Latest Odisha News
Browsing Category

ବାଣିଜ୍ୟ

ଏଲପିଜି ସିଲିଣ୍ଡରରେ ସବସିଡି ଶେଷ ହେବ କି? ସରକାର ବାର୍ଷିକ ୨୨,୦୦୦ କୋଟି ଟଙ୍କା ସଞ୍ଚୟ କରିବେ

ନୂଆଦିଲ୍ଲୀ: ଗୋଟିଏ ପଟେ ବିଶ୍ୱ ବଜାରରେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଉଛି, ଅନ୍ୟପଟେ ଭାରତର ତୈଳ କମ୍ପାନୀଗୁଡ଼ିକ ମଧ୍ୟ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଗତ ବର୍ଷ ଜୁଲାଇରେ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୯୪.୩୫ ଟଙ୍କା ଥିଲା, ଯାହା ବର୍ତ୍ତମାନ…

ଓଡ଼ିଶାର ଟସର ସିଲ୍କ ଏବେ ଫ୍ଲିପକାର୍ଟରେ

ଭୁବନେଶ୍ୱର: କେନ୍ଦୁଝରରେ ଉତ୍ପାଦିତ ତଥା ଓଡ଼ିଶାର ପ୍ରସିଦ୍ଧ ଟସର ସିଲ୍କ ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଟସର ରିଅର୍ସ କୋଅପରେଟିଭ୍ ସୋସାଇଟି (ଟିଆରସିଏସ୍), ଭାଗାମୁଣ୍ଡା ଏବଂ ଫ୍ଲିପକାର୍ଟ ଏକ ଏମଓୟୁ ସ୍ୱାକ୍ଷର କରିଥିବା ସୂଚନା ମିଳିଛି । ୧୯୭୦ ମସିହାରେ…

ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର: ଜିଓ ତାର ଗ୍ରାହକ ମାନଙ୍କୁ ସବୁବେଳେ କିଛି ନା କିଛି ଖାସ ଅଫର ରଖିଥାଏ | ସେହିଭଳି ନୂଆ ଓ ପୁରୁଣା ଜିଓ ଫାଇବର ଗ୍ରାହକଙ୍କୁ ମଧ୍ୟ ସେହିପରି ଅଫର ଦେବାକୁ ଘୋଷଣା କରିଛି | ଖାଲି ଘୋଷଣା କରିନି ଏକ ପ୍ରକାର ଅନ୍ୟ ପ୍ରତିଦ୍ବନ୍ଦିଙ୍କ ଠାରୁ ଭଲ ସେବା ଦେବାକୁ କହିଛି |…

ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ଓ ପାଇକାରୀ ଏବଂ ଲଜିଷ୍ଟିକ୍‌ସ ସହ ୱେୟାରହାଉସିଂ ବ୍ୟବସାୟକୁ ଅଧିଗ୍ରହଣ କରିବ ରିଲାଏନ୍ସ…

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍‌ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ଓ ପାଇକାରୀ (ହୋଲ୍‌ସେଲ୍‌) ବ୍ୟବସାୟ ଏବଂ ଲଜିଷ୍ଟିକ୍‌ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍‌ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ…

ଡିଜିଟାଲ କାରବାର ଉପରେ ଆଉ କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ, ଆଦେଶ ଜାରୀ କଲା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ

ନୂଆଦିଲ୍ଲୀ: ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରୁପେ କାର୍ଡ କିମ୍ବା ଭୀମ-ୟୁପିଆଇ ସହିତ କାରବାର ଉପରେ ଫି ଆଦାୟ କରୁଥିବା ବ୍ୟାଙ୍କମାନଙ୍କୁ ଆୟକର ବିଭାଗ କଠୋର ନିର୍ଦ୍ଦେଶ ଦେଇଛି। ବିଭାଗ କହିଛି ଯେ ଜାନୁୟାରୀ ୧ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶୁଳ୍କ ଫେରସ୍ତ କରାଯିବା ଉଚିତ। ଭବିଷ୍ୟତରେ,…

ହ୍ଵାଟସଆପ୍ସରେ କେବଳ ଚାଟିଂ ନୁହେଁ, ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ କିଣିପାରିବେ, ଆକ୍ସିସ୍ ଏଏମସି ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାକୁ ଚାହାଁନ୍ତି, ଆଉ ପାଖରେ ସ୍ମାର୍ଟଫୋନ ଅଛି, ତେବେ ଆପଣଙ୍କର ଅସୁବିଧା ସହଜ ହୋଇଯାଇଛି | ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ହ୍ଵାଟସଆପ୍ସ ରେ ଚାଟିଂ କରିବା ସହଜ ହୋଇଛି। ଆକ୍ସିସ୍ ଏମ୍ସି (ଆକ୍ସିସ୍ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ)…

ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କଲା ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

-ମୋଟ ରାଜସ୍ୱ ଆୟରେ ଜିଓ ୫୦% ବଜାର ଅଂଶ ହାସଲ କରିଥିବା ଭାରତର ଦୁଇଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ…

ଲଗାତାର ହ୍ରାସ ପରେ ପୁଣି ବଢ଼ିଲା ସୁନାଦର: କେତେ ରହିଛି ମୂଲ୍ୟ ଜାଣନ୍ତୁ

ଭୁବନେଶ୍ୱର: ପୁଣି ବଢ଼ିଲା ସୁନା ଦର।‌ ଗତ କିଛି ଦିନ ହେଲାଣି ହ୍ରାସ ପାଉଥିବା ସୁନା ଦାମରେ ଆଜି ପୁଣି ବୃଦ୍ଧି ପାଇଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୩୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୮୬୦ ଟଙ୍କାରେ…

୨୦୦୦ ନୋଟ ସର୍କୁଲେଶନ କମିଛି, ବନ୍ଦ ହେବନି ତ!

ନୂଆଦିଲ୍ଲୀ:୨୦୦୦ ଟଙ୍କା ବନ୍ଦ ହେବା ନେଇ ସୋସିଆଲ ସାଇଟରେ ବିଭିନ୍ନ ଖବର ପ୍ରକାଶ ପାଉଛି । ତେବେ ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ସର୍କୁଳେଶନ କମିବା ଯୋଗୁ ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।…

ଅଲ୍ଟ୍ରା-ଫାଷ୍ଟ ୪ଜି ନେଟୱାର୍କ ସେବା ଆଣ୍ଡାମାନର ଜୀବନଶୈଳୀ ବଦଳାଇବ

ନୂଆଦିଲ୍ଲୀ: ଭାରତ ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଦେଶର ପ୍ରତ୍ୟେକ କୋଣରେ ଆଧୁନିକ ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ। ସମ୍ପ୍ରତି, ଆଣ୍ଡାମାନର ପୋର୍ଟ ବ୍ଲେୟାରରେ ସବ୍‌ମେରାଇନ୍ ଅପ୍ଟିକାଲ୍ ଫାଇବର କେବୁଲ୍ କନେକ୍ଟିଭିଟି ପ୍ରୋଜେକ୍ଟ ଶେଷ ହୋଇଛି | ଏହା ଅଧୀନରେ ଆଣ୍ଡାମାନ ହାଇ ସ୍ପିଡ୍…