Latest Odisha News

BREAKING NEWS

Browsing Category

ବାଣିଜ୍ୟ

ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ଆଇଏମ୍‌‌ ଯୋଜନା ଆରମ୍ଭ, ୧୦ ଲକ୍ଷ ଟଙ୍କା ଋଣ ଉପରେ ୧୦୦% ଅର୍ଥ ଫେରସ୍ତ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର୍ ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା।…

ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା, ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ

ନୂଆଦିଲ୍ଲୀ: ସରକାରଙ୍କୁ ଘାରିଲା ପିଆଜ ଦର ବୃଦ୍ଧି ଚିନ୍ତା। ଦର ବୃଦ୍ଧିକୁ ରୋକିବା ଏବଂ ଘରୋଇ ବଜାରରେ ଯୋଗାଣରେ ସୁଧାର ଆଣିବା ପାଇଁ ଭାରତ ସରକାର ଶନିବାର ପିଆଜ ରପ୍ତାନି ଉପରେ ୪୦% ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ରପ୍ତାନି ଶୁଳ୍କ ତୁରନ୍ତ…

ଆରବିଆଇ ନିର୍ଦ୍ଦେଶାବଳୀ: ଜାରି ହେଲା ନୂତନ ଋଣ ନିୟମ

ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରିଛି। ଏହା ଅଧୀନରେ ଋଣ ଆକାଉଣ୍ଟରେ ଜରିମାନା ସମ୍ବନ୍ଧୀୟ ଅନେକ ନିୟମ ସମ୍ବନ୍ଧରେ ନିର୍ଦ୍ଦେଶ ଦିଆଯାଇଛି। ଆରବିଆଇ କହିଛି ଯେ ବ୍ୟାଙ୍କ ଏବଂ ନିୟନ୍ତ୍ରିତ ସଂସ୍ଥା…

ଚଳିତ ବର୍ଷ ଭାରତର ରପ୍ତାନିରେ ୧୬ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇରେ ଭାରତର ରପ୍ତାନିରେ ୧୫.୮୮ ପ୍ରତିଶତ ହ୍ରାସ ଘଟିଛି। ବର୍ତ୍ତମାନ ଏହା ୩୨.୨୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ଆଲୋଚ୍ୟ ସମୟରେ ଦେଶରୁ ମୋଟ ୩୨.୨୫ କୋଟି ଡ଼ଲାର ମୂଲ୍ୟର ସାମଗ୍ରୀ ରପ୍ତାନି ହୋଇଛି, ଯାହାକି ଗତ ବର୍ଷ ସମାନ ମାସରେ ରପ୍ତାନି ୩୮.୩୪ କୋଟି ଡ଼ଲାର…

ଜିଓ ୫ଜି ଏମ୍‌ଏମ୍‌ ୱେଭ ସ୍ପେକ୍ଟ୍ରମ୍ ଆଧାରିତ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ଲିମିଟେଡ୍‌ (ଆରଜେଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ‘୫ଜି ଏମ୍‌ଏମ୍‌-ୱେଭ ସ୍ପେକ୍ଟ୍ରମ’ ଆଧାରିତ ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଆରଜେଆଇଏଲ ପକ୍ଷରୁ ଘଷୋଣା କରାଯାଇଛି ଯେ ଏହା ସମସ୍ତ ସ୍ପେକ୍ଟ୍ରମ୍…

ପଣ୍ୟ କାରବାରରେ ପୁଣି ରେକର୍ଡ କଲା ପାରାଦୀପ ବନ୍ଦର, ୧୨୯ ଦିନରେ ହାସଲ କଲା ଟାର୍ଗେଟ୍

ପାରାଦୀପ: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର। ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି। ଦେଶର ସବୁ ବୃହତ ବନ୍ଦର ମଧ୍ୟରେ ଚଳିତ କ୍ୱାର୍ଟରରେ ପାରାଦୀପ ବନ୍ଦର ସର୍ବାଧିକ ପଣ୍ୟ କାରବାର କରିଛି। ଅଗଷ୍ଟ ୮ ତାରିଖ ସୁଦ୍ଧା ବନ୍ଦର ୫୦.୧୬ ମିଲିୟନ୍ ମେଟ୍ରିକ୍ ଟନ୍…

୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ, ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆରବିଆଇ ପୋଲିସି ଘୋଷଣା କରିଛି। ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍। ଏହି ଘୋଷଣା ପରେ ଘର, କାର ଋଣ ସମେତ ସମସ୍ତ ପ୍ରକାର ଋଣ ନେଇଥିବା ଋଣଦାତାଙ୍କୁ ଆଶ୍ୱସ୍ତୀ ମିଳିଛି। ପୂର୍ବ ଭଳି ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ…

ଚର୍ଚ୍ଚାରେ BSNL ର ଏହି ପ୍ଲାନ, ୫୦୦ରୁ କମ ଟଙ୍କାରେ ରିଚାର୍ଜ କଲେ ମିଳୁଛି ୧୮୦ ଦିନର ଭେଲିଡିଟି

ନୂଆଦିଲ୍ଲୀ: ଟେଲିକମ୍ ବଜାର ଏବେ ଅଧିକ ପ୍ରତିଦ୍ୱନ୍ଦୀତାମୂଳକ ହୋଇଛି। ଟେଲିକମ୍ କମ୍ପାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଭଳି କି ଭଳି ଅଫର୍ ଆଣୁଛନ୍ତି। ସରକାରୀ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍ (BSNL) ସବୁବେଳେ ଗ୍ରାହକଙ୍କ ପାଇଁ ସୁଲଭ ଏବଂ ଶସ୍ତା ରିଚାର୍ଜ ଯୋଜନା…

ଚାଉଳ ପରେ ଗହମ ଉପରେ ମହଙ୍ଗା ମାଡ଼; ପଢ଼ନ୍ତୁ କିଲୋ ପିଛା କେତେ ବଢ଼ିଲା ଦର

ନୂଆଦିଲ୍ଲୀ: ଦେଶରେ ଚାଉଳ ଦର ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଅଣ-ବାସୁମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ପ୍ରଭାବ ଗହମ ଉପରେ ପଡିଛି। ଦେଶରେ ୬ ମାସ ମଧ୍ୟରେ ଗହମର ମୂଲ୍ୟ କ୍ରମଶଃ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଶୀଘ୍ର…

ସରକାରୀ ରାଜକୋଷକୁ ରିଲାଏନ୍ସର ୫ ଲକ୍ଷ କୋଟି

ନୂଆଦିଲ୍ଲୀ: ଗତ ତିନି ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ସରକାରୀ ରାଜକୋଷରେ ୫ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ସମେତ ସ୍ପେକ୍ଟ୍ରମ୍‌ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆରଆଇଏଲ ଏହି ଟଙ୍କା ସରକାରୀ ରାଜକୋଷର ଜମା କରିଛି। ଆରଆଇଏଲର…