Latest Odisha News

BREAKING NEWS

Browsing Category

ବିଶେଷ

ଏହି ମହାନାୟକଙ୍କ କଥାରେ ଗୋଟିଏ ଓଳି ଖାଦ୍ୟ ଛାଡିଥିଲେ ଦେଶବାସୀ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଜି ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଭାରତ ମାଆ ପାଇଥିଲା ୨ଟି ମହାନ ବ୍ୟକ୍ତିତ୍ୱ । ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର…

ବିଶ୍ଵ ନଦୀ ଦିବସ: ଗଙ୍ଗାନଦୀ ପୂର୍ବରୁ ଭାରତରେ ବହୁଥିଲା ଏହି ବିଶାଳ ନଦୀ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ସାରା ବିଶ୍ବ ପାଳୁଛି ନଦୀ ଦିବସ। ପ୍ରାକୃତିକ ଜଳ ଉତ୍ସର ନିରନ୍ତର ମାର୍ଗ ପ୍ରାଚୀନ ନଦୀନାଳ ଗୁଡ଼ିକର ସୁରକ୍ଷା ଓ ଅଧିକାର ପ୍ରତି ମଣିଷ ସମାଜ ସଚେତନ ହେବା ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ବୋଲି ଉପଲବ୍ଧି କରାଯାଉଛି। ସମଗ୍ର ବିଶ୍ୱରେ ନଦୀଗୁଡିକର ସୁରକ୍ଷା ପାଇଁ ୨୦୦୫ରେ ନଦୀ…

ଏହି ସ୍କୁଲରେ ଫେଲ ପିଲାଙ୍କୁ ମିଳେ ଆଡମିଶନ, ତାହା ପୁଣି ବିନା ଫି ରେ..

ନୂଆଦିଲ୍ଲୀ : ଭାରତର ଅନନ୍ୟ ବିଦ୍ୟାଳୟ  । ଆପଣମାନେ ଜାଣିଥିବେ କୌଣସି ସ୍କୁଲରେ ପିଲାମାନେ ଫେଲ ହେବା ପରେ ସେମାନଙ୍କୁ ସ୍କୁଲ ରୁ ବାହାର କରିଦିଆଯାଏ  । କିନ୍ତୁ ଭାରତରେ ଏପରି ଏକ ସ୍କୁଲ ରହିଛି , ଯେଉଁଠାରେ କେବଳ ବାରମ୍ବାର ଫେଲ ହେଉଥିବା ପିଲାମାନଙ୍କୁ ଆଡମିଶନ ମିଳେ । ସବୁଠାରୁ ବଡ କଥା…

ଦୁନିଆର ଏମିତି ଏକ ଦେଶ , ଯେଉଁଠି ବର୍ଷକୁ ୧୨ ମାସ ନୁହେଁ ୧୩ ମାସ ହୁଏ….

ନୂଆଦିଲ୍ଲୀ : ଯେତେବେଳେ ବି ଆପଣ ବିଦେଶରେ ଛୁଟି କଟାଇବା କଥା ଭାବନ୍ତି , ସେତେବେଳେ ଇଥିଓପିଆର ନାମ ମନକୁ ଆସେ  । ଏହାକୁ ଏକ ଆକର୍ଷଣୀୟ ସ୍ଥାନ ଭାବେ ବିବେଚନା କରାଯାଏ  । କୁହାଯାଏ ଏହି ଦେଶର ଇତିହାସଦ ବହୁ ପୁରୁଣା  । ଏଠାକାର ଲୋକଙ୍କ ଜୀବନଶୈଳୀ ଏବଂ ସଂସ୍କୃତି ସାଧାରଣ ଲୋକଙ୍କଠାରୁ…

ଏହି ଗାଁରେ ଘରେ ଘରେ କାର୍ ବଦଳରେ ରହିଛି ପ୍ଲେନ୍ !

ମୁମ୍ବାଇ: ଆଜିକାଲିର ଦୁନିଆରେ ଆମେ ନିଜର ମୌଳିକ ସୁବିଧାକୁ ପୁରା କରିବାକୁ ଯାଇ ଗାଡି କିଣୁଛି  । ଯାହା ଆମକୁ ଯୋଗାଯୋଗରେ ସହାୟକ ହେଉଛି  । ଆଜିକାଲି ପ୍ରାୟ ସବୁ ଲୋକଙ୍କ ଘରେ ଗାଡି ଥିବା ଆପଣମାନେ ଦେଖିଥିବେ  । କିନ୍ତୁ ଏମିତି ଏକ ଗାଁ ଅଛି , ଯେଉଁଠାରେ ଲୋକଙ୍କ ପାଖରେ ଦୁଇ କିମ୍ବା…

ଆସୁଛନ୍ତି ମା’, ଖିଲି ଖିଲି ହସିଲାଣି କାଶତଣ୍ଡି

ଡେଲାଙ୍ଗ: ଋତୁଚକ୍ର ପରିବର୍ତ୍ତନର ତାଳେତାଳେ ବଦଳିଥାଏ ପ୍ରକୃତିର ଚିତ୍ର । ଶରତର ଆଗମନରେ ପାର୍ବଣର ବାର୍ତ୍ତା ନେଇ ଧରା ପୃଷ୍ଠରେ ତା’ର ପସରା ମେଲିଥାଏ କାଶତଣ୍ଡି । ପ୍ରକୃତିର ଏଇ ଅମୂଲ୍ୟ ଉପହାର ଦେଖାଦିଏ ବିଲମାଳ, ରାସ୍ତାକଡ, ନଈପଠା ଓ ଖାଲୁଅ ଜମିରେ । ନୀଳ ଆକାଶର ତଳେ ହସୁଥାଏ ଶୁଭ୍ର…

ବିଶ୍ଵ ହିନ୍ଦୀ ଦିବସ: ହିନ୍ଦୀକୁ କିପରି ମିଳିଲା ରାଷ୍ଟ୍ରଭାଷାର ମର୍ଯ୍ୟାଦା

ନୂଆଦିଲ୍ଲୀ: ଭାରତରେ ଅନେକ ଭାଷାରେ ଲୋକମାନେ କଥାବାର୍ତ୍ତା କରନ୍ତି। କେତେକଙ୍କର ନିଜସ୍ୱ ସାହିତ୍ୟ ଏବଂ ବ୍ୟାକରଣ ମଧ୍ୟ ଅଛି। ସେଥିମଧ୍ୟରୁ ହିନ୍ଦୀ ଭାଷାରେ ଦେଶର ଅଧିକାଂଶ ରାଜ୍ୟରେ ଲୋକମାନେ କଥାବାର୍ତ୍ତା କରନ୍ତି। ଆଜି ଅର୍ଥାତ୍ ୧୪ ସେପ୍ଟେମ୍ବର ଦିନ ସାରା ଦେଶରେ ହିନ୍ଦୀ ଦିବସ ଭାବରେ…

ଚର୍ଚ୍ଚାରେ ମୋଦୀଙ୍କ ଦ୍ଵାରା G20ରେ ମିଳିଥିବା ଉପହାର, ଜାଣନ୍ତୁ କ’ଣ ଅଛି ଏହି ଉପହାର ବାକ୍ସରେ

ନୂଆଦିଲ୍ଲୀ: ଶେଷ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ପ୍ରାୟ ୨୦ଟି ଦେଶର ନେତା ଏହି ସମ୍ମିଳନୀରେ ଯୋଗ ଦେବାପାଇଁ ଭାରତ ଆସିଥିଲେ । ସଫଳତା ର ସହ ସମ୍ମଳିନୀ ଶେଷ କରିବା ସହ ଏଥିରେ ଅନେକ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଏହାଛଡା ସମ୍ମିଳନୀ ଶେଷ ହେବା ପରେ ଭାରତ ପକ୍ଷରୁ ଅତିଥି ମାନଙ୍କୁ…

ଓ୍ଵାଇଲ୍ଡ ଲାଇଫ୍ କ୍ୟାମେରାରେ ରେକର୍ଡ ହେଲା ଚୋରି ହେବାର ଦୃଶ୍ୟ: କ୍ୟାମେରା ଚୋରି କରୁଛି ଜଙ୍ଗଲର ରାଜା ସିଂହ

ନୂଆଦିଲ୍ଲୀ: ଜଙ୍ଗଲ ଭିତରେ କ୍ୟାମେରା ଚୋରି ଅଭିଯୋଗରେ ଧରା ପଡ଼ିଲେ ଜଙ୍ଗଲର ରାଜା ସିଂହ। ସିସିଟିଭି କ୍ୟାମେରାରେ ରେକର୍ଡ ହେଲା ଚୋରି କରୁଥିବାର ଦୃଶ୍ୟ। କଥାଟା ହୁଏତ ଆପଣଙ୍କୁ ଟିକେ ଅଖାଡୁଆ ଲାଗୁଥାଇପାରେ, କିନ୍ତୁ ଗୋଟିଏ ସିଂହ ସତରେ ଏଭଳି କିଛି କରିଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।…

ଜଣେ ଯୁବତୀଙ୍କ ଶରୀର ଭିତରେ ବାସ କରୁଛନ୍ତି ୯୩ ଟି ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ

ନୂଆଦିଲ୍ଲୀ: ଗୋଟିଏ ଶରୀର ହେଲେ ଅନେକ ବ୍ୟକ୍ତିତ୍ୱ । ଜଣେ ମଣିଷ କିନ୍ତୁ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କ ସହ ଜୀବନ କାଟୁଛନ୍ତି  । ଆପଣଙ୍କୁ ଏସବୁ ଅସମ୍ଭବ ଲାଗୁଥିଲେ ମଧ୍ୟ ଏହା ସମ୍ଭବ ହୋଇଛି । ଅବଶ୍ୟ ଏସବୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପାରେ । କାରଣ ଏଭଳି ଅଭାବନୀୟ ଓ ଆଶ୍ଚର୍ଯ୍ୟକର…