Latest Odisha News

BREAKING NEWS

Browsing Category

Culture

କାହିଁକି ଏହି ସମାଧି ଆଗରେ ଅଟକି ଥାଏ ନନ୍ଦିଘୋଷ ରଥ?

ପୁରୀ: ସିଏ ଭାବର ଠାକୁର ଭାବୋବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କୁ ସିଧା ତାର ଭବ୍ୟ ରୂପର ଦର୍ଶନ ମିଳେ । ଭାବରେ ହାତ ବଢେଇଦେଲେ ସେ ସଙ୍ଗେ ସଙ୍ଗେ ସାହାରା ଦେଇଦିଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅର୍ଥାତ୍ ଆଜିର ଦିନରେ ସେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡକୁ…

କାହିଁକି ରଥଟଣା ପୂର୍ବରୁ ରାଜା କରନ୍ତି ଛେରା ପହଁରା, କ’ଣ ରହିଛି ବିଧି?

ପୁରୀ: ୧୨ ମାସ ହେଲା ଚାହିଁ ରହିଛି ବଡଦାଣ୍ଡ, ମାଉସୀ ମା’ । କୋଳକୁ ଫେରିବେ ବଡ ଠାକୁର । ଆଉ ଆଜି ସେହି ପବିତ୍ର ଦିନ । ଝୁଲି ଝୁଲି ପଣ୍ଡାଙ୍କ ପିଠିରେ ଲଦି ହୋଇ ରଥାରୂଢ ହେବେ ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଭାଇ ଭଉଣୀ ସଙ୍ଗେ ଗୁଣ୍ଡିଚା ମନ୍ଦିର ଅଭିମୁଖେ…

ଶ୍ରୀକ୍ଷେତ୍ରରେ ପଣାସଂକ୍ରାନ୍ତି, ଆରମ୍ଭ ହେଲା ପଣ୍ଡାପୁଅଙ୍କ କୁସ୍ତି ଅଭ୍ୟାସ

ପୁରୀ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ । ଓଡିଆଙ୍କ ପାଇଁ ନୂତନ ବର୍ଷର ଆରମ୍ଭ । ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହଉଥିବା ବେଳେ ନୂଆ ଓଡ଼ିଆ କ୍ୟାଲେଣ୍ଡର ସହିତ ଶ୍ରୀମନ୍ଦିରରେ ପ୍ରଚଳନ ହୁଏ ନୂଆ ପାଞ୍ଜି । ବିଷୁବ ସଂକ୍ରାନ୍ତି ଅବସରରେ…

କାହିଁକି ରଙ୍ଗର ପର୍ବ ହୋଲି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ…..

ଭୁବନେଶ୍ଵର: ଆଜି ସାରା ଦେଶରେ ଉଡୁଛି ଫଗୁ। ରଙ୍ଗର, ଭାଇଚାରାର ପର୍ବ ପାଳୁଛି ପୁରା ଦେଶ। କୁହାଯାଏ ଏହି ସମୟରେ ରାଧାଗୋବିନ୍ଦଙ୍କ ପ୍ରତି ମୂର୍ତ୍ତି ଏକାସାଙ୍ଗରେ ଭ୍ରମଣ କରନ୍ତି। ଆଜି ବି ରାଧା କୃଷ୍ଣଙ୍କ ହୋଲି ଖେଳର କାହାଣୀ ସଭିଙ୍କୁ ରୋମାଞ୍ଚିତ କରିଥାଏ। ହେଲେ କ'ଣ ଆପଣ ଜାଣନ୍ତି କାହିଁକି…

ଏକାମ୍ର ରେ ଦୋଳ ପରମ୍ପରା…

ଭୁବନେଶ୍ଵର: ଦୋଳ ଉତ୍ସବ ଓଡ଼ିଆ ଜାତିର ନିଜସ୍ୱ ଉତ୍ସବ। ସାରା ଭାରତ ରେ କେବଳ ହୋଲିକା ଦହନ ଓ ହୋଲି ପାଳନ କରାଯାଉଥିବା ବେଳେ ଓଡ଼ିଶାରେ ହୋଲିକା ଦହନ, ଦୋଳ ପୁର୍ଣ୍ଣିମା ଓ ହୋଲି ବିପୁଳ ଉତ୍ସାହରେ ପାଳନ କରାଯାଇଥାଏ । ଦୋଳ ଓ ହୋଲି ଗାଁ ଗାଁ ରେ ଏକ ଉତ୍ସବ ର ବାତାବରଣ ସୃଷ୍ଟି କରିଥାଏ ।…

କାହିଁକି ବିବାହିତ ମହିଳାମାନେ ପିନ୍ଧନ୍ତି ମଙ୍ଗଳସୂତ୍ର?

ଭୁବନେଶ୍ବର: ଆମ ହିନ୍ଦୁ ରୀତିନୀତିରେ ବିବାହିତ ମହିଳାମାନେ ସାଧାରଣତଃ ବିବାହ ପରେ ମଙ୍ଗଳସୂତ୍ର ପିନ୍ଧନ୍ତି । ବିବାହ ସମୟରେ ମଧ୍ୟ ଦୁଇଟି ଜିନିଷ ଗୁରୁତ୍ବପୂର୍‌ର୍‌ର ରହିଥାଏ । ଗୋଟିଏ ହେଲା ସିନ୍ଦୁର ଏବଂ ଆଉ ଗୋଟେ ହେଲା ମଙ୍ଗଳସୂତ୍ର । ହେଲେ କେବେ ଆପଣ ଭାବିଛନ୍ତି କି କାହିଁକି ବିବାହିତ…

କାହିଁକି ଶିଶୁ ଜନ୍ମ ପରେ ଘରେ ବନ୍ଦ ରହେ ପୂଜାର୍ଚ୍ଚନା?

ଭୁବନେଶ୍ବର: ସାଧାରଣତଃ ଆମ ପରିବାରରେ କାହାର ମୃତ୍ୟୁ ହେଲେ ତାଙ୍କ ସମ୍ମାନରେ ୧୪ ଦିନ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଉପାସନା କରିନଥାଉ । ଏହି ସମୟରେ ପରିଜନଙ୍କୁ ହରାଇ ଆମେ ଦୁଃଖି ମଧ୍ୟ ରହିଥାଉ, ଆଉ ଏଥିସହିତ ପୌରାଣିକ କଥାବସ୍ତୁ ଅନୁଯାୟୀ, ଏହି ସମୟ ଅଶୁଭ ମଧ୍ୟ ହୋଇଥାଏ । ତେଣୁ ଏହି…

ଯୋନି ପୀଠ କାମାକ୍ଷା ମନ୍ଦିର; କିପରି ଯିବେ ମନ୍ଦିରକୁ ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: କାମାକ୍ଷା ମନ୍ଦିର ଶକ୍ତି ଉପାସନର ଏକ ଶକ୍ତିଶାଳୀ କେନ୍ଦ୍ର । ଆସାମ ରାଜ୍ୟର ରାଜଧାନୀ ଦିଶପୁରଠାରୁ ପ୍ରାୟ ୧୪କିଲୋମିଟର ଦୂରରେ ପ୍ରସିଦ୍ଧ କାମାକ୍ଷା ଦେବୀ ମନ୍ଦିର ଅବସ୍ଥିତ । ଏହା ଆସାମର କାମରୂପ ଜିଲ୍ଲାର ଗୁଆହାଟି ସହରରେ ଅବସ୍ଥିତ । ଏହା କାମଗିରି ପର୍ବତ (ନୀଳାଚଳ ପର୍ବତ)…

ମହାପ୍ରଭୁଙ୍କ ‘ଘୋଡ ଲାଗି’ ନୀତି କ’ଣ ?

ପୁରୀ: ୧୨ ମାସରେ ୨୪ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ବିଭିନ୍ନ ବେଶର କିଛି ନା କିଛି ବିଶେଷତ୍ବ ରହିଥାଏ । ତନ୍ମଧ୍ୟରୁ ମହାପ୍ରଭୁଙ୍କ ଘୋଡ ଲାଗି ନୀତି ଅନ୍ୟତମ । ଯାହାକି ଆଜି ଶ୍ରୀମନ୍ଦିରରେ ସମ୍ପନ୍ନ କରାଯିବ । ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ଦିନ…

ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ

ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା…