Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଭାରତରେ ଲଞ୍ଚ ହେଲା ଗୁଗୁଲର ‘ପିପୁଲ୍ କାର୍ଡ’ ଫିଚର୍ସ, ଗୁଗୁଲ୍ ସର୍ଚ୍ଚରେ ତିଆରି କରିପାରିବେ ନିଜର…

ନୂଆଦିଲ୍ଲୀ: ଗୁଗୁଲ ମଙ୍ଗଳବାର ଦିନ ଭାରତରେ ପିପୁଲ କାର୍ଡ 'ପିପୁଲ୍ କାର୍ଡ' ଫିଚର୍ସ ଲଞ୍ଚ କରିଛି। ଏହି ଫିଚର୍ସ ରେ ଉପଭୋକ୍ତାମାନଙ୍କୁ ଗୁଗୁଲ୍ ସର୍ଚ୍ଚରେ ଭର୍ଚୁଆଲ୍ ଭିଜିଟିଙ୍ଗ କାର୍ଡ ତିଆରିକରିପାରିବେ | ଅର୍ଥାତ୍ ପିପୁଲ୍ କାର୍ଡ ଫିଚର୍ସ ଲୋକଙ୍କ ଅନଲାଇନ୍ ଉପସ୍ଥିତିକୁ ମଜବୁତ କରିବ |…

ଦୁନିଆର ପ୍ରଥମ ୫ଜି ଏଆର ଚଷମା ଖୁବ୍ ଶୀଘ୍ର ଲଞ୍ଚ ହେବ, ଏହାର ମୂଲ୍ୟ ୪୪,୧୬୬ ଟଙ୍କା ହେବ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ୫ଜି ଆଧାରିତ ଅଗମେଣ୍ଟେଡ୍ ରିଅଲିଟି (ଏଆର୍) ଗ୍ଲାସ୍ ଅର୍ଥାତ୍ ଚଷମା ଖୁବ୍ ଶୀଘ୍ର ଦକ୍ଷିଣ କୋରିଆରେ ଲଞ୍ଚ ହେବାକୁ ଯାଉଛି। ଏହା ଦକ୍ଷିଣ କୋରିଆର ବଡ ଟେଲିକମ୍ ଫାର୍ମ LG Uplus Corp ଦ୍ୱାରା ନିର୍ମିତ ହୋଇଛି | LG Uplus Corp ମଙ୍ଗଳବାର ଦିନ କହିଛି ଯେ ଚାଇନାର…

ଟିକ୍‌ଟକକୁ କିଣିବା ନେଇ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ମଧ୍ୟରେ ମୁକାବିଲା ଆରମ୍ଭ

ୱାଶିଂଟନ: ବିଶ୍ୱର ଅଗ୍ରଣୀ ଟେକନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ଏବେ ଟିକ୍‌ଟକର ଆମେରିକା ବ୍ୟବସାୟ କ୍ରୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନେଇ ଉଭୟ କମ୍ପାନୀ ଚୀନ ସ୍ୱତ୍ୱାଧିକାରୀ ବାଇଟଡ୍ୟାନ୍ସ ସହ ଆଲୋଚନା ଆରମ୍ଭ କରିଛନ୍ତି । ଏବେ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର…

୧୦୦ ଅରବ ଡଲାର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହେଲେ ମାର୍କ ଜୁକରବର୍ଗ

ନ୍ୟୁୟର୍କ: ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ ପ୍ରଥମ ଥର ପାଇଁ ୧୦୦ ଅରବଲ ଡଲାର ବ୍ୟବସାୟୀ କ୍ଲବରେ ସାମିଲ ହୋଇଛନ୍ତି । ବିଶ୍ୱର ୩ୟ ବ୍ୟବସାୟୀ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି । ପୂର୍ବରୁ କେବଳ ଆମେଜନର ଜେଫ ବେଜୋସ ଓ ମାଇକ୍ରୋସଫ୍ଟର ବିଲ ଗେଟ୍ସ ଏହି କ୍ଲବରେ ସାମିଲ ହୋଇ ସାରିଛନ୍ତି…

ରେପୋ ରେଟ୍ ଅପରିବର୍ତ୍ତିତ ରହିଛି: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ଏକପ୍ରକାର ମାନ୍ଦା ହୋଇପଡିଛ । ଏପରି ସମୟରେ ଆରବିଆଇ ଏମପିସି)ର ତୃତୀୟ ତ୍ରୟମାସିକ ବୈଠକ ପରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର…

ଆରବିଆଇର ନୂଆ ନିୟମ; ସୁନା ଗହଣା ଉପରେ ମିଳିବ ୯୦% ଲୋନ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଏପରି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର ସମୀକ୍ଷା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ବ୍ୟାଙ୍କ ଏବେ ସୁନା ଗହଣା ଉପରେ ୯୦ ପ୍ରତିଶତ…

ରେଡମି ୯ ପ୍ରାଇମ ଭାରତରେ ଲଞ୍ଚ, ଆସନ୍ତୁ ଜାଣିବା କଣ ରହିଛି ଫିଚର୍ସ, ମୂଲ୍ୟ ଏବଂ ବିକ୍ରୟ ତାରିଖ ବିଷୟରେ

ନୂଆଦିଲ୍ଲୀ : ହ୍ୟାଣ୍ଡସେଟ୍ ନିର୍ମାତା ଜିଆଓମିର ସବ୍ ବ୍ରାଣ୍ଡର ସର୍ବଶେଷ ସ୍ମାର୍ଟଫୋନ୍ ରେଡମି ୯ ପ୍ରାଇମ୍ ଭାରତରେ ଲଞ୍ଚ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ଗୁଡିକ ବିଷୟରେ କହିବାକୁ ଗଲେ, ଏହି ସର୍ବଶେଷ ରେଡମି ମୋବାଇଲ୍ ଫୋନ୍ ମିଡିଆଟେକ୍ ହେଲିଓ G80 ପ୍ରୋସେସର ଏବଂ କ୍ୱାଡ୍ ରିୟର…

ରୋନାଲଡୋ କିଣିଲେ ଦୁନିଆର ସବୁଠୁ ଦାମୀ କାର ‘ବୁଗାଟୀ ଲା ଭଏଚର ନୋଇରେ ‘

ପର୍ତ୍ତୁଗାଲର ପ୍ରସିଦ୍ଧ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କ ଗ୍ୟାରେଜରେ ଆଉ ଏକ ବିଳାସପୂର୍ଣ୍ଣ କାର ଯୋଡିଛନ୍ତି। ଏଥର ରୋନାଲଡୋ ଦୁନିଆର ସବୁଠୁ ଦାମୀ କାର 'ବୁଗାଟୀ ଲା ଭଏଚର ନୋଇରେ ' କିଣିଛନ୍ତି। ମୂଲ୍ୟ ଏତେ ଯେ ଏହି ଦାମ ରେ ୭୫୦ ଟି ହୁଣ୍ଡାଇ କ୍ରେଟା ଏସୟୁଭି କିଣି ପାରିବେ | ଯାହାର…

୨ଜି ସେବା ବନ୍ଦ କରି ଆଗକୁ ବଢିବା ନେଇ ଜରୁରୀକାଳୀନ ନୀତିଗତ ପଦକ୍ଷେପ ପାଇଁ ମୁକେଶ ଅମ୍ବାନିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ଆହ୍ୱାନ ଦେଇଛନ୍ତି । ଆଜିକୁ ୨୫ ବର୍ଷ ପୂର୍ବେ ଭାରତରେ…

ଭାରତରେ ଲଞ୍ଚ ହେଲା ହନର ମ୍ୟାଜିକ୍ ବୁକ୍ ୧୫ ଲାପଟପ୍, ୮ଜିବି ରାମ୍ ସହ ପପ୍ଅପ୍ କ୍ୟାମେରା

ନୂଆଦିଲ୍ଲୀ: ହନର ଭାରତରେ ଏହାର ପ୍ରଥମ ଲାପଟପ୍ ହନର ମ୍ୟାଜିକ୍ ବୁକ୍ ୧୫ ଲଞ୍ଚ କରିଛି | ଏହି ହନର ଲାପଟପ୍ ରେ AMD Ryzen 3000 ସିରିଜ୍ CPU ଏବଂ ଭେଗା ଗ୍ରାଫିକ୍ସ କାର୍ଡ ଅଛି | ପ୍ରି ଇଷ୍ଟଲ ୱିଣ୍ଡୋଜ୍ ଏହି ଲାପଟପ୍ ରେ ମିଳିବ | ବିଶେଷ କଥା ହେଉଛି ଏହି ଲାପଟପ୍ ରେ ପୂର୍ଣ୍ଣ ଏଚଡ଼ି…