Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଅନ୍ ଲାଇନ ଠକେଇ ରୋକିବାକୁ ନୂଆ ପଦକ୍ଷେପ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ଅନ୍ ଲାଇନ ପେମେଣ୍ଟ ବ୍ୟବସ୍ଥା ଯେପରିକି ଫୋନ୍ ପେ, ଗୁଗୁଲ ପେ ଆଦିରେ ସାଇବର ଠକେଇ ବଢିବାରେ ଲାଗିଛି। ଇଂଟରନେଟ ବାବଦରେ ଅଜ୍ଞଥିବା ଲୋକଙ୍କ ପକେଟ କାଟି ମାଲାମାଲ ହେଉଛନ୍ତି ସାଇବର ଠକ । ଏବେ ଏହାଉପରେ ବିଚାର କରି ସାଇବପ ଠକେଇ ରୋକିବାକୁ ସରକାର ନୂଆ ପଦକ୍ଷେପ ନେବାକୁ…

ବିଧାନସଭାରେ ମନ୍ତ୍ରୀ କହିଲେ ପେଟ୍ରୋଲ ପମ୍ପରେ ହେଉଛି ଅନିୟମିତତା, ଏବେ ଜାଣି ରଖନ୍ତୁ କିଭଳି ରହିବେ ସତର୍କ

ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡିକରେ ହେରଫେର ହେଉଛି। ଗ୍ରାହକ ତେଲ ପକାଇବାକୁ ଆସି ଠକାମିର ଶିକାର ହେଉଥିବା ନେଇ ବିଧାନସଭାରେ ଖୋଦ୍ ଖାଉଟି ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା…

ଛଟ୍ ପୂଜା ପୂର୍ବରୁ ଆଶ୍ୱସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ଛଟ୍ ପୂଜା ପୂର୍ବରୁ କମିଲା ଗ୍ୟାସ ଦର। ସରକାରୀ ତୈଳ କମ୍ପାନୀଗୁଡିକ ଗୁରୁବାର ୧୬ ନଭେମ୍ବରରୁ ଦିଲ୍ଲୀ ସମେତ ୪ ମହାନଗରରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବଡ଼ ହ୍ରାସ କରିଛନ୍ତି। ଏହି ହ୍ରାସ ୫୭.୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଏହି…

ଖାଇବା ତେଲ ଆମଦାନୀ ୧୬ ପ୍ରତିଶତ ବୃଦ୍ଧି

ମୁମ୍ବାଇ: ଖାଦ୍ୟରେ ଲୁଣର ଯେପରି ଭୂମିକା ରହିଛି ତେଲର ମଧ୍ୟ ସମାନ ଭୂମିକା ରହିଛି। ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ଖାଇବା ତେଲ ଭଲ କାମ କରିଥାଏ। କିନ୍ତୁ ଏହାର ଦାମ ବଢିବା କଥା ଶୁଣିଲେ ମନ ପିତା ହୋଇଯାଏ। ଏହାକୁ ନେଇ ଘରେ ଘରେ ଗୃହିଣୀ ଚିନ୍ତାରେ ପଡିଯାଆନ୍ତି। ଭାରତରେ ଅକ୍ଟୋବର ୨୦୨୩…

ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ପୀତି ୪.୮୭ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଡାଲିଜାତ ଶସ୍ୟ, ପିଆଜ ଭଳି ଖାଦ୍ୟ ସାମଗ୍ରୀର ଦର ଯଦିଓ ସ୍ବାଭାବିକଠୁ ଅଧିକ ରହିଛି ଏହାରି ଭିତରେ କିନ୍ତୁ ସୋମବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭%କୁ ଖସି ଆସିଛି। ଯାହା ସେପ୍ଟେମ୍ବରରେ ୫.୨% ଥିଲା।…

ଦୀପାବଳିରେ କର୍ମଚାରୀଙ୍କୁ କାର, ସୁନା, ଘର ଉପହାର ଦେଉଥିବା ଢୋଲକିଆ ଏଥର କ’ଣ ଦେଲେ?

ଅହମଦାବାଦ: ଅନ୍ୟର ଭାଗ୍ୟ ଭବିଷ୍ୟତ ଚମକାଇବାରେ ବିଶ୍ବାସ ରଖୁଥିବା ବ୍ୟକ୍ତି ବେଳେ ବେଳେ ନିଜେ ନିଜ ଭବିଷ୍ୟତକୁ ନେଇ ଘନ ଅନ୍ଧକାର ଭିତରେ ଫସିଯାଆନ୍ତି। ଏଭଳି କିଛି ଘଟିଛି ହୀରା ବ୍ୟବସାୟୀଙ୍କ କ୍ଷେତ୍ରରେ। ପ୍ରତିବର୍ଷ ଆଲୋକର ପର୍ବ ଦୀପାବଳି ଆସେ ଏହି ସମୟରେ ଅନେକ ଲୋକ କିଣାକିଣି କରନ୍ତି…

“ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩”କୁ କେନ୍ଦ୍ର୍ରର ଅନୁମୋଦନ, ଜାଣନ୍ତୁ ଏହାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ  ଏକ  "ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩" କୁ ଅନୁମୋଦନ କରିଛି । ବିକଶିତ…

ଲକଡାଉନ୍ ସମୟରେ ବୁକିଂ ହୋଇଥିବା ଯାତ୍ରୀଙ୍କ ବିମାନ ଟିକେଟ୍ ପଇସା ଫେରାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ଲକଡାଉନ ହୋଇଯିବାରୁ ବିମାନ ସେବା ବାତିଲ ହୋଇଥିଲା। ହେଲେ ଆଗୁଆ ଟିକେଟ୍ ବୁକିଂ କରିଥିବା ଯାତ୍ରୀ ଏଯାବତ ଟିକେଟ୍ ପଇସା ଫେରିପାଇନଥିଲେ। ଏବେ କେନ୍ଦ୍ର ସରକାର ଏଥିପାଇଁ ଅନ୍ ଲାଇନ୍ ଟିକେଟ୍ ବୁକିଂ ପୋର୍ଟାଲ ଗୁଡିକୁ ଟିକେଟ୍ ପଇସା ଫେରସ୍ତ କରିବାକୁ ନିର୍ଦ୍ଦେଶ…

ଡାକ ଜରିଆରେ ଦୁଇ ହଜାର ଟଙ୍କିଆ ନୋଟ୍ ପଠାଇପାରିବେ: ଆରବିଆଇ

ନୂଆଦିଲ୍ଲୀ: ଯେଉଁ ଭାରତୀୟଙ୍କ ପାଖରେ ଏବେ ବି ୨ ହଜାର ଟଙ୍କିଆ ନୋଟ୍ ଅଛି ସେମାନେ ଏହାକୁ ଡାକ ଯୋଗେ କିମ୍ବା ରିଜର୍ଭ ବ୍ୟାଙ୍କ ଅଫିସରେ ଜମା କରିପାରିବେ। ଏବେ ଦେଶର ବିଭିନ୍ନ ଆରବିଆଇ ଅଫିସ ଆଗରେ ନୋଟ୍ ବଦଳ କରିବାକୁ ଲମ୍ବା ଧାଡି ରହିଛି। ଏପରି ସ୍ଥିତି ଦେଖି ଆରବିଆଇ ଡାକ ଯୋଗେ ଏହି ବଡ…

୫ଜି ଆସିବା ପରେ ମଧ୍ୟ ବଢିବନି ମୋବାଇଲ ବିଲ୍, ଶୁଳ୍କ ବୃଦ୍ଧି କରିବନି ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମଧ୍ୟ ହେବନି ଜିଓର ରିଚାର୍ଜ ପ୍ଲାନ। ପ୍ରତିବର୍ଷ ଡିସେମ୍ବର ପୂର୍ବରୁ ରିଚାର୍ଜ ଯୋଜନାଗୁଡିକ ମହଙ୍ଗା ହେବା ବିଷୟରେ ଆଲୋଚନା ଆରମ୍ଭ ହୁଏ। କିନ୍ତୁ ଏବେ ଖବର ଆସିଛି ୫ଜି ଆସିବା ପରେ ମଧ୍ୟ ଜିଓ ବଢାଇବନି ମୋବାଇଲ ବିଲ୍। ଦେଶର ଦୁଇଟି…