Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଦୃତ ବେଗରେ ବଢୁଛି ଭାରତର ଅର୍ଥବ୍ୟବସ୍ଥା: UN

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତର ଅର୍ଥ ବ୍ୟବସ୍ଥା ଦୃତ ବେଗରେ ବୃଦ୍ଧି ପାଉଛି। ୨୦୨୪ ଶେଷ ବେଳକୁ ଏହାର ଅର୍ଥ ବ୍ୟବସ୍ଥା ୬.୨ ପ୍ରତିଶତ ବୃଦ୍ଧି ପାଇବା ନେଇ ଅନୁମାନ କରିଛି ମିଳିତ ଜାତିସଂଘ ବା ୟୁଏନ। ମିଳିତ ଜାତିସଂଘ (ଜାତିସଂଘ) ଅନୁଯାୟୀ, ଉତ୍ପାଦନ ତଥା ସେବା କ୍ଷେତ୍ରରେ ଘରୋଇ ଚାହିଦା…

ଆଦାନୀ ହିଣ୍ଡେନବର୍ଗ ମାମଲା: ସେବି ତଦନ୍ତକୁ ସମର୍ଥନ, ଏସଆଇଟି ତଦନ୍ତକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ତଦନ୍ତରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସେବିରୁ ଏସ୍ଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍)କୁ ତଦନ୍ତ…

ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ବୃଦ୍ଧି କଲେ ପାଇଁ ମୋଦୀ ସରକାର

ନୂଆଦିଲ୍ଲୀ: ସଞ୍ଚୟକାରୀଙ୍କ ପାଇଁ ଏକ ସକାରାତ୍ମକ ପଦକ୍ଷେପ ସ୍ୱରୂପ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛନ୍ତି। ପୂର୍ବ ୮% ସୁଧ ହାର ତୁଳନାରେ ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନ। ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି…

ଆଦିତ୍ୟ ବିର୍ଲା ଗ୍ରୁପ୍ ରୁ ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତୃପତ ମିଶ୍ରଙ୍କ ଅବସର ଘୋଷଣା

ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତ୍ରୁପତ ମିଶ୍ର କର୍ପୋରେଟ୍ କ୍ଷେତ୍ରରୁ ଅବସର ନେଇ ବିକଳ୍ପ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବୁଧବାର ଆଦିତ୍ୟ ବିର୍ଲାର ମୁଖ୍ୟଙ୍କ ଦ୍ୱାରା ଆଭ୍ୟନ୍ତରୀଣ ଇ-ମେଲ୍ ଜରିଆରେ ଶ୍ରୀ ମିଶ୍ରଙ୍କ ନିଷ୍ପତ୍ତି ସମ୍ପର୍କରେ…

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ତ୍ୱରାନ୍ୱିତ କରିବାକୁ ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜଣାପଡ଼ିଛି ଯେ ମିଶନ ଶକ୍ତି ବିଭାଗ ୧୫…

ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବାକୁ ହସ୍ପିଟାଲରେ ୨୪ ଘଣ୍ଟା ରହିବା ନିତାନ୍ତ ଜରୁରୀ କି?

ନୂଆଦିଲ୍ଲୀ: ଜାତୀୟ ଉପଭୋକ୍ତା ଆୟୋଗ ବୀମା କଭରେଜ୍ ପାଇଁ ସର୍ବନିମ୍ନ ୨୪ ଘଣ୍ଟିଆ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତାକୁ ନେଇ ଚିନ୍ତା ପ୍ରକଟ କରିଥିବାରୁ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିଛି। ଡାକ୍ତରୀ ଜ୍ଞାନକୌଶଳର ଉନ୍ନତି ଯୋଗୁଁ କିଛି ଘଣ୍ଟା ମଧ୍ୟରେ ଅନେକ…

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ଭୁବନେଶ୍ୱର/ବଲାଙ୍ଗିର, ୯ ଡିସେମ୍ବର ୨୦୨୩: ଆଜି କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ଓ ଦକ୍ଷ ହୋଇପାରୁଛି। ଅଣ୍ଡା ଉଦ୍ୟୋଗରେ ‘ବ୍ଲକଚେନ୍‌’ ପରି ଟେକ୍ନୋଲୋଜି ବ୍ୟବହାର କରି ବଲାଙ୍ଗିରର ‘ଓଭୋ ଫାର୍ମ’ ଉତ୍ପାଦର ଗୁଣବତ୍ତା…

ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜେଏସପିଏଲକୁ ସିଏସଆର ଜର୍ଣ୍ଣାଲ ସିଏସଆର ଏକ୍ସେଲେନ୍ସ ପୁରସ୍କାର

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ବର ଅନ୍ୟତମ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସିଏସଆର ଜର୍ଣ୍ଣାଲ ଦ୍ୱାରା ସିଏସଆର ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି ।…

ଏବେ କମିବ ପେଟ୍ରୋଲ ଓ ଡିଜେଲ ଦର! ତିନି ବର୍ଷ ପରେ ଭାରତ କରିବାକୁ ଯାଉଛି ଏପରି କାମ

ନୂଆଦିଲ୍ଲୀ: ଦେଶରେ ବତବର୍ଷ ଏପ୍ରିଲ ମାସରୁ ପେଟ୍ରୋଲ ଓ ଡିଜେଲର ଦରରେ କୌଣସି ପରିବର୍ତ୍ତନ ଆସିନି । ମାତ୍ର ଖୁବଶୀଘ୍ର ଏହି ସ୍ଥିତି ବଦଳିବାକୁ ଯାଉଛି । କାରଣ ଭାରତ ତିନି ବର୍ଷ ପରେ ବେନେଜୁଏଲାଠାରୁ ତେଲ ଆମଦାନୀ କରିବାକୁ ଯାଉଛି । ଆମେରିକା ଏହି ଲାଟିନ ଆମେରିକୀୟ ଦେଶ ଉପରୁ ପ୍ରତିବନ୍ଧକ…

୫୦ ପଇସାରୁ ୨୦ ଟଙ୍କିଆ ନୋଟ୍ ବ୍ୟାଙ୍କ ନେଉନଥିଲେ ଅଭିଯୋଗ କରିବାକୁ ଆରିଆଇର ପରାମର୍ଶ

ଭୁବନେଶ୍ୱର: ଛୋଟମୋଟ କଏନକୁ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅସନ୍ତୋଷ ଦେଖାଦେଉଛି। ଏହାରି ଭିତରେ ରିଜର୍ଭ ବ୍ୟାଙ୍କ ଓଡ଼ିଶାର ଗ୍ରାମାଞ୍ଚଳରେ ଟଙ୍କା ବିନିମୟ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରିଛି। ଏହି ପଦକ୍ଷେପ ଦ୍ୱାରା ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକକୁ ସାମିଲ…