Latest Odisha News

BREAKING NEWS

Browsing Category

WORLD

Classrooms In 2050: ୨୦୫୦ ବେଳକୁ ଉଭାନ ହୋଇଯିବ ଶ୍ରେଣୀଗୃହ?

ନୂଆଦିଲ୍ଲୀ: ନା ରହିବା କ୍ଲାସରୁମ୍, ନା ରହିବ ସ୍କୁଲ, ନା ଆଉ ପିଲାମାନେ ଘଣ୍ଟା ଘଣ୍ଟା ଧରି ସମୟ ଶ୍ରେଣୀ କକ୍ଷରେ ବିତେଇବେ। ଏମିତି ସମୟ ଆସିବ, ପିଲା ସ୍କୁଲ କ'ଣ ବୋଲି ପ୍ରଶ୍ନ କରିବେ। ଏକଥା ଆମେ ନୁହେଁ କିଛି ଏମିତି ପ୍ରକାଶ କରିଛନ୍ତି ବୈଜ୍ଞାନିକ ହାୱାର୍ଡ ଗାର୍ଡନର। ଏଣିକି ପିଲା ସ୍କୁଲ…

Chinese ‘Bone Glue’: ୩ ମିନିଟରେ ହାଡ ଯୋଡିବ ‘ବୋନ୍ ଗ୍ଲୁ’

ନୂଆଦିଲ୍ଲୀ: ଶରୀରରେ କୌଣସି ସ୍ଥାନରେ ହାଡ ଭାଙ୍ଗିଗଲେ, ଏଥିପାଇଁ ଡାକ୍ତର ଚିକିତ୍ସା କରି ମାସ ମାସ ବିଶ୍ରାମ ନେବାକୁ ପରାମର୍ଶ ଦିଅନ୍ତି । ହେଲେ ଏବେ ମାତ୍ର କିଛି ମିନିଟରେ ଯୋଡି ହେବ ଭାଙ୍ଗିଯାଇଥିବା ହାଡ । ଯଦି ହାଡ଼ ଭାଙ୍ଗି ଯାଇଛି କିମ୍ବା ଖଣ୍ଡ ଖଣ୍ଡ ହୋଇଯାଇଛି, ଏହା ମାତ୍ର ୨ ରୁ ୩…

Lunar Eclipse 2025: ଡ୍ରାଗନ୍, ଗଧିଆ…ନା ରାହୁ….କିଏ ଗିଳିଦିଏ ଚନ୍ଦ୍ରକୁ?

ଭୁବନେଶ୍ବର: ଆଜି ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣସ୍ପର୍ଶ କରିବ। ରାତି ୧୧ଟା ୧ମିନିଟରେ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ୧୧ଟା ୪୨ରେ ମଧ୍ୟ ଓ ରାତି ୧୨ଟା ୨୩ରେ ପୂର୍ଣ୍ଣଗ୍ରାସ ଗ୍ରହଣ ଶେଷ ହେବ। ରାତି ୧ଟା ୨୭ ମିନିଟରେ ଗ୍ରହଣ…

ପିଲା ଜନ୍ମ କରିବ ରୋବୋଟ୍!

ନୂଆଦିଲ୍ଲୀ: ଗର୍ଭବତୀ ହେବ ରୋବର୍ଟ! ଜନ୍ମ କରିବ ପିଲା! ପ୍ରଯୁକ୍ତି ବିଦ୍ୟା ଏବେ ଅସମ୍ଭବକୁ ସମ୍ଭବ କରିବ । ଏଣିକି ରୋବୋଟ୍ ପିଲା ଜନ୍ମ କରିବ । ସବୁଠୁ ବଡ କଥା ହେୁଛି କୌଣସି ଛୋଟ ରୋବୋଟ୍ ନୁହେଁ, ମା ରୋବୋଟ୍ ଟି ଜଣେ ମଣିଷ ପିଲାକୁ ଜନ୍ମ ଦେବ । କିଛି ଏମିତି ପ୍ରଯୁକ୍ତିବିଦ୍ୟା…

ଏହି ଦିନ ଜୀବନର ଶେଷ ତାରିଖ….

ନୂଆଦିଲ୍ଲୀ:  ପୃଥିବୀରେ ଜୀବନ ସଞ୍ଚାର ଅମ୍ଳଜାନ ଉପରେ ଆଧାରିତ । ଯେହେତୁ ଅନ୍ୟ ଗ୍ରହଙ୍କ ଅପେକ୍ଷା ପୃଥିବୀରେ ଅମ୍ଳଜାନର ପରିମାଣ ବେଶୀ, ତେଣୁ ଏଠାରେ ଜୀବଜନ୍ତୁ ବାସ କରିପାରନ୍ତି । ପୃଥିବୀରେ ଜୀବନର ଆଧାର ହେଉଛି ଅମ୍ଳଜାନ ଯାହା ଆମକୁ ନିଶ୍ୱାସ ନେବା ଏବଂ ବଞ୍ଚିବାର ଶକ୍ତି ପ୍ରଦାନ କରେ ।…

ୟୁକେରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ମୋଦି ମୋଦି…ଭାରତ ମାତା କି ଜୟରେ କମ୍ପିଲା ବିଦେଶ ମାଟି….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଦୁଇ ଦିନିଆ ଗସ୍ତରେ ୟୁକେରେ ପହଞ୍ଚିଛନ୍ତି, ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ମୋଦିଙ୍କ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତର ଦ୍ବିତୀୟ ଦିନ । ଯେଉଁଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ ଏବଂ…

କେବଳ ଭାରତ ନୁହେଁ, ବ୍ରିଟିଶ ଗୁଲାମ ଥିଲେ ଏତେ ଦେଶ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନରେ ପହଞ୍ଚିଚନ୍ତି । ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ମୋଦିଙ୍କ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତର ଦ୍ବିତୀୟ ଦିନ । ଯେଉଁଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ ଏବଂ ଐତିହାସିକ…

କେମିତିକା ଥିଲା ବିଶ୍ବର ପ୍ରଥମ ଯୁଦ୍ଧ ବିମାନ?, ଆମେରିକା ଏବଂ ରୁଷ ବି ହୋଇଯାଇଥିଲେ କାବା….

ନୂଆଦିଲ୍ଲୀ: ବିଶ୍ବର ଏବେ ପ୍ରତ୍ୟେକ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରୁଛି । ଯୁଦ୍ଧ ବିମାନ ଠାରୁ ଆରମ୍ଭ କରି ପରମାଣୁ ଅସ୍ତ୍ର, କ୍ଷେପଣାସ୍ତ୍ର ସବୁଥିରେ ପାରଙ୍ଗମ ହେଉଛନ୍ତି । ବିଶେଷ କରି ଲଢୁଆ ବିମାନ ବା ଫାଇଟର ଜେଟ୍ । ଯାହା ଯୁଦ୍ଧ କ୍ଷେତ୍ରରେ ବେଶ୍…

ପରମାଣୁ ଠାରୁ ମାରାତ୍ମକ ଏହି ଅସ୍ତ୍ର….ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ ବିଶ୍ବର ସବୁଠାରୁ ମାରାତ୍ମକ ଏବଂ ବିପଦପୂର୍ଣ୍ଣ ଅସ୍ତ୍ର ଭାବେ ପରମାଣୁ ବୋମାକୁ ବିବେଚନା କରାଯାଏ । ଏହି ବୋମାର ଭୟବହତା ସେତେବେଳେ ଦେଖାଯାଇଥିଲା, ଯେତେବେଳେ ଏହା ହୀରାସୀମା, ନାଗାସାକୀ ଉଭୟ ସହରର ୮୦ରୁ ୯୦% ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଏହାର ବିକିରଣର…