Latest Odisha News

BREAKING NEWS

Browsing Category

ବିଶେଷ

୨୦ ଟଙ୍କା ଅଧିକ ନେଇଥିବାରୁ ଏବେ ରେଳବାଇ ଦେବ ୧୦ ହଜାର ଟଙ୍କାର ଜରିମାନା

ମଥୁରା: ଟିକେଟ ଦାମ ଯେତିକି ଥିଲା, ତାହାଠାରୁ ଅଧିକ ୨୦ ଟଙ୍କା ଆଦାୟ କରିବା ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି । ବାସ୍ତବରେ ଏହି ମାମଲାଟି ୨୩ ବର୍ଷ ତଳର ହୋଇଥିବାବେଳେ ଏବେ ରେଳବାଇକୁ ଜରିମାନା ଦେବାକୁ ପଡିବ। ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୨୫, ୧୯୯୯ରେ ଦୁଇଜଣ ଯାତ୍ରୀ ମଥୁରାରୁ…

ଏମିତି ଜଣେ ରାଜା ଥିଲେ: ଯାହାଙ୍କର ଥିଲେ ୧ହଜାରରୁ ଅଧିକ ଛୁଆ

ଦିନକୁ ଦିନ କେବଳ ଭାରତ ନୁହେଁ ଅନେକ ଦେଶର ଜନସଂଖ୍ୟା ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ଭାରତ ସରକାର ମଧ୍ୟ ପରିବାର ନିୟୋଜନକୁ ଦୃଷ୍ଟିରେ ରଖି ଆମେ ଦୁଇ, ଆମର ଦୁଇ ଭଳି ସ୍ଲୋଗାନ ଆରମ୍ଭ କରିଥିଲେ । ଏହା ବାଦ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ…

୧୬ ବର୍ଷ ବୟସରେ ହରାଇଲେ ଶୁଣିବା କ୍ଷମତା, ପ୍ରଥମ ପ୍ରୟାସରେ ପାଇଲେ ଆଇଏଏସ

ନାଗପୁର: ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖନ୍ତି । ତେବେ ବହୁତ କମ ଛାତ୍ରଛାତ୍ରୀ ପ୍ରଥମ ପ୍ରୟାସରେ ସଫଳତା ପାଇଥାନ୍ତି ଓ ପ୍ରଥମ ଦଶ ଜଣଙ୍କ ଭିତରେ ରହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ ବାବଦରେ…

ବୋମା ଭଳି ଫାଟିଥାଏ ମୃତ ତିମି, କାହିଁକି ଜାଣନ୍ତି କି?

ଆପଣଙ୍କ ମଧ୍ୟରୁ ଅନେକ ତିମି ମାଛ ଦେଖିଥିବେ । ନୀଳ ସମୁଦ୍ରର ଜଳରାଶିରେ ବହୁସଂଖ୍ୟାରେ ତିମି ରହୁଥିବାବେଳେ ବେଳେବେଳେ ଏମାନଙ୍କ ମୃତଦେହ ସମୁଦ୍ରର ଜୁଆରରେ ଭାସି ଆସି ସମୁଦ୍ର ବେଳାଭୂମିରେ ଲାଗିଥାଏ । ଆଉ ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ମଧ୍ୟ ଏକତ୍ରିତ ହୋଇଥାନ୍ତି । ତେବେ ପ୍ରାଣୀ…

କାହିଁକି କାନ୍ଦନ୍ତି କୁକୁର, ଜାଣନ୍ତୁ କ’ଣ ରହିଛି କାରଣ…

ସାଧାରଣତଃ କୁକୁରମାନଙ୍କୁ ଆପଣ ନିଜ ଘର ସାମ୍ନାରେ ହେଉ କିମ୍ବା ଆଖପାଖରେ ନିଶ୍ଚୟ ଦେଖିଥିବେ । ତେବେ ଆପଣଙ୍କୁ ସେମାନଙ୍କର କିଛି କଥା ପସନ୍ଦ ଆସୁଥିବା ବେଳେ ଆଉ କିଛି କଥା ବିରକ୍ତି ଲାଗିଥାଏ । କିନ୍ତୁ  କ’ଣ ଆପଣ ଜାଣନ୍ତି କି କୁକୁରମାନେ ବେଳେବେଳେ କାହିଁକି ଜୋରରେ ଚିତ୍କାର କରିନ୍ତି ।…

ରାତିରେ ଟିକେଟ ଚେକିଂ ସହ ବିନା ଟିକେଟରେ ଯାଉଥିବା ମହିଳା ଯାତ୍ରୀଙ୍କୁ ଟ୍ରେନରୁ ଓହ୍ଲାଇପାରିବେନି ଟିଟିଇ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷାଧିକ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରନ୍ତି | ଏଭଳି ପରିସ୍ଥିତିରେ ଦେଶ ମଧ୍ୟରେ ଅନେକ ଟ୍ରେନ୍ ଚଳାଚଳ କରୁଛି। ତେବେ ଯାତ୍ରା ସମୟରେ ଯାତ୍ରୀମାନେ ଯେଭଳି କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଭାରତୀୟ ରେଳବାଇ ଅନେକ…

ଶିକ୍ଷକତା ଛାଡ଼ି ଜିଆ ଖତ ବ୍ୟବସାୟରୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଏହି ଯୁବକ

ଚଣ୍ଡୀଗଡ଼: ହରିୟାଣାର ମହେନ୍ଦ୍ରଗଡର ବାସିନ୍ଦା ଦୀପକ ସିଂ ଗତ ତିନିବର୍ଷ ଧରି ଭର୍ମିକମ୍ପୋଷ୍ଟ ବା ଜିଆ ଖତ ବ୍ୟବସାୟ କରୁଛନ୍ତି। ସେ ଏହି ବ୍ୟବସାୟକୁ କେବଳ ଚାରିଟି ବେଡ଼ ବା ଶଯ୍ୟାରେ ଆରମ୍ଭ କରିଥିବାବେଳେ, ଆଜି ତାଙ୍କର ୧୦୦ରୁ ଅଧିକ ଶଯ୍ୟା ଅଛି ଏବଂ ସେ ମାସକୁ ୬୦ ହଜାର ଟଙ୍କା ଲାଭ…

ବ୍ୟାଙ୍କ ଚାକିରି ଛାଡ଼ି ଛତୁରୁ ବିସ୍କୁଟ, ଆଚାର ତିଆରି କରୁଛନ୍ତି ଏହି ଯୁବକ

ଡେରାଡୁନ: ଉତ୍ତରାଖଣ୍ଡ ତେହେରୀ ଗଡ଼ୱାଲର ଏକ ଛୋଟ ଗାଁ ଭେନସକୋଟିରେ ରହୁଥିବା ଛତୁ ଚାଷୀ କୁଲଦୀପ ବିଷ୍ଟ ପିଲାଦିନରୁ ତାଙ୍କ ଜେଜେବାପା ଚାଷ କରୁଥିବାର ଦେଖିଆସୁଥିଲେ | ତେବେ କୁଲଦୀପଙ୍କ ପିତା ଜଣେ ଶିକ୍ଷକ ଥିବାରୁ ସେ ଚାହୁଁଥିଲେ ଯେ କୁଲଦୀପ ଅଧିକ ପାଠ ପଢନ୍ତୁ ଏବଂ ଚାକିରି କରନ୍ତୁ। ଏହି…

ସାମାନ୍ୟ ଭୁଲ ପାଇଁ ଏହି ଟ୍ରେନର ମାଲିକ ହୋଇଗଲେ ଜଣେ ଚାଷୀ!

ଚଣ୍ଡୀଗଡ଼: ଭାରତରେ ଚାଲୁଥିବା ଟ୍ରେନର ମାଲିକାନା ରେଳ ମନ୍ତ୍ରାଳୟ ହାତରେ ରହିଛି | କିନ୍ତୁ ରେଳ ମନ୍ତ୍ରାଳୟ ବା ରେଳବାଇର ଏକ ସାମାନ୍ୟ ଭୁଲ ପାଇଁ ଗୋଟିଏ ଟ୍ରେନର ମାଲିକାନା ଜଣେ କୃଷକଙ୍କ ହାତରେ ରହିଛି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଏହି ଟ୍ରେନର ନାମ…

ଏହି କାଳୀ ମନ୍ଦିରରେ ଭୋଗରେ ଅର୍ପଣ କରାଯାଏ ଚାଉମିନ ସାଙ୍ଗକୁ ମଞ୍ଚୁରିଆନ୍

କୋଲକାତା: ଭାରତ ସାଂସ୍କୃତିକ ତଥା ଧାର୍ମିକ ଦୃଷ୍ଟିକୋଣରୁ ବିବିଧ ଏବଂ ସମୃଦ୍ଧ | ଭାରତରେ ମନ୍ଦିର ସମେତ ଅନେକ ଦର୍ଶନୀୟ ସ୍ଥାନ ଅଛି ଯାହା ଦେଶ ତଥା ବିଦେଶରେ ପ୍ରସିଦ୍ଧ | ଏଥି ସହିତ, ଏଠାରେ ଥିବା ଅନେକ ମନ୍ଦିର ସେମାନଙ୍କର ଅନନ୍ୟ ପରମ୍ପରା ହେତୁ ଏକ ପୃଥକ ପରିଚୟ ବଜାୟ ରଖିଛନ୍ତି |…