Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଟୁଜି ମୁକ୍ତ ଭାରତର ନାରା ଦେଲା ଜିଓ, ୧୨୩ ଟଙ୍କାରେ ମାସିକ ୧୪ ଜିବି ଡାଟା ସହ କଲ ସୁବିଧା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଫୋନ୍ “ଜିଓ ଭାରତ ଭି୨’କୁ ଉନ୍ମୋଚନ କରାଯାଇଛି । ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ । ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି…

ବଢିଲା ଏଲପିଜି ସିଲିଣ୍ଡରର ଆମଦାନୀ ଶୁଳ୍କ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଏଲପିଜି ସିଲିଣ୍ଡର ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାକୁ ସିଧାସଳଖ ୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ଉପରେ ବର୍ତ୍ତମାନ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ (ଏଆଇଡିସି) ଲାଗୁ କରାଯିବ। ଏଲପିଜି ସିଲିଣ୍ଡର…

ଭାରତରେ ସର୍ବାଧିକ ହୋମ ଲୋନ୍ ନେଉଛନ୍ତି ଲୋକେ: ଆରବିଆଇ ରିପୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଯେକୌଣସି ଦେଶର ଆର୍ଥିକ ସ୍ଥିରତା ଏବଂ ସାଧାରଣ ଲୋକଙ୍କ ଅଗ୍ରଗତିର ଏକ ପ୍ରମୁଖ ମାପ ଅଟେ। ଗତ ଦଶନ୍ଧି ମଧ୍ୟରେ ଭାରତର ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରିଜର୍ଭ ବ୍ୟାଙ୍କର ରିପୋର୍ଟ ଦ୍ୱାରା ଏହା ପ୍ରମାଣିତ…

ଜୁନରେ ଓଡ଼ିଶାର ଜିଏସଟି ଆଦାୟରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଗତବର୍ଷ ଜୁନ୍ ମାସ ତୁଳନାରେ ୨୦୨୩ ଜୁନ୍ ମାସରେ ଓଡ଼ିଶାର ଜିଏସଟି ଆଦାୟ ବଢ଼ିଛି । ଗତବର୍ଷ ଜୁନ୍ ତୁଳନାରେ ଜିଏସିଟ ସଂଗ୍ରହ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଜୁନ୍ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ୧୭୩୨.୪୯ କୋଟି ସଂଗ୍ରହ କରିଛି । ଯେତେବେଳେ କି…

ଆରବିଆଇ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସାରଦା ପ୍ରସନ୍ନ ମହାନ୍ତି

ଭୁବନେଶ୍ୱର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସାରଦା ପସନ୍ନ ମହାନ୍ତି । ଏହା ପୂର୍ବରୁ ଶ୍ରୀ ମହାନ୍ତି ଆରବିଆଇର ଭୁବନେଶ୍ୱର କାର୍ଯ୍ୟାଳୟ ସହ ମୁଖ୍ୟାଳୟ ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ କାର୍ଯ୍ୟ କରି ସଫଳତା…

କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଶସ୍ତା ହେବ ମୋବାଇଲ ଫୋନ୍ ସମେତ ଘରୋଇ ଉପକରଣ

ନୂଆଦିଲ୍ଲୀ: କମିବ ଘରୋଇ ଉପକରଣ ସମେତ ବିଭିନ୍ନ ଜିନିଷର ଦାମ। ଆଗକୁ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସାଧାରଣ ଲୋକଙ୍କୁ ଏକ ବଡ ଉପହାର ଦେଇଛି। ସରକାରଙ୍କ ଜିଏସଟି ହାର କମାଇବା ପରେ ଏବେ ମୋବାଇଲ୍ ଫୋନ୍, ଟିଭି, ରେଫ୍ରିଜରେଟର ସମେତ ଅନେକ ଘରୋଇ ଉପକରଣ ଶସ୍ତା ହୋଇଯିବ।…

ମୌସୁମୀ ପାଇଁ ବଜାରରେ ଆକାଶ ଛୁଆଁ ଟମାଟୋ ଦର, ସାଧାରଣରେ ଅସନ୍ତୋଷ ବୃଦ୍ଧି

ନୂଆଦିଲ୍ଲୀ: ମୌସୁମୀ ଆସିବା ମାତ୍ରେ ମହାଙ୍ଗା ହେଲାଣି ସବୁଜ ପନିପରିବା ଦର। ଏକ ସପ୍ତାହ ପୂର୍ବରୁ ଟମାଟୋ କିଲୋ ପ୍ରତି ୩୦-୪୦ ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା କିଲୋ ପ୍ରତି ୮୦-୧୦୦ ଟଙ୍କା ହେଲାଣି। ବଜାରରେ ଟମାଟୋ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ମୂଲ୍ୟରେ ହୋଲସେଲ ହାରରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଦରମା ବୃଦ୍ଧିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀ ତଥା କୋଲ ଇଣ୍ଡିଆ ଲିମିଟେଡର କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ବର୍ତ୍ତମାନ ଏହି କର୍ମଚାରୀଙ୍କ ଦରମା ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ସୂଚନା ପ୍ରଦାନ କରି ମନ୍ତ୍ରଣାଳୟ କହିଛି ଯେ କୋଲ ଇଣ୍ଡିଆ ଲିମିଟେଡର ଅଣ-କାର୍ଯ୍ୟନିର୍ବାହୀ…

ଇଣ୍ଟରନେଟ ସ୍ପୀଡରେ ଭାରତର ଉନ୍ନତୀ, ବିଶ୍ବରେ କେତେ ନମ୍ବର ସ୍ଥାନରେ?

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଇଣ୍ଟରନେଟ୍ କ୍ଷେତ୍ରରେ ଭାରତ ବହୁତ ଉନ୍ନତି କରିଛି। ଭାରତରେ ଇଣ୍ଟରନେଟ୍ କନେକ୍ସନର ଉନ୍ନତି ଆସୁଛି ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ଇଣ୍ଟରନେଟ୍ ପ୍ରସଙ୍ଗରେ ଭାରତ ଆଉ ଏକ ବଡ଼ ସଫଳତା…

ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ରକ୍ଷା କରି ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଇଣ୍ଟରନ୍ୟାସନାଲ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ତ୍ରୟୋଦଶ ୱାର୍ଲ୍ଡ ଚାମ୍ବର ଅଫ୍ କଂଗ୍ରେସରେ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ । “ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ…