Latest Odisha News

BREAKING NEWS

Browsing Category

ବାଣିଜ୍ୟ

ନିଜ ନାଁ ବଦଳରେ ଆପଣଙ୍କ ପତ୍ନୀଙ୍କ ନାଁରେ ଏଫଡି କରନ୍ତୁ, ମିଳିବ ଅନେକ ଲାଭ

ଭୁବନେଶ୍ବର: ଆଜି ବି ଭାରତୀୟମାନଙ୍କର ଏଫଡି ପ୍ରିୟ ନିବେଶ ବିକଳ୍ପ । ଏଥିରେ ରିସ୍କ ବହୁତ କମ୍ ଥାଏ । ଛୋଟ ବଡ ବ୍ୟାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ୍ ଏଫଡି ମଧ୍ୟ ରହିଛି । କିନ୍ତୁ FDରେ ସୁଧ ହାର କମ୍ ରହିଛି । ତେଣୁ, ଦୀର୍ଘକାଳୀନ ନିବେଶରେ, ମନେରଖନ୍ତୁ ଯେ ଆପଣ ପାଇଥିବା ରିଟର୍ଣ୍ଣ…

୨୦୨୫ରେ ନୂଆ ବିଜନେସ ଆରମ୍ଭ କରିବା ପୂର୍ବରୁ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ…

ଭୁବନେଶ୍ବର: ଆଜିକାଲି ଅନେକ ବ୍ୟକ୍ତି ବ୍ୟବସାୟ କରିବାକୁ ଆଗ୍ରହ ଦେଖାଉଛନ୍ତି । ବିଶେଷକରି ଯୁବକମାନେ ବ୍ୟବସାୟ ପ୍ରତି ଅଧିକ ଆଗ୍ରହୀ ଅଛନ୍ତି । ଛୋଟ ହେଉ କିମ୍ବା ବଡ,ସେମାନେ ବିଶ୍ୱାସ କରନ୍ତି ଯେ ବ୍ୟବସାୟ କରିବା ସର୍ବୋତ୍ତମ ଅଟେ । ଏହା ବ୍ୟତୀତ ସରକାରଙ୍କ ଦ୍ୱାରା ଦିଆଯାଇଥିବା…

ଭାରତୀୟ ଗ୍ରାହକଙ୍କ ପସନ୍ଦ ସନରୁଫ୍‌ ମଡେଲ କାର, କିଆ ସୋନେଟର ୧ ଲକ୍ଷ ୟୁନିଟ୍ ହେଲା ବିକ୍ରି

ନୂଆଦିଲ୍ଲୀ: କିଆ ଇଣ୍ଡିଆ ଜାନୁଆରୀ ୨୦୨୪ରେ ସୋନେଟ୍ ଫେସେଲିଫ୍ଟ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ଲକ୍ଷ ୟୁନିଟ୍ ବିକ୍ରୟ ସଂଖ୍ୟା ହାସଲ କରିଛି । କାରଟି ଲଞ୍ଚ ହେବା ପରେ ଭାରତୀୟ ଗ୍ରାହକଙ୍କୁ ବହୁତ ପସନ୍ଦ ଆସିଥିଲା । କାରଣ ଏହି ଏସୟୁଭିରେ ଅନେକ ଫିଚର ରହିଛି । କିଆ ସୋନେଟ…

ବିନା ଗ୍ୟାରେଣ୍ଟିରେ ୮୦ହଜାର ଋଣ ଦେଉଛନ୍ତି ସରକାର , କେବଳ ଗୋଟିଏ ଡକ୍ୟୁମେଣ୍ଟ ଆବଶ୍ୟକ

ନୂଆଦିଲ୍ଲୀ:  ଯଦି ଆପଣ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋଦୀ ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିଛନ୍ତି , ଯାହା ଦ୍ବାରା ତିନୋଟି କିସ୍ତିରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ | ବିଶେଷ କଥା ହେଉଛି ବିନା…

କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ ଅନୁଚିତ ବୋଲି ରାୟ ଦେଇଛନ୍ତି। ଅର୍ଥାତ କ୍ରେଡିଟ୍‌ କାର୍ଡ ବକେୟା ଉପରେ…

କେବେ ଆରମ୍ଭ ହେବ ବିଏସଏନଏଲ୍ 4G ଏବଂ 5G ସେବା? ଟିସିଏସ୍ କଲା ବଡ ଘୋଷଣା

ନୂଆଦିଲ୍ଲୀ: ବିଏସଏନଏଲ୍ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବିଏସଏନଏଲ୍ ର 4G ଏବଂ 5G ସେବା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ବାସ୍ତିକର ଖବର ଅଟେ । ଯଦିଓ ପୂର୍ବରୁ କିଛି…

ଲୋନ୍ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ବ୍ୟାଙ୍କ କାହାଠାରୁ ଲୋନ୍ ପୁନରୁଦ୍ଧାର କରେ ଜାଣନ୍ତୁ ..

ଭୁବନେଶ୍ବର: ଆପଣ କେବେ ଭାବିଛନ୍ତି କି, ଯଦି କ କୌଣସି ବ୍ୟକ୍ତି ବ୍ୟାଙ୍କରୁ ଘର,କାର କିମ୍ବା ଅନ୍ୟ କୌଣସି ଋଣ ନେଇଥାଏ ଏବଂ ଋଣ ଅବଧି ମଧ୍ୟରେ କୌଣସି କାରଣରୁ ସେହି ବ୍ୟକ୍ତି ହଠାତ୍ ମରିଯାଆନ୍ତି, ତେବେ ବ୍ୟାଙ୍କର ଋଣ କିଏ ସୁଝିବ ? ଅନେକ ଲୋକ ଭାବନ୍ତି  ଯେ, ଯଦି ଋଣ ନେଇଥିବା ବ୍ୟକ୍ତି…

ଷ୍ଟକ୍ ମାର୍କେଟରେ ରିକ୍ସ ନନେଇ ଏଫଡିରେ ଟଙ୍କା ନିବେଶ କରନ୍ତୁ, ପ୍ରମୁଖ ବ୍ୟାଙ୍କଗୁଡିକର କେତେ ସୁଧ ଦିଆଯାଉଛି ଆସନ୍ତୁ…

ଭୁବନେଶ୍ବର:ସମସ୍ତେ ସୁରକ୍ଷିତ ବିନିଯୋଗ ଏବଂ ସର୍ବାଧିକ ରିଟର୍ଣ୍ଣ ଚାହାଁନ୍ତି | ନିବେଶକମାନେ ଷ୍ଟକ୍ ମାର୍କେଟରେ ଉତ୍କୃଷ୍ଟ ରିଟର୍ଣ୍ଣ ପାଆନ୍ତି ସତ କିନ୍ତୁ ଷ୍ଟକ୍ ମାର୍କେଟର କାରାବାରର ହ୍ରାସ ଘଟିଲେ ନିବେଶକମାନେ ନିବେଶ ପାଇଁ ଅନ୍ୟ ବିକଳ୍ପ ମଧ୍ୟ ଖୋଜନ୍ତି | ଏପରି ପରିସ୍ଥିତିରେ,…

ଏସଆଇପି କରୁଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ବୁଡିଯିବ ଟଙ୍କା !

ଭୁବନେଶ୍ବର : ଆଜିକାଲି ଲୋକମାନେ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିବେଶ କରିବାକୁ ପସନ୍ଦ କରୁଛନ୍ତି । ଖାସ୍ କରି ଭବିଷ୍ୟତ ପାଇଁ ସେଭିଂ କରିବାକୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି । କିନ୍ତୁ ନିବେଶକୁ ନେଇ ଅଧିକ ଜ୍ଞାନ ନଥିବାରୁ ସମସ୍ୟାରେ ମଧ୍ୟ ପଡିଛନ୍ତୁ । ତେବେ ଲାଭଦାୟକ ନିବେଶ ଓ ଲାଭ…

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରେ ନିବେଶ କରନ୍ତୁ, ମାସିକ ଆୟ ୯,୨୫୦ ଟଙ୍କା

ନୂଆଦିଲ୍ଲୀ: ଅନେକ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ରହିଛି ଯାହା ଛୋଟ ନିବେଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ | ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏକୁ ମାସିକ ସଞ୍ଚୟ ଯୋଜନା (Post Office Monthly Income Scheme) କୁହାଯାଏ | ଏହି ଯୋଜନା ମାଧ୍ୟମରେ ଯେକୌଣସି ବ୍ୟକ୍ତି ପ୍ରତି ମାସରେ ଆୟ…