Latest Odisha News

BREAKING NEWS

Browsing Category

ବାଣିଜ୍ୟ

୧୦୦ ଅରବ ଡଲାର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହେଲେ ମାର୍କ ଜୁକରବର୍ଗ

ନ୍ୟୁୟର୍କ: ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ ପ୍ରଥମ ଥର ପାଇଁ ୧୦୦ ଅରବଲ ଡଲାର ବ୍ୟବସାୟୀ କ୍ଲବରେ ସାମିଲ ହୋଇଛନ୍ତି । ବିଶ୍ୱର ୩ୟ ବ୍ୟବସାୟୀ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି । ପୂର୍ବରୁ କେବଳ ଆମେଜନର ଜେଫ ବେଜୋସ ଓ ମାଇକ୍ରୋସଫ୍ଟର ବିଲ ଗେଟ୍ସ ଏହି କ୍ଲବରେ ସାମିଲ ହୋଇ ସାରିଛନ୍ତି…

ରେପୋ ରେଟ୍ ଅପରିବର୍ତ୍ତିତ ରହିଛି: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ଏକପ୍ରକାର ମାନ୍ଦା ହୋଇପଡିଛ । ଏପରି ସମୟରେ ଆରବିଆଇ ଏମପିସି)ର ତୃତୀୟ ତ୍ରୟମାସିକ ବୈଠକ ପରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର…

ଆରବିଆଇର ନୂଆ ନିୟମ; ସୁନା ଗହଣା ଉପରେ ମିଳିବ ୯୦% ଲୋନ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଏପରି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର ସମୀକ୍ଷା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବ୍ୟାଙ୍କ ଏବେ ସୁନା ଗହଣା ଉପରେ ୯୦ ପ୍ରତିଶତ…

ରେଡମି ୯ ପ୍ରାଇମ ଭାରତରେ ଲଞ୍ଚ, ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ, ମୂଲ୍ୟ ଏବଂ ବିକ୍ରୟ ତାରିଖ ବିଷୟରେ

ନୂଆଦିଲ୍ଲୀ : ହ୍ୟାଣ୍ଡସେଟ୍ ନିର୍ମାତା ଜିଆଓମିର ସବ୍ ବ୍ରାଣ୍ଡର ସର୍ବଶେଷ ସ୍ମାର୍ଟଫୋନ୍ ରେଡମି ୯ ପ୍ରାଇମ୍ ଭାରତରେ ଲଞ୍ଚ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ଏହି ସର୍ବଶେଷ ରେଡମି ମୋବାଇଲ୍ ଫୋନ୍ ମିଡିଆଟେକ୍ ହେଲିଓ G80 ପ୍ରୋସେସର ଏବଂ କ୍ୱାଡ୍ ରିୟର…

ରୋନାଲଡୋ କିଣିଲେ ଦୁନିଆର ସବୁଠୁ ଦାମୀ କାର ‘ବୁଗାଟୀ ଲା ଭଏଚର ନୋଇରେ ‘

ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଗ୍ୟାରେଜରେ ଆଉ ଏକ ବିଳାସପୂର୍ଣ୍ଣ କାର ଯୋଡିଛନ୍ତି। ଏଥର ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର 'ବୁଗାଟୀ ଲା ଭଏଚର ନୋଇରେ ' କିଣିଛନ୍ତି। ମୂଲ୍ୟ ଏତେ ଯେ ଏହି ଦାମ ରେ ୭୫୦ ଟି ହୁଣ୍ଡାଇ କ୍ରେଟା ଏସୟୁଭି କିଣି ପାରିବେ | ଯାହାର…

୨ଜି ସେବା ବନ୍ଦ କରି ଆଗକୁ ବଢିବା ନେଇ ଜରୁରୀକାଳୀନ ନୀତିଗତ ପଦକ୍ଷେପ ପାଇଁ ମୁକେଶ ଅମ୍ବାନିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ଆହ୍ୱାନ ଦେଇଛନ୍ତି । ଆଜିକୁ ୨୫ ବର୍ଷ ପୂର୍ବେ ଭାରତରେ…

ଭାରତରେ ଲଞ୍ଚ ହେଲା ହନର ମ୍ୟାଜିକ୍ ବୁକ୍ ୧୫ ଲାପଟପ୍, ୮ଜିବି ରାମ୍ ସହ ପପ୍ଅପ୍ କ୍ୟାମେରା

ନୂଆଦିଲ୍ଲୀ: ହନର ଭାରତରେ ଏହାର ପ୍ରଥମ ଲାପଟପ୍ ହନର ମ୍ୟାଜିକ୍ ବୁକ୍ ୧୫ ଲଞ୍ଚ କରିଛି | ଏହି ହନର ଲାପଟପ୍ ରେ AMD Ryzen 3000 ସିରିଜ୍ CPU ଏବଂ ଭେଗା ଗ୍ରାଫିକ୍ସ କାର୍ଡ ଅଛି | ପ୍ରି ଇଷ୍ଟଲ ୱିଣ୍ଡୋଜ୍ ଏହି ଲାପଟପ୍ ରେ ମିଳିବ | ବିଶେଷ କଥା ହେଉଛି ଏହି ଲାପଟପ୍ ରେ ପୂର୍ଣ୍ଣ ଏଚଡ଼ି…

ଚାଇନା କମ୍ପାନୀ ଫୋନ ଛାଡ, ବର୍ତ୍ତମାନ ଏହି କମ୍ପାନୀଗୁଡିକର ଫୋନ୍ ୧୦ ହଜାର ଟଙ୍କାରେ କିଣି ପାରିବେ

ନୂଆଦିଲ୍ଲୀ: ଚାଇନା ସାମଗ୍ରୀ ବହିଷ୍କାର ଅଭିଯାନ ମଧ୍ୟରେ ସ୍ମାର୍ଟଫୋନ ବଜାର ଉପରେ ସର୍ବାଧିକ ପ୍ରଭାବ ପଡିଛି। ଏହାର କାରଣ ହେଉଛି ଜୁନ୍ ପୂର୍ବରୁ ଭାରତୀୟ ବଜାର ଚାଇନାର ମୋବାଇଲ୍ ଫୋନ୍ ଦ୍ୱାରା ସମ୍ପୁର୍ଣ୍ଣ ଭାବରେ ଅକ୍ତିଆର ରେ ଥିଲା। ବର୍ତ୍ତମାନ ଚାଇନିଜ୍ ବଏକଟ୍ ଅଭିଯାନ ମଧ୍ୟରେ ଆମେ…

ରିଲାଏନ୍ସ ଜିଓର ପ୍ରଥମ ତ୍ରୟମାସିକ (ଏପ୍ରିଲ୍ ରୁ ଜୁନ୍ ୨୦୨୦) ନିଟ୍ ଲାଭ ୧୮୩% ବୃଦ୍ଧି ପାଇ ୨୫୨୦ କୋଟି ଟଙ୍କା ହୋଇଛି

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ପ୍ରଥମ ତ୍ରୟମାସରେ ରିଲାଏନ୍ସ ଜିଓର ନିଟ୍ ଲାଭରେ ୧୮୩ ପ୍ରତିଶତ ବୃଦ୍ଧି ଘଟି ଏହା ୨୫୨୦ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ଏହି ସମାନ ତ୍ରୟମାସରେ ଜିଓର ନିଟ୍ ଲାଭ ୮୯୧…

ଫ୍ୟୁଚର ଗ୍ରୁପକୁ କିଣିବ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ କମ୍ପାନୀ: ରିପୋର୍ଟ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ କିଶୋର ବିୟାନୀଙ୍କ ଫ୍ୟୁଚର ଗ୍ରୁପକୁ କିଣିବା ପାଇଁ ଯୋଜନା କରୁଛି । ରିପୋର୍ଟ ମୁତାବକ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଦେଶର ଏହି ଲୋକପ୍ରିୟ ରିଟେଲ ଚେନକୁ ୨୪ରୁ ୨୭୦୦୦ କୋଟି ଟଙ୍କାରେ କ୍ରୟ କରିବେ । କମ୍ପାନୀର ଦୁଇ ବରିଷ୍ଠ ଅଧିକାରୀ ନେଇ ଏ ନେଇ…