Latest Odisha News

BREAKING NEWS

Browsing Category

ବାଣିଜ୍ୟ

ପାର୍ବଣରେ ସୁନା କିଣିବା ଲାଭ ନା କ୍ଷତି ! ପଢ଼ନ୍ତୁ…

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ସୁନା କିଣିବାକୁ ଚାହୁଁଛନ୍ତି କି ? ସୁନା କିଣିବା ପୂର୍ବରୁ ସୁନାର ଦର କେତେ ବୃଦ୍ଧି ପାଉଛି, କେଉଁ ମାସରେ ହ୍ରାସ ହେଉଛି ଏବଂ କେଉଁ ସମୟରେ କିଣିବା ଉଚିତ୍ ସେ ବିଷୟରେ ଆପଣ ଜାଣିବା ଆବଶ୍ୟକ। ଭାରତରେ ପ୍ରତ୍ୟେକଙ୍କ ଘରେ ସୁନା ପାଇଁ କିଛି ଟଙ୍କା ସଞ୍ଚୟ କରନ୍ତି…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସିଏନଜି ଓ ପିଏନଜି

ନୂଆଦିଲ୍ଲୀ: ସିଏନଜି ଏବଂ ପିଏନଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସିଏନଜି ଓ ପିଏନଜି। ମହାନଗର ଗ୍ୟାସ ଲିମିଟେଡ୍ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ମଧ୍ୟରାତ୍ରିରୁ ଏହି ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ମହାନଗର ଗ୍ୟାସ ଲିମିଟେଡ୍ (MGL)…

ନିୟମରେ ବଦଳି କଲା FCRA; ଏଣିକି ବିଦେଶୀ ଚାନ୍ଦାରୁ ସୃଷ୍ଟି ସମ୍ପତ୍ତି ତାଲିକା ଦେବେ ବେସରକାରୀ ସଙ୍ଗଠନ

ନୂଆଦିଲ୍ଲୀ: ବୈଦେଶିକ ଯୋଗଦାନ ନିୟମାବଳୀ ଅଧିନିୟମ (FCRA) ଅନୁଯାୟୀ ପଞ୍ଜୀକୃତ ଏନଜିଓଗୁଡ଼ିକୁ ବର୍ତ୍ତମାନ ବିଦେଶୀ ପାଣ୍ଠି ବ୍ୟବହାର କରି ସେମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଚଳନଶୀଳ ତଥା ଅସ୍ଥାବର ସମ୍ପତ୍ତିର ବିବରଣୀ ପ୍ରଦାନ କରିବେ। ଅର୍ଥାତ୍ ଏଫସିଆରଏ ନିୟମରେ ବଦଳି କରିଛି। ବିଦେଶୀ…

ଋଣ ପୈଠ କରୁନଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ସର୍କୁଲାର ଜାରି

ନୂଆଦିଲ୍ଲୀ: ଜାଣିଶୁଣି ଋଣ ପୈଠ କରୁନଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ସର୍କୁଲାର ଜାରି କରିଛି। ଏହି ସର୍କୁଲାରର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଜାଣିଶୁଣି ଋଣ ପରିଶୋଧ କରୁନାହାଁନ୍ତି ସେହି ଋଣଦାତାଙ୍କର ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ। ଋଣ ନେଇଥିବା ବ୍ୟକ୍ତି ବ୍ୟାଙ୍କ ସହିତ ଏକ ଚୁକ୍ତି…

ଆମ୍ରି ହସ୍ପିଟାଲର ୮୪ ପ୍ରତିଶତ ଅଂଶଧନ କିିଣିଲା ମଣିପାଲ ହସ୍ପିଟାଲ

ଭୁବନେଶ୍ୱର: ଭାରତୀୟ ହସ୍ପିଟାଲ୍ ଚେନ୍ ଅପରେଟର ମଣିପାଲ ହସ୍ପିଟାଲ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ପୂର୍ବ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଲକ୍ଷ୍ୟରେ ଆମ୍ରି ହସ୍ପିଟାଲର ୮୪% ଅଂଶଧନ କିଣିଛି। କୋଲକାତାସ୍ଥିତ ଆମ୍ରି ହସ୍ପିଟାଲ୍ସର ମାଲିକାନା ଏଫଏମସିଜି-ଟୁ-ରିୟଲିଟି କମ୍ପାନି…

ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ପଡ଼ୋଶୀ

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ। ଏଥିଲାଗି ସରକାର ଅନେକ ଦିଗରେ ପ୍ରସ୍ତୁତ ହେଉଛନ୍ତି। ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ…

ଭାରତ ବନାମ ଇଣ୍ଡିଆ: ଡାର୍ଟ ପ୍ଲସର ନୂଆ ପରିଚୟ ଭାରତ ଡାର୍ଟ

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ କରି 'ଭାରତ' ରଖିବା ପାଇଁ ସରକାର ଏଯାବତ କୌଣସି ଚୂଡ଼ାନ୍ତ ଘୋଷଣା କରିନାହାନ୍ତି, କିନ୍ତୁ ଲଜିଷ୍ଟିକ୍ସ କୋରିଅର କମ୍ପାନୀ 'ବ୍ଲୁ ଡାର୍ଟ' ନିଜ କମ୍ପାନୀର ପ୍ରିମିୟମ ସେବା ଯୋଗାଉଥିବା ଡାର୍ଟ ପ୍ଲସର ନାମ ପରିବର୍ତ୍ତନ କରିସାରିଛି। 'ଡାର୍ଟ ପ୍ଲସ୍'ରୁ…

ଜୁଲାଇ ତୁଳନାରେ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି କମି ୬.୮୩% ହେଲା

ନୂଆଦିଲ୍ଲୀ: ପନିପରିବା ଦର କମିବା କାରଣରୁ କମିଲା ଖୁଚୁରା ମୁଦ୍ରାସ୍ପୀତି। କିନ୍ତୁ ଏବେ ବି ଏହି ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କର ୬% ଲକ୍ଷ୍ୟଠାରୁ ଅଧିକ ରହିଛି। ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୪୪% ଥିବା ବେଳେ ଅଗଷ୍ଟ ମାସରେ ଏହା ୬.୮୩%କୁ ହ୍ରାସ ପାଇଛି। ପରିବା ଦର କମିବା…

୩ ବର୍ଷ ମଧ୍ୟରେ ଦେଶକୁ ୫୦୦ ବିଲିୟନ ଡଲାରର ସୁଯୋଗ ପ୍ରଦାନ କରିବ ଜୈବ ଇନ୍ଧନ: ଆଇବିଏ

ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ଜୈବ ଇନ୍ଧନ ମିଳିତ ମଞ୍ଜୁରକୁ ଏକ ସ୍ୱଚ୍ଛ ପରିବେଶ ତଥା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ପଦକ୍ଷେପ ଭାବରେ ବିବେଚନା କରାଯାଉଛି। ଇଣ୍ଡିଆନ୍ ବାୟୋଗ୍ୟାସ୍ ଆସୋସିଏସନ୍ (ଆଇବିଏ) କହିଛି ଯେ ଏହା ଆସନ୍ତା ତିନି ବର୍ଷ ମଧ୍ୟରେ ଜି-୨୦ ଦେଶକୁ ୫୦୦…