Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଚଳିତ ମାସ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଚଳିତ ମାସ ଏପ୍ରିଲରେ ବିଭିନ୍ନ କାରଣ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯେଉଁମାନେ ବ୍ୟାଙ୍କକୁ ଯାଇ ନଗଦ ଜମା, ଚେକ୍ ଜମା, ଡ୍ରାଫ୍ଟ ତିଆରି, କେୱାଇସି ଅପଡେଟ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ମୋବାଇଲ ନମ୍ବର ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ…

ଭାଙ୍ଗିଲା ସବୁ ରେକର୍ଡ: ୯୫ ହଜାର ଡେଇଁଲା ସୁନା ଦର

ଭୁବନେଶ୍ବର: ପୁଣି ସୁନା ବଜାରରେ ନିଆଁ  । ୯୫ ହଜାର ଟପିଲା ସୁନା ଦର । ଗତ ଦିନ ମାନଙ୍କରେ ସିଧା ୫ ହଜାର ଟଙ୍କା ଡେଇଁଛି ସୁନା ଦର  । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୪୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୭,୪୫୦ ଟଙ୍କାରେ…

ଟ୍ରମ୍ପଙ୍କ ଟାରିଫ୍ ନୀତି, ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆକୁ ଝଟକା!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ୍‌ ୨ ତାରିଖରେ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ରେସିପ୍ରୋକଲ ଟାରିଫ ଲଗାଇବାର ଘୋଷଣା କରିଛନ୍ତି। ଏହା ପରେ ବିଶ୍ୱର ସେୟାର ବଜାର ଓ କମୋଡିଟି ବଜାରରେ ହଲଚଲ ଦେଖାଦେଇଛି। ଭାରତୀୟ ସେୟାର ବଜାର ମଧ୍ୟ ଏହାର ପ୍ରଭାବରୁ ବାଦ୍‌…

₹୧୦ ଓ ₹୫୦୦ର ନୂଆ ନୋଟ୍ ଆଣିବ ଆରବିଆଇ ! ଜାଣନ୍ତୁ ପୁରୁଣା ନୋଟର କ’ଣ ହେବ?

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ପୁଣି ଥରେ ୫୦୦ ଟଙ୍କାର ନୂଆ ନୋଟ୍ ଜାରି କରିବାକୁ ଯାଉଛି। ଏହା ସହିତ ଆରବିଆଇ ମଧ୍ୟ ଦଶ ଟଙ୍କିଆ ନୋଟ୍ ଜାରି କରିବ । ଏହି ଦୁଇଟି ନୋଟରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ କିଛି ପରିବର୍ତ୍ତନ…

ଟ୍ରମ୍ପଙ୍କ ଟାରିଫ: ଏସିଆରେ ଟଙ୍କା ଆଗରେ ଝଟକା ଖାଇଲା ଡଲାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରେସିପ୍ରୋକାଲ ଟାରିଫ୍‌ ଘୋଷଣା ପରେ ଗୁରୁବାର ସକାଳେ କରେନ୍ସି ବଜାରରେ ଡଲାର ଆଗରେ ରହିଥିଲା। କିନ୍ତୁ ଦିନ ଶେଷ ହେବା ସୁଦ୍ଧା ଭାରତୀୟ ମୁଦ୍ରା ଟଙ୍କା ନିଜର ଶକ୍ତି ଦେଖାଇ ଡଲାରକୁ ପଛରେ ପକାଇ ଦେଇଛି। ସକାଳେ ୨୭ ପଇସାରେ ଆରମ୍ଭ…

ଟ୍ରେନରେ ଯାତ୍ରା ବେଳେ କେତେ ଓଜନର ଜିନିଷ ନେଇପାରିବେ? ନହେଲେ ମୋଟା ଅଙ୍କର ଜୋରିମାନା

ଭୁବନେଶ୍ୱର: ଅନେକ ଲୋକ ଦୂରଦୂରାନ୍ତକୁ ଯିବା ପାଇଁ ଟ୍ରେନରେ ଟ୍ରାଭେଲ ବା ଯାତ୍ରା କରନ୍ତି। ଏହା ଶସ୍ତା ଓ ଆରାମଦାୟକ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତାୟାତ କରନ୍ତି। ଯାତ୍ରା ସମୟରେ ଅନେକେ ଓଜନିଆ ଲଗେଜ ମଧ୍ୟ ସାଙ୍ଗରେ ନେଇଥାନ୍ତି। କିନ୍ତୁ ଟ୍ରେନରେ କେତେ ଲଗେଜ…

ନୋକିଆ ଫୋନର ବିଫଳତା କାହିଁକି ସମସ୍ତେ ଜାଣିବା ଆବଶ୍ୟକ?

ଭୁବନେଶ୍ୱର: ଏକ ସମୟରେ ମୋବାଇଲ୍ ଫୋନ୍ ଜଗତର ରାଜା ଥିବା ନୋକିଆ ଆଣ୍ଡ୍ରଏଡ୍ ଓ ଆପଲ୍ ଫୋନ୍‌ର ଆଧିପତ୍ୟ ଯୁଗରେ କାହିଁକି ପଛରେ ପଡ଼ିଗଲା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଫିନଲ୍ୟାଣ୍ଡ ଆଧାରିତ ଏହି କମ୍ପାନୀ, ଯିଏ ଏକଦା ଅତ୍ୟନ୍ତ ସରଳ ଫୋନ୍‌ ପାଇଁ ଜଣାଶୁଣା ଥିଲା, ସ୍ମାର୍ଟଫୋନ୍…

ବୁଧବାର ୟୁପିଆଇରେ ପେମେଣ୍ଟ କରି ହଟହଟା ହେଲେ କି?

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ଭାରତରେ ଏକ ବଡ଼ ସମସ୍ୟା ଦେଖାଦେଇଛି । ଦେଶ ଜେତେବେଳେ ଡିଜିଟାଲ ପେମେଣ୍ଟ ବା ନଗଦବିହୀନ କାରବାର ଉପରେ ଗୁରୁତ୍ୱ ଦେଉଛି ଏହି ସମୟରେ ଇଉନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସେବାରେ ବାଧା ସୃଷ୍ଟି ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଅନେକ ଉପଭୋକ୍ତା ଏହି…

ବଢ଼ିବ ଏହି ସବୁ ଔଷଧର ଦାମ, ରୋଗୀଙ୍କ ପକେଟ ଉପରେ ପଡ଼ିବ ବୋଝ?

ନୂଆଦିଲ୍ଲୀ: ଦେଶରେ ଔଷଧ ମୂଲ୍ୟ ବୃଦ୍ଧି ସମ୍ପର୍କରେ ସରକାରୀ ସୂତ୍ରରୁ ଖବର ମିଳିଛି। କ୍ୟାନସର, ଡାଇବେଟିସ୍, ହୃଦ୍‌ରୋଗ ଏବଂ ଆଣ୍ଟିବାୟୋଟିକ୍‌ ଭଳି ସରକାରୀ ନିୟନ୍ତ୍ରଣାଧୀନ ଔଷଧଗୁଡ଼ିକର ଦର ଶୀଘ୍ର ବଢ଼ିବାକୁ ଯାଉଛି। ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।…

କମ୍ ବଜେଟରେ କିଣନ୍ତୁ ଏହି ସ୍ମାର୍ଟ ଫୋନ, ମିଳିବ ଦମଦାର୍ ଫିଚର ସହ କ୍ୟାମେରା

ନୂଆଦିଲ୍ଲୀ: ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କର ବଜେଟ୍ କମ୍ ଅଛି ତେବେ ଚିନ୍ତା କରିବାର କିଛି ନାହିଁ। ମୋଟୋରୋଲା ଏବଂ ଓପୋ ସମେତ ଅନେକ କମ୍ପାନୀ ବଜେଟ୍ ସେଗମେଣ୍ଟରେ ଅନେକ ସ୍ମାର୍ଟଫୋନ୍ ପ୍ରଦାନ କରନ୍ତି। ଆଜି ଆମେ ଆପଣଙ୍କ ପାଇଁ ୧୫,୦୦୦ ଟଙ୍କାରୁ…