ ମହିଳାମାନଙ୍କ…