Latest Odisha News

BREAKING NEWS

Browsing Category

WORLD

Iran US peace talks: ରକ୍ତ ଭିଜା କପଡ଼ା…ନିର୍ଦ୍ଦୋଷ ପୀଡିତଙ୍କ ଫଟୋ…ଆମେରିକା ସହ ଆଲୋଚନା ପାଇଁ…

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଇସ୍ରାଏଲ ଆକ୍ରମଣରେ ଅନେକ ନୀରିହଙ୍କ ଜୀବନ ଯାଇଛି। ରକ୍ତ ଛିଟାରେ ଲାଲ୍ ହୋଇଯାଇଛି ମଧ୍ଯପ୍ରାଚ୍ୟ। ବିଶେଷ କରି ଯେତେ ବେଳେ ଆମେରିକା ଏବଂ ଇସ୍ରାଏଲ, ଇରାନର ସ୍କୁଲକୁ ଟାର୍ଗେଟ କରିଥିଲେ। ଅନେକ ନିଷ୍ପାପ ପିଲାଙ୍କ ଜୀବନ ଯାଇଥିଲା। ଆଉ ଏବେ ମଧ୍ଯପ୍ରାଚ୍ୟରେ…

Trump ahead of ceasefire talks: ଟ୍ରମ୍ପ କ’ଣ ଖୋଲିପାରିବେ ହର୍ମୁଜ୍ ପ୍ରଣାଳୀ? ଇରାନ ସହ ଆଲୋଚନା ପୂର୍ବରୁ…

ନୂଆଦିଲ୍ଲୀ: ଆଜି ପାକିସ୍ତାନରେ ବାହାରିବ ମଧ୍ୟପ୍ରାଚ୍ୟ ଯୁଦ୍ଧର ସମାଧାନ। ଇସଲାମାବାଦରେ ଇରାନ ଏବଂ ଆମେରିକୀୟ ପ୍ରତିନିଧିମଣ୍ଡଳ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଇସଲାମାବାଦରେ ଇରାନ ପ୍ରତିନିଧିମାନଙ୍କ ସହ ଆଲୋଚନାର ନେତୃତ୍ୱ ନେବେ।…

Iran, US Negotiations Table: ଶନିବାର ଫିଟିବ ସମାଧାନର ବାଟ, ଆମ୍ନାସାମ୍ନା ହେବେ ଆମେରିକା-ଇରାନ!

ନୂଆଦିଲ୍ଲୀ: ଶନିବାର ସିଧାସଳଖ କଥା ହେବେ ଆମେରିକା-ଇରାନ ଇସଲାମାବାଦରେ ଆମେରିକା ଏବଂ ଇରାନ ମୁହାଁମୁହିଁ! ଆଲୋଚନାରେ ଛିଡିବ ମଧ୍ୟପ୍ରାଚ୍ୟ ଭାଗ୍ୟ ୮ ଏପ୍ରିଲରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଇରାନ ମଧ୍ୟରେ ୨୦ ଦିନିଆ ଯୁଦ୍ଧବିରତି ଘୋଷଣା କରିଥିଲେ,…

Iran US ଯୁଦ୍ଧବିରତି ଉପରେ ଆସିଲା ନେତାନ୍ୟାହୁଙ୍କ ପ୍ରଥମ ବୟାନ, କହିଲେ, ‘ନିଜ ସର୍ତ୍ତ ସହିତ…’

ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଇସ୍ରାଏଲର ପ୍ରଥମ ପ୍ରତିକ୍ରିୟା ଆସିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ ନିଜର ସର୍ତ୍ତ ମଧ୍ୟ ସ୍ଥିର କରିଛନ୍ତି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଇରାନ ସହିତ…

Iran fires back at Trump: ଆମେରିକାର ୪୮ ଘଣ୍ଟାର ଅଲଟିମେଟମକୁ ଖାତିର କଲାନି ଇରାନ, ଟ୍ରମ୍ପଙ୍କୁ କଲା କଟାକ୍ଷ 

ନୂଆଦିଲ୍ଲୀ: ଇରାନ ଆମେରିକାର ୪୮ ଘଣ୍ଟାର ଅଲଟିମେଟମ୍ ପ୍ରତ୍ୟାଖ୍ୟାନ କରିଛି। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅସହାୟ ଏବଂ ଭୟଭୀତ ବୋଲି କହିଛି। ଆଉ ତାଙ୍କ ଚେତାବନୀକୁ ଅସନ୍ତୁଳିତ ଏବଂ ମୂର୍ଖତାପୂର୍ଣ୍ଣ ବୋଲି କହି ଖାରଜ କରିଥିଲା। IRGC…

Iran US Isreal War: ଟ୍ରମ୍ପଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଯୁଦ୍ଧ, ପ୍ରଶ୍ନରେ ଆମେରିକାର ‘ଏୟାର…

ନୂଆଦିଲ୍ଲୀ: ଇରାନ-ଆମେରିକା ଉତ୍ତେଜନା ବିପଜ୍ଜନକ ସ୍ତରରେ ପହଞ୍ଚିଛି। ବିଗତ ଦିନମାନଙ୍କରେ ମଧ୍ଯପ୍ରାଚ୍ୟ ଯୁଦ୍ଧରେ ଇରାନ ବେଶ୍ ଶକ୍ତିଶାଳୀ ଭାବେ ଆମେରିକାକୁ ମାତ୍ ଦେଉଛି। ଦୁଇ ଦୁଇଟି ଆମେରିକୀୟ ଲଢ଼ୁଆ ବିମାନକୁ ମାଟି କାମୁଡ଼େଇଛି ଇରାନ। ଯାହାକୁ ନେଇ ଏବେ ଆମେରିକାର ଟେନସନ୍ ବଢ଼ିଛି।…

Downed U.S. Jet : ଆମେରିକାକୁ ଶକ୍ତ ଝଟକା, ଧ୍ଵଂସ ହେଲା ଆଉ ଦୁଇ ବିମାନ

ନୂଆଦିଲ୍ଲୀ: ଚକିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗୋଟିଏ ପରେ ଗୋଟିଏ ଲଢ଼ୁଆ ବିମାନକୁ ଗୁଳି କରି ଖସାଉଛି ଇରାନ। ଇରାନ୍ ଆଉ ଏକ ଆମେରିକୀୟ A-10 ଲଢ଼ୁଆ ବିମାନକୁ ଗୁଳି କରି ଖସାଇଲା ବୋଲି ଦାବି କରିଛି ଏବଂ ଘଟଣାର ଏକ ଭିଡିଓ ମଧ୍ୟ ଜାରି କରିଛି। ଅଲ ଜଜିରାର ଏକ ରିପୋର୍ଟ…