Latest Odisha News

BREAKING NEWS

Browsing Category

ବାଣିଜ୍ୟ

EPF କ୍ଲେମ ସେଟଲମେଣ୍ଟ ପରେ କେତେ ଦିନ ମଧ୍ୟରେ ଆକାଉଣ୍ଟକୁ ଆସିଥାଏ ଟଙ୍କା? ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା…

ଭୁବନେଶ୍ବର: ସରକାର ତାଙ୍କ ଗ୍ରାହକମାନଙ୍କୁ ସୁବିଧା ଯୋଗାଇବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି। EPFO କ୍ଲେମ ସେଟଲମେଣ୍ଟକୁ ତ୍ୱରାନ୍ୱିତ କରିବା ପରେ, ଏବେ ATM ରୁ PF ଟଙ୍କା ଉଠାଇବା ଯୋଜନାରେ କାମ କରୁଛି। ଯଦି ଆପଣ କୌଣସି ଆବଶ୍ୟକତା ପାଇଁ ଆପଣଙ୍କ PF ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ…

ଟ୍ରମ୍ପଙ୍କ ଟାରିଫ ନୀତି: ଘର ଭିତରୁ ଆମେରିକା ରାଷ୍ଟ୍ରପତିଙ୍କୁ ସମାଲୋଚନା

ଓ୍ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ବିଶ୍ୱସ୍ତରରେ ବିବାଦ ସୃଷ୍ଟି କରିଛି। ଅନେକ ଦେଶ ଆମେରିକାର ଏପରି ନିଷ୍ପତ୍ତିକୁ ଭୁଲ ବୋଲି କହୁଛନ୍ତି। ଅର୍ଥନୀତିଜ୍ଞମାନେ ଏହାକୁ ବଡ଼ ବିପଦ ବୋଲି ବିଚାର କରୁଛନ୍ତି। ତଥାପି ଟ୍ରମ୍ପ ନିଜ ନୀତିରୁ ପଛଘୁଞ୍ଚା…

ଭାରତ-ଆମେରିକା ମଧ୍ୟରେ ଟାରିଫ ଓ୍ୱାର: ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଲେ ‘ଝୁକେଗା ନେହିଁ ଭାରତ’

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ଟାରିଫ ନେଇ ବିବାଦ ବଢୁଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଜିନିଷ ଉପରେ ୨୫% ଅତିରିକ୍ତ ଟାରିଫ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସତ୍ତ୍ୱେ ଭାରତ ରୁଷିଆରୁ ତେଲ କିଣା ଜାରି ରଖିବ। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏକ…

ଟ୍ରମ୍ପଙ୍କ ଟାରିଫ ଧମକର ଜବାବ ଦେଲା ଭାରତ, ବୋଇଂ ଡିଲ୍ ବାତିଲ

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ।ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଜୁଲାଇରେ ଆମେରିକା ସହିତ ୩୧୫୦୦ କୋଟି ଟଙ୍କାର ବୋଇଂ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତିଲ କରିଦେଇଥିବା ଜଣାପଡ଼ିଛି। ପୂର୍ବରୁ  …

ଟ୍ରମ୍ପଙ୍କ ଟାରିଫ ଖେଳ: ପାକିସ୍ତାନ-ବାଂଲାଦେଶକୁ ପ୍ରେମ, ଭାରତ ଉପରେ ଚାବୁକ ପାହାର!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପଡ଼ୋଶୀ ପାକିସ୍ତାନ ଓ ବାଂଲାଦେଶଙ୍କୁ ଟାରିଫରେ ବଡ଼ ରିହାତି ଦେଇଛନ୍ତି। ଭାରତ ଉପରେ ୨୫% ଟାରିଫ ଲଗାଇଛନ୍ତି। ରୁଷିଆ ସହ ବାଣିଜ୍ୟ ପାଇଁ ଅଲଗା ଜରିମାନା ଲଗାଇବାକୁ କହିଛନ୍ତି। ପାକିସ୍ତାନକୁ ୧୯% ଓ ବାଂଲାଦେଶକୁ ୨୦% ଟାରିଫ…

ସର୍ଫ- ସାବୁନ ତିଆରି କମ୍ପାନୀ ୩ମାସରେ ଲାଭ କଲା ୨୭୩୨ କୋଟି

ନୂଆଦିଲ୍ଲୀ: ଏଫଏମସିଜି(Fast-Moving Consumer Goods) କ୍ଷେତ୍ରର ସର୍ବବୃହତ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର (HUL) ଗୁରୁବାର ଦିନ ଆର୍ଥିକ ବର୍ଷ ୨୦୨୬ର ପ୍ରଥମ ତ୍ରୈମାସିକ (ଏପ୍ରିଲ ରୁ ଜୁନ୍ 2025)ର ରେଜଲ୍ଟ ଜାରି କରିଛି। ପ୍ରଥମ ତ୍ରୈମାସିକରେ କମ୍ପାନୀର ନେଟ୍ ଲାଭ ୨,୭୩୨ କୋଟି…

ସୁନା ଓ ରୂପାର ମୂଲ୍ୟରେ ଲଗାତାର ହ୍ରାସ: ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ବଜାରରେ ସୁନା ଓ ରୂପାର ମୂଲ୍ୟରେ ଲଗାତାର ହ୍ରାସ ଦେଖାଯାଉଛି, ଯାହା ନିବେଶକମାନଙ୍କୁ ଚିନ୍ତାରେ ପକାଇଛି। ଏହିପରି ଅସ୍ଥିରତା ଆନ୍ତର୍ଜାତୀୟ ବଜାରର ଚାପ ଏବଂ ଘରୋଇ ବଜାର ପ୍ରଭାବରେ ହୋଇଥାଏ, କିନ୍ତୁ ଏହା ସାମୟିକ ହୋଇପାରେ। ଆଜି ଜୁଲାଇ ୨୮, ୨୦୨୫ ସୋମବାର ଦିନ ମଧ୍ୟ ସୁନାର…

୨୦୨୬ ସୁଦ୍ଧା ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଟିସିଏସ

ନୂଆଦିଲ୍ଲୀ: ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ଆର୍ଥିକ ବର୍ଷ ୨୦୨୬ରେ ଏହାର କର୍ମଚାରୀ ସଂଖ୍ୟା ୨ ପ୍ରତିଶତକୁ ହ୍ରାସ କରିବ। ଫଳରେ ୧୨ ହଜାରରୁ ଅଧିକ କର୍ମଚାରୀ ସେମାନଙ୍କର ଚାକିରି ହରାଇବେ। ଏହି ଛଟେଇ ମୁଖ୍ୟତଃ ମଧ୍ୟମ ଏବଂ ବରିଷ୍ଠ ପରିଚାଳନାକୁ ପ୍ରଭାବିତ କରିବ। ଏନେଇ କମ୍ପାନୀ…

ପୁଣି ୯,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ ମାଇକ୍ରୋସଫ୍ଟ। ପୁଣିଥରେ କମ୍ପାନୀ ବିଶ୍ୱସ୍ତରରେ କର୍ମଚାରୀଙ୍କ ସଂଖ୍ୟା ୪ ପ୍ରତିଶତକୁ ଛଟେଇ କରିବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ ୯୦୦୦ରୁ ଅଧିକ ମାଇକ୍ରୋସଫ୍ଟ କର୍ମଚାରୀ ଛଟେଇର ସମ୍ମୁଖୀନ ହେଉଛନ୍ତି। ଏହି ବଡ଼…

ବଡ ଆଶ୍ବସ୍ତି, ଶସ୍ତା ହେଲା ଏଲପିଜି ସିଲିଣ୍ଡର….

ନୂଆଦିଲ୍ଲୀ: ଆଜିଠୁ ଶସ୍ତା ହେଲା ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର । ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ କରିଛନ୍ତି, ଯାହା ୧ ଜୁଲାଇରୁ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି । ଯାହା ବାଣିଜ୍ୟିକ ବ୍ୟବହାରକାରୀଙ୍କୁ…