Latest Odisha News

BREAKING NEWS

Browsing Category

WORLD

Gold Reserves & Price: ସାରା ଦୁନିଆରେ କାହା ପାଖରେ ଅଛି ସର୍ବାଧିକ ସୁନା?, ରେସରେ କେଉଁଠି ଅଛି ଭାରତ…

ନୂଆଦିଲ୍ଲୀ: ଏବେ ଯେଉଁ ରେଟରେ ସୁନାର ମୂଲ୍ୟ ମହଙ୍ଗା ହେବାରେ ଲାଗିଛି, ଏହା ଉପରେ ଅଧିକ ନିବେଶ କରିଛନ୍ତି ନିବେଶକ। ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ବି ଚୁପଚାପ୍ ସୁନାରେ ସେମାନଙ୍କର ତହବିଲ ପୂରଣ କରୁଛନ୍ତି, ଏବଂ ଜନସାଧାରଣ କେବଳ ସୁନାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ଧ୍ୟାନ…

Pakistan Russia Ties: ଟ୍ରମ୍ପଙ୍କୁ ଝଟକା ପରେ ଝଟକା ଦେଉଛି ପାକିସ୍ତାନ, ଭାରତ ପାଇଁ ବି ଚିନ୍ତାର କାରଣ…

ନୂଆଦିଲ୍ଲୀ: ପ୍ରଥମେ ଇସଲାମିକ ନାଟୋ ସହ ଗଠବନ୍ଧନ ଏବେ ଶତ୍ରୁର ହେଉଛି ନିକଟତର ଟ୍ରମ୍ପଙ୍କ ହାତରୁ ଖସି ଖସି ଯାଉଛି ପାକିସ୍ତାନ ରୁଷ ଆଡ଼କୁ ଢଳୁଛି ଭାରତ ପାଇଁ ବି ଟେନସନ୍! ଭାରତର ଅପରେସନ୍ ସିନ୍ଦୁରରେ ପରାସ୍ତ ହୋଇଥିବା ଏବଂ ଆମେରିକାର ଶରଣରେ ଥିବା ପାକିସ୍ତାନ ଏବେ ଏପରି…

ଭାରତକୁ ଧମକ ଦେଲା ଆତଙ୍କବାଦୀ ରୌଫ୍ 

ନୂଆଦିଲ୍ଲୀ: ପାକିସ୍ତାନ ଆଡ଼କୁ ମୁହଁ ଉଠେଇ ଚାହିଁ ପାରିବନି ଭାରତ ଭାଙ୍ଗିନି ଆତଙ୍କୀଙ୍କ ଫୁଟାଣି ଭାରତକୁ ଦେଉଛନ୍ତି ଫମ୍ପା ଧମକ ଭୁଲି ଗଲେଣି ସରିନି 'ଅପରେସନ ସିନ୍ଦୂର' ମେ ୨୦୨୫ରେ, ଯେତେବେଳେ ଭାରତୀୟ ସେନା ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବା ପାଇଁ "ଅପରେସନ୍ ସିନ୍ଦୁର" ଆରମ୍ଭ…

Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ…

ନୂଆଦିଲ୍ଲୀ: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ୍ ହାଉସ୍ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ୍ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଥିଲେ, କାରଣ ସେ ଦକ୍ଷିଣ ଆମେରିକୀୟ ଦେଶର ରାଜନୈତିକ ଭବିଷ୍ୟତକୁ ରାଷ୍ଟ୍ରପତି କିପରି…

Assassination of Donald Trump: “ଏଥର ଗୁଳି ସିଧା ଲକ୍ଷ୍ୟରେ…”, ଟ୍ରମ୍ପଙ୍କୁ ହତ୍ୟା ଧମକ…

ନୂଆଦିଲ୍ଲୀ: ଏଥର ଲକ୍ଷ୍ୟଚ୍ୟୁତ ହେବନି ଗୁଳି... ସିଧା ଟ୍ରମ୍ପଙ୍କ ପ୍ରାଣ ନେବ ଖୋଲା ଧମକ ଦେଲା ଇରାନ ଖସି ଯାଇପାରିବେନି ରାଷ୍ଟ୍ରପତି ଟ୍ରମ୍ପ ଇରାନରେ ବଢୁଥିବା ଉତ୍ତେଜନା ଏବଂ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଏବେ ଏକ ନୂତନ ମୋଡ଼ ନେଇଛି। ଇରାନ ସରକାରୀ ଟିଭି ଚ୍ୟାନେଲ ରାଷ୍ଟ୍ରପତି…

ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଲା ଇରାନ, ଆକାଶରେ ଉଡୁଥିଲା ଇଣ୍ଡିଗୋ ବିମାନ, ଆସୁଥିଲା ଦିଲ୍ଲୀ… ଜାଣନ୍ତୁ ତା…

ନୂଆଦିଲ୍ଲୀ: ଇରାନରେ ପରିସ୍ଥିତି ବୁଗିଦିବାରେ ଲାଗିଛି। ପରିସ୍ଥିତି ଖରାପ ହେବା ପ୍ରତି ପ୍ରତିକ୍ରିୟାରେ ଗୁରୁବାର ଇରାନ ହଠାତ୍ ତାର ଆକାଶମାର୍ଗ ବନ୍ଦ କରିଦେଇଛି। ଆଉ ଏହି ସମୟରେ ଇରାନ ଆକାଶରେ ଏକ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ଉଡାଣ ଭରିଥିଲା। ରିପୋର୍ଟ ଅନୁଯାୟୀ, ଜର୍ଜିଆର…

Russia Slams US Strike Threats: ମୁହାଁମୁହିଁ ଟ୍ରମ୍ପ – ପୁଟିନ; ହେବକି ଆଉ ଏକ ବିଶ୍ଵଯୁଦ୍ଧ?

ନୂଆଦିଲ୍ଲୀ: ରଣକ୍ଷେତ୍ର ପାଲଟିବ କି ଇରାନ? ତୃତୀୟ ବିଶ୍ୱଯୁଦ୍ଧ ଦେଖିବା କି ବିଶ୍ବ? ଆମ୍ନାସାମ୍ନା ହେବେ ବିଶ୍ଵର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚେତାବନୀ ଦେଲେ ପୁଟିନ୍ ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକା ନିରନ୍ତର ଇରାନର ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଛି। ଏହି…

Case of Ariha Shah: ୪ ବର୍ଷ ହେଲାଣି ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ, ୭ ମାସର ହୋଇଥିଲା ନେଇଯାଇଥିଲା ଜର୍ମାନ…

ନୂଆଦିଲ୍ଲୀ: ବାପା ମାଆ ଭାରତରେ ଏକୁଟିଆ ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ ୭ ମାସ ହୋଇଥିଲା, ବାପାମାଙ୍କ ଠାରୁ ହୋଇଗଲା ଅଲଗା ଏବେ ଯାଏଁ ଜର୍ମାନୀରେ ଫସିଛି ଆଣି ପାରୁନାହାନ୍ତି ଭାରତ ସରକାର କିଛି ଏପରି ଦୁଃଖଦ ଖବର ଏବେ ସୋସିଆଲ ମିଡିଆର ଦୃଷ୍ଟି ଆକର୍ଷଣ କରିଛି। ୪ ବର୍ଷର ଝିଅ…

Shaksgam Valley: ଦିଲ୍ଲୀଠାରୁ ତିନି ଗୁଣ ବଡ଼… କାହିଁକି ଶକ୍ସଗାମ ଭ୍ୟାଲିକୁ ଚୀନ୍‌କୁ ଉପହାର ଦେଇଥିଲା…

ନୂଆଦିଲ୍ଲୀ: ଭାରତର ଶାକ୍ସଗାମ୍ ଉପତ୍ୟକାରେ ନିର୍ମାଣ କାର୍ଯ୍ୟକୁ ନେଇ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ବିବାଦ ପୁଣି ମୁଣ୍ଡ ଟେକିଛି। ନୂଆଦିଲ୍ଲୀ କହିଛି ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପ ଅଧୀନରେ ଶାକ୍ସଗାମରେ କରାଯାଉଥିବା ନିର୍ମାଣ କାର୍ଯ୍ୟ ବେଆଇନ। ଚୀନ୍ ୧୯୬୩ ମସିହାରୁ…