Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରାମ ମନ୍ଦିର ଉଦଘାଟନ: ଜାନୁଆରୀ ୨୨ରେ ସମସ୍ତ ଅଫିସକୁ ଛୁଟି ଘୋଷଣା କଲା ରିଲାଏନ୍ସ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହାର ଠିକ୍ ପୂର୍ବରୁ ଶୁକ୍ରବାର ମୁକେଶ ଅମ୍ବାନୀ ରିଲାଏନ୍ସର ସମସ୍ତ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶୁକ୍ରବାର ଘୋଷଣା କରିଛି ଯେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଜାନୁଆରୀ…

ଏନପିଏସ ଉପରେ ସରକାରଙ୍କ ବଡ ନିଷ୍ପତ୍ତି, ଫେବୃଆରୀ ପହିଲାରୁ ବଦଳିବ ଟଙ୍କା ଉଠାଇବା ନିୟମ

ନୂଆଦିଲ୍ଲୀ: ପେନସନ୍ ପାଣ୍ଠି ସଂସ୍ଥା PFRDA (ପେନସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ) ଏକ ନୂତନ ନିୟମ ଜାରି କରିଛି । ଯାହା ଜାତୀୟ ପେନସନ୍ ସିଷ୍ଟମ୍ (ଏନପିଏସ୍) ଅଧୀନରେ ପେନସନ୍ ପ୍ରତ୍ୟାହାର ପାଇଁ ବ୍ୟବସ୍ଥା ରହିଛି । ଏହି ନିୟମ ଫେବୃଆରୀ 1 ତାରିଖ ରୁ କାର୍ଯ୍ୟକାରୀ ହେବ ।…

ଜାଣନ୍ତୁ ବିଶ୍ବର ସର୍ବାଧିକ ସୁନା ମହଜୁଦ ରଖିଥିବା ଦେଶ, ଭାରତର ସ୍ଥାନ କେଉଁଠି?

ନୂଆଦିଲ୍ଲୀ: ସୁନା ଏକ ମୂଲ୍ୟବାନ ଧାତୁ । ସମଗ୍ର ବିଶ୍ୱରେ ଏହି ଧାତୁର ବହୁତ ଚାହିଦା ରହିଛି । ଏହାର ଅଧିକାଂଶ କିଣାକିଣି ଭାରତରେ ହୋଇଥାଏ । କୁହାଯାଏ ଯେ ଦେଶର ରିଜର୍ଭ ବ୍ୟାଙ୍କ କିମ୍ବା ସେଣ୍ଟ୍ରାଲ ବ୍ୟାଙ୍କ ପାଖରେ ଯେତେ ଅଧିକ ସୁନା ରହିବ, ସେହି ଦେଶର ଅର୍ଥନୀତି ସେତେ ସୁଦୃଢ଼ ହେବ।…

ବିନା ସିମ୍ ଓ ଇଣ୍ଟରନେଟରେ ମୋବାଇଲରେ ଦେଖିହେବ ଟିଭି, ଜାଣନ୍ତୁ କେନ୍ଦ୍ରର ବଡ଼ ଯୋଜନା

ନୂଆଦିଲ୍ଲୀ: ମୋବାଇଲ୍ ବ୍ୟବହାର କରୁଥିବା ବ୍ୟକ୍ତି ଖୁବଶୀଘ୍ର ସିମ୍ କାର୍ଡ କିମ୍ବା ବିନା ଇଣ୍ଟରନେଟ୍ ସଂଯୋଗରେ ଲାଇଭ୍ ଭିଡିଓ ଷ୍ଟ୍ରିମିଂ କରିପାରିବେ। କେନ୍ଦ୍ର ସରକାର ଏଥିପାଇଁ ଏକ ବଡ଼ ପ୍ରସ୍ତୁତି କରୁଛନ୍ତି। ଏହି ଯୋଜନାରେ ମୋବାଇଲରେ ଇଣ୍ଟରନେଟ୍ କିମ୍ବା ସିମ୍ ପଡ଼ିବା ଜରୁରୀ ନୁହଁ।…

କ’ଣ ରହିଛି ଏନ୍ଏଚ୍ଏଆଇର ‘ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ’ ପଦକ୍ଷେପ, ଜାଣନ୍ତୁ କିପରି ଅପଡେଟ୍…

ନୂଆଦିଲ୍ଲୀ: ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ପକ୍ଷରୁ 'ଗୋଟିଏ ଯାନ, ଗୋଟିଏ ଫାଷ୍ଟଟ୍ୟାଗ' ଅଭିଯାନ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଯାନ ଗୋଟିଏରୁ ଅଧିକ ଫାଷ୍ଟଷ୍ଟାଗ ବ୍ୟବହାର କରିପାରିବେ ନାହିଁ। ଗାଡ଼ି ମାଲିକମାନେ ସମାନ ଫାଷ୍ଟଟ୍ୟାଗ ବ୍ୟବହାର କରିପାରିବେ।…

ଫେବୃଆରୀରେ ପର୍ସନାଲ ଲୋନ୍ ନେବାକୁ ଚାହୁଁଛନ୍ତି କି?

ଭୁବନେଶ୍ୱର: ଫେବ୍ରୁଆରିରୁ ବ୍ୟକ୍ତିଗତ ଋଣ ବା ପର୍ସନାଲ ଲୋନ୍ ନେବାକୁ ଚାହୁଁଛନ୍ତି କି? ତାହେଲେ ନଜର ପକାନ୍ତୁ ଏହି ରିପୋର୍ଟ ଉପରେ। କାରଣ ଏହି ପର୍ସନାଲ ଲୋନ୍ ମହଙ୍ଗା ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଉପଭୋକ୍ତା ଋଣ ଉପରେ ରିସ୍କ ହାର କୁ ୧୦୦%ରୁ ୧୨୫%କୁ ବୃଦ୍ଧି…

ମୋବାଇଲ ଉପଭୋକ୍ତାଙ୍କୁ ସତର୍କ କଲା ଟେଲିକମ ବିଭାଗ, ଡାଏଲ କରନ୍ତୁ ନାହିଁ ଏହି ନମ୍ବର

ନୂଆଦିଲ୍ଲୀ: ଭାରତର ଲକ୍ଷ ଲକ୍ଷ ମୋବାଇଲ ଫୋନ୍ ୟୁଜରଙ୍କୁ ସତର୍କ ସୂଚନା ଜାରି କରିଛି ଟେଲିକମ୍ ବିଭାଗ। ମୋବାଇଲ ଫୋନ୍ ବ୍ୟବହାରକରୀ '*୪୦୧#' ଏବଂ ପରେ ଏକ ଅଜଣା ନମ୍ବର ଡାଏଲ୍ କରିବା ପୂର୍ବରୁ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଠକେଇରେ ଫସିବା ଦ୍ୱାରା ଡାଏଲ ହେଉଥିବା…

ଦୃତ ବେଗରେ ବଢୁଛି ଭାରତର ଅର୍ଥବ୍ୟବସ୍ଥା: UN

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତର ଅର୍ଥ ବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ୨୦୨୪ ଶେଷ ବେଳକୁ ଏହାର ଅର୍ଥ ବ୍ୟବସ୍ଥା ୬.୨ ପ୍ରତିଶତ ବୃଦ୍ଧି ପାଇବା ନେଇ ଅନୁମାନ କରିଛି ମିଳିତ ଜାତିସଂଘ ବା ୟୁଏନ। ମିଳିତ ଜାତିସଂଘ (ଜାତିସଂଘ) ଅନୁଯାୟୀ, ଉତ୍ପାଦନ ତଥା ସେବା କ୍ଷେତ୍ରରେ ଘରୋଇ ଚାହିଦା…

ଆଦାନୀ ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତକୁ ସମର୍ଥନ, ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସେବିରୁ ଏସ୍ଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍)କୁ ତଦନ୍ତ…

ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ବୃଦ୍ଧି କଲେ ପାଇଁ ମୋଦୀ ସରକାର

ନୂଆଦିଲ୍ଲୀ: ସଞ୍ଚୟକାରୀଙ୍କ ପାଇଁ ଏକ ସକାରାତ୍ମକ ପଦକ୍ଷେପ ସ୍ୱରୂପ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି। ପୂର୍ବ ୮% ସୁଧ ହାର ତୁଳନାରେ ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନ। ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି…