Latest Odisha News
Browsing Category

ବାଣିଜ୍ୟ

ଭାରତ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବା ପରେ ମୁଣ୍ଡପିଛା ଆୟ କାହିଁକି କମ୍ ରହିଛି?

ଭୁବନେଶ୍ୱର: ଚଳିତ ବର୍ଷ ଭାରତ ଜିଡିପି ଅନୁସାରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାରେ ସଫଳ ହୋଇଛି। ଭାରତର ମୋଟ ଜିଡିପି ୪.୧୯ ଟ୍ରିଲିୟନ ଡଲାର ରହିଛି। ହେଲେ ମୁଣ୍ଡପିଛା ଆୟ ତାଲିକାରେ ବିଶ୍ୱରେ ୧୪୪ତମ ସ୍ଥାନରେ ରହିଛି। ଯାହା ପ୍ରାୟ ୨,୮୫୦-୨,୯୦୦ ଡଲାର (ପ୍ରାୟ ୨.୪ ଲକ୍ଷ ଟଙ୍କା)…

ବଣ୍ଡ କେତେ ସୁରକ୍ଷିତ…?

ଭୁବନେଶ୍ବର: ସେୟାର ମାର୍କେଟରେ ଅଧିକ ଉତ୍ଥାନପତନକୁ ଦୃଷ୍ଟିରେ ରଖି ଅନେକ ନିବେଶକ ଏବେ ଅନ୍ୟ ସୁରକ୍ଷିତ ବିକଳ୍ପ ଖୋଜୁଛନ୍ତି । ଏପରି ସମୟରେ ବଣ୍ଡ୍ ଏକ ଭଲ ବିକଳ୍ପ ଭାବରେ ଉଭା ହେଉଛି। ଏହା ସ୍ଥାୟୀ ଜମା (FD) ଏବଂ ଅନ୍ୟାନ୍ୟ ସଞ୍ଚୟ ଯୋଜନା ଅପେକ୍ଷା ଭଲ ରିଟର୍ଣ୍ଣ ଦିଏ। ଏହା ସେୟାର ମାର୍କେଟ…

ପାରାଦୀପ ଓ ଭଦ୍ରକର ଆଇଓସିଏଲ୍ ମେଗା ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଔଦ୍ୟୋଗିକ ବିକାଶ ଓ ନିବେଶକୁ ତ୍ୱରାନ୍ବିତ କରିବା ପାଇଁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ପାରାଦୀପରେ ଡୁଆଲ୍ ଫିଡ୍ ନାଫ୍ଥା କ୍ରାକର୍ ପ୍ଲାଣ୍ଟ ଓ…

ଚିନ୍ତାରେ ପକାଇଲାଣି ସୁନା ଦର, ପୁଣି ୯୫ ଡେଇଁଲା….

ଭୁବନେଶ୍ବର: ଏବେ ଗ୍ରାହକଙ୍କୁ ଛାନିଆ କରିଛି ସୁନା । ଦର ଶୁଣିଲେ ହୋସ୍ ଉଡିଯାଉଛି । ଆଉ ମଧ୍ୟବିତ୍ତଏବଂ ଗରିବଙ୍କ ପାଇଁ ତ ଏବେ ସାତ ସପନ ସାଜିବାକୁ ବସିଲାଣି ସୁନା । ବିଗତ କିଛି ଦିନ ହେବ ସୁନା ଦରରେ ବେଶ୍ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ, ଏହା ଗ୍ରାହକଙ୍କୁ ଟିକିଏ ଆଶ୍ବସ୍ତି ଦେଇଥିଲା…

୧୦ ହଜାର ଟଙ୍କା ନିବେଶରେ ୨୨ ଲକ୍ଷ ଟଙ୍କାର ଚମତ୍କାର ରିଟର୍ଣ୍ଣ, ଏହାକୁ କୁହନ୍ତି ଧନ ବର୍ଷା

ନୂଆଦିଲ୍ଲୀ: ସେୟାର ମାର୍କେଟରେ ସମସ୍ତେ ଏଥିପାଇଁ ଟଙ୍କା ନିବେଶ କରନ୍ତି ଯାହା ଫଳରେ ସେମାନେ କମ ସମୟରେ ଅଧିକ ଲାଭ ପାଇପାରିବେ। ଆଜି ଆମେ ଆପଣଙ୍କୁ ଏକ ଏପରି ମଲ୍ଟିବ୍ୟାଗର ଷ୍ଟକ ବିଷୟରେ କହିବାକୁ ଯାଉଛୁ, ଯାହା ମାତ୍ର ୩ ବର୍ଷରେ ୧୦୦୦ ପ୍ରତିଶତରୁ ଅଧିକ ରିଟର୍ଣ୍ଣ ଦେଇଛି ଏବଂ ୫ ବର୍ଷରେ…

ଇତିହାସ ପାଲଟିବ ସ୍କାଇପ୍, ଆଜିଠୁ ସେବା ବନ୍ଦ

ନୂଆଦିଲ୍ଲୀ: ଏକଦା ଭିଡିଓ କନଫରେନ୍ସିଂ ସେବା ପାଇଁ ପ୍ରସିଦ୍ଧ ସ୍କାଇପ୍ ସର୍ଭିସ ଏବେ ବନ୍ଦ ହେବାକୁ ଯାଉଛି। ସାରା ବିଶ୍ୱରେ ଅନଲାଇନ୍ କଲିଂ ଏବଂ ଭିଡିଓ ଚାଟିଂର ଭରସା ପାଲଟିଥିବା ସ୍କାଇପ୍ ଆଜି ଅର୍ଥାତ୍ ୫ ମଇ, ୨୦୨୫ରେ ଆନୁଷ୍ଠାନିକ ଭାବରେ ବନ୍ଦ ହେଉଛି। ପ୍ରାୟ ଦୁଇ ଦଶନ୍ଧି ଧରି…

ଆଇଏମଏଫ ବୋର୍ଡରେ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ କାର୍ଯ୍ୟକାଳକୁ ୬ ମାସ ପୂର୍ବରୁ କାହିଁକି ଶେଷ କଲେ ସରକାର?

ନୂଆଦିଲ୍ଲୀ: ଭାରତ ସରକାର ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରେ ଭାରତର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଏକ୍ସିକ୍ୟୁଟିଭ ଡାଇରେକ୍ଟର) ଭାବେ ଡକ୍ଟର କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ସେବାକୁ ତୁରନ୍ତ ପ୍ରଭାବରେ ଶେଷ କରିଛନ୍ତି। ଏପ୍ରିଲ ୩୦, ୨୦୨୫ ତାରିଖରେ ଜାରି ହୋଇଥିବା ନିଯୁକ୍ତି…

ଜାରି ହେଲା ନୂଆ ଆଇଟିଆର ଫର୍ମ, ଜାଣନ୍ତୁ କ’ଣ ପରିବର୍ତ୍ତନ ହୋଇଛି..

ନୂଆଦିଲ୍ଲୀ: ସାରା ଦେଶରେ ବେତନଭୋଗୀ କରଦାତାଙ୍କ ପାଇଁ ଏକ ବଡ଼ ଖବର। ସରକାର ଇକ୍ୱିଟି କିମ୍ବା ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରୁ ଦୀର୍ଘକାଳୀନ ପୁଞ୍ଜି ଲାଭ ମାଧ୍ୟମରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଲୋକଙ୍କ ପାଇଁ ଟିକସ ଦାଖଲ କରିବା ସହଜ କରିଛନ୍ତି। ଆୟକର ବିଭାଗ ମୂଲ୍ୟାଙ୍କନ ବର୍ଷ…

ଭାରତର ଆକ୍ରମଣ ଭୟ; ଭୁଶୁଡିଲା ପାକିସ୍ତାନ ସେୟାର ମାର୍କେଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତର ଆକ୍ରମଣାତ୍ମକ ମନୋଭାବ ଜାରି ରହିଥିବାର ପ୍ରଭାବ ବୁଧବାର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତରୁ ଆକ୍ରମଣ ଭୟରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ପାକିସ୍ତାନୀ…

ଜିଓର ନୂଆ ଫ୍ୟାମିଲି ପ୍ଲାନ୍: ମାତ୍ର ଏତିକି ଟଙ୍କାରେ ପୂରା ପରିବାରର କନେକ୍ସନ୍

ଭୁବନେଶ୍ୱର: ରିଲାଏନ୍ସ ଜିଓ ପୁଣି ଥରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଏବଂ ଶସ୍ତା ଫ୍ୟାମିଲି ପୋଷ୍ଟପେଡ୍ ପ୍ଲାନ୍ ଆଣିଛି, ଯାହା ପୂରା ପରିବାରର ମୋବାଇଲ୍ ଆବଶ୍ୟକତାକୁ ଗୋଟିଏ ବିଲ୍‌ରେ ପୂରଣ କରିବ। ଏହି ପ୍ଲାନ୍‌ରେ ଗ୍ରାହକମାନେ ମାତ୍ର ୪୪୯ ଟଙ୍କାରୁ ଆରମ୍ଭ କରି ଚାରୋଟି କନେକ୍ସନ୍‌ର…